Advertisment

ଫିରୋଜ ନାଦିଆଦଓ୍ୱାଲାଙ୍କ ଘରୁ ମିଳିଲା ଡ୍ରଗ୍ସ

ମୁମ୍ବାଇ: ଆକ୍ସନ ମୋଡରେ ଏନସିବି। ବଲିଉଡ୍ ଡ୍ରଗ୍ସ ଲିଙ୍କର ଜୋରଦାର ଖୋଳତାଡ଼ ଚାଲିଛି। ଏହି କ୍ରମରେ ଗତକାଲି ରାତିରୁ ମୁମ୍ବାଇର ବିଭିନ୍ନ ସ୍ଥାନରେ ଏନସିବି ଚଢ଼ାଉ କରୁଛି। ଗିରଫ ପେଡଲର୍ସଙ୍କଠାରୁ ତଥ୍ୟ ପାଇଁ ବଲିଉଡର ନାମୀ ପ୍ରଯୋଜକ ଫିରୋଜ୍ ନାଦିଆଦଓ୍ୱାଲାଙ୍କ ଘରେ ଏନସିବି ଚଢ଼ାଉ କରି ଡ୍ରଗ୍ସ ଜବତ କରିଛି। ହେଲେ ଚଢ଼ାଉ ସମୟରେ ଫିରୋଜ ଘରେ ନ ଥିବା ଜଣାପଡ଼ିଛି। ସୂଚନା ଥାଉ କି, ନଭେମ୍ବର 7 ତାରିଖ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏନସିବି ସନ୍ଦିଗ୍ଧ […]

ଅଦ୍ୟତନ ହୋଇଛି
ଫିରୋଜ ନାଦିଆଦଓ୍ୱାଲାଙ୍କ ଘରୁ ମିଳିଲା ଡ୍ରଗ୍ସ

firox

Advertisment

ମୁମ୍ବାଇ: ଆକ୍ସନ ମୋଡରେ ଏନସିବି। ବଲିଉଡ୍ ଡ୍ରଗ୍ସ ଲିଙ୍କର ଜୋରଦାର ଖୋଳତାଡ଼ ଚାଲିଛି। ଏହି କ୍ରମରେ ଗତକାଲି ରାତିରୁ ମୁମ୍ବାଇର ବିଭିନ୍ନ ସ୍ଥାନରେ ଏନସିବି ଚଢ଼ାଉ କରୁଛି। ଗିରଫ ପେଡଲର୍ସଙ୍କଠାରୁ ତଥ୍ୟ ପାଇଁ ବଲିଉଡର ନାମୀ ପ୍ରଯୋଜକ ଫିରୋଜ୍ ନାଦିଆଦଓ୍ୱାଲାଙ୍କ ଘରେ ଏନସିବି ଚଢ଼ାଉ କରି ଡ୍ରଗ୍ସ ଜବତ କରିଛି। ହେଲେ ଚଢ଼ାଉ ସମୟରେ ଫିରୋଜ ଘରେ ନ ଥିବା ଜଣାପଡ଼ିଛି।

Advertisment

ସୂଚନା ଥାଉ କି, ନଭେମ୍ବର 7 ତାରିଖ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏନସିବି ସନ୍ଦିଗ୍ଧ ଠିକଣାରେ ଚଢ଼ାଉ କରି 5 ଜଣ ଡ୍ରଗ୍ସ ପେଡେଲରଙ୍କୁ ଗିରଫ କରିଛି। ସୂତ୍ର ଅନୁସାରେ ସେମାନଙ୍କୁ ପଚରାଉଚରା ସମୟରେ ଫିରୋଜଙ୍କ ନାଁ ସାମ୍ନାକୁ ଆସିଛି।

ଫିରୋଜ ନାଦିଆଦଓ୍ୱାଲା ବର୍ତ୍ତମାନ ସୁଦ୍ଧା ଅନେକ ହିଟ୍ ଫିଲ୍ମ ନିର୍ମାଣ କରିସାରିଛନ୍ତି। ହେରୋ ଫେରି, ଆଓ୍ୱାରା ପାଗଲ ଦିଓ୍ୱାନା, ଆନ୍: ମେନ ଏଟ ଓ୍ୱାର୍କ, ଫୁଲ୍ ଆଣ୍ଡ୍ ଫାଇନାଲ, ଓ୍ୱେଲକମ୍, କାରତୁସ ଭଳି ଫିଲ୍ମ ପ୍ରଯୋଜନା ଦେଇଛନ୍ତି ଫିରୋଜ। ତେବେ ଖୁବଶୀଘ୍ର ତାଙ୍କୁ ସମନ କରିବ ଏନସିବି।

Advertisment

ଆଗକୁ ପଢ଼ନ୍ତୁ : ଚିରଞ୍ଜୀବୀଙ୍କୁ କରୋନା

NCB SSR Death Case Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe