ଅଗଷ୍ଟ ୧୦ରୁ 'ତରଙ୍ଗ'ରେ ‘ପେଟୁ ନନାଙ୍କ ପେଟପୂଜା’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରକମ ରକମର ତିଅଣ ଖାଇବା ଏବଂ ଖୁଆଇବା ଆମ ଓଡ଼ିଆ ପରମ୍ପରାର ଅଭିନ୍ନ ଅଙ୍ଗ। ଏସବୁ ପାରମ୍ପରିକ ଖାଦ୍ୟର ପ୍ରେମରେ ପଡ଼ି ଛୋଟ ପରଦାର ଲୋକପ୍ରିୟ ଚେହେରା ‘ପୁଣ୍ଟୁ ନନା’ ଏବେ ‘ପେଟୁ ନନା’ ପାଲଟି ଯାଇଛନ୍ତି। ଏହି ପେଟୁନନା ଅଗଷ୍ଟ ୧୦ରୁ ଓଡ଼ିଶାର ଲୋକପ୍ରିୟ ମନୋରଂଜନ ଚ୍ୟାନେଲ ‘ତରଙ୍ଗ’ ଟିଭି ଚ୍ୟାନେଲରେ ‘ପେଟୁ ନନାଙ୍କ ପେଟଯାତ୍ରା’ କାର୍ଯ୍ୟକ୍ରମରେ ପ୍ରତି ଶନିବାର ଏବଂ ରବିବାର ଆସିବେ। ‘ପେଟୁନନାଙ୍କ ପେଟପୂଜା’ ନାମରେ ଏହି କାର୍ଯ୍ୟକ୍ରମଟି […]

petu

petu

Subrat Kumar Nayak
  • Published: Thursday, 08 August 2019
  • Updated: 08 August 2019, 08:09 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରକମ ରକମର ତିଅଣ ଖାଇବା ଏବଂ ଖୁଆଇବା ଆମ ଓଡ଼ିଆ ପରମ୍ପରାର ଅଭିନ୍ନ ଅଙ୍ଗ। ଏସବୁ ପାରମ୍ପରିକ ଖାଦ୍ୟର ପ୍ରେମରେ ପଡ଼ି ଛୋଟ ପରଦାର ଲୋକପ୍ରିୟ ଚେହେରା ‘ପୁଣ୍ଟୁ ନନା’ ଏବେ ‘ପେଟୁ ନନା’ ପାଲଟି ଯାଇଛନ୍ତି। ଏହି ପେଟୁନନା ଅଗଷ୍ଟ ୧୦ରୁ ଓଡ଼ିଶାର ଲୋକପ୍ରିୟ ମନୋରଂଜନ ଚ୍ୟାନେଲ 'ତରଙ୍ଗ' ଟିଭି ଚ୍ୟାନେଲରେ ‘ପେଟୁ ନନାଙ୍କ ପେଟଯାତ୍ରା’ କାର୍ଯ୍ୟକ୍ରମରେ ପ୍ରତି ଶନିବାର ଏବଂ ରବିବାର ଆସିବେ।

‘ପେଟୁନନାଙ୍କ ପେଟପୂଜା’ ନାମରେ ଏହି କାର୍ଯ୍ୟକ୍ରମଟି ଆସନ୍ତା ଶନିବାର ବା ଅଗଷ୍ଟ ୧୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ନିଜର ଅଭିନୟର ଯାଦୁ ଦେଖାଇ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଜିତିଥିବା ଦର୍ଶକଙ୍କ ପ୍ରିୟ କଳାକାର ଅନ୍ତର୍ଯାମୀ ପଣ୍ଡା ଏହି ଫୁଡ୍‌ ଶୋ’ରେ ‘ପେଟୁ ନନା’ ସାଜିଛନ୍ତି।
https://youtu.be/GEQ7UhU9xvY
ଓଡିଆ ପାରମ୍ପରିକ ତଥା ଆଧୁନିକ ଖାଦ୍ୟ ରନ୍ଧନ ପ୍ରଣାଳୀର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଆରମ୍ଭ ହେଉଥିବା ‘ପେଟୁନନାଙ୍କ ପେଟପୂଜା’ କାର୍ଯ୍ୟକ୍ରମରେ ଦର୍ଶକ ମାନେ ଉଭୟ ପର୍ଯ୍ୟଟନ ଓ ସୁସ୍ୱାଦୁ ଖାଦ୍ୟର ମଜା ପାଇ ପାରିବେ। କାର୍ଯ୍ୟକ୍ରମର ଉପସ୍ଥାପକ ‘ପେଟୁନନା’ ଘରଘର ବୁଲି ଲୋକଙ୍କ ରୋଷେଇ ଚାଖିବା ସହ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିବେ। ଖାଲି ଏତିକି ନୁହେଁ, ବିଭିନ୍ନ ସହରର ଗଳିକନ୍ଦିରେ ପ୍ରସ୍ତୁତ ଜଳଖିଆ ବା ଷ୍ଟ୍ରିଟ୍‌ଫୁଡ୍‌ର ମଧ୍ୟ ସେ ସନ୍ଧାନ କରିବେ। ଅନ୍ୟ ସବୁ ପ୍ରସାରିତ ରୋଷେଇ କାର୍ଯ୍ୟକ୍ରମଠୁ ଭିନ୍ନ ‘ପେଟୁନନାଙ୍କ ପେଟପୂଜା’ରେ ଭ୍ରମଣ, ହାସ୍ୟରସ ଏବଂ ଭଳିକି ଭଳି ଖାଦ୍ୟର ସମ୍ମିଶ୍ରଣରେ ଏହି କାର୍ଯ୍ୟକ୍ରମ 'ତରଙ୍ଗ ଟିଭି'ରେ ପ୍ରତ୍ୟେକ ଶନିବାର ଓ ରବିବାର ସଂଧ୍ୟା ୫ଟାରେ ପ୍ରସାରିତ ହେବ।

ବିଜ୍ଞାପନ ସଂସ୍ଥା 'ସଂକେତ କମ୍ୟୁନିକେସନ' ଓ 'ଲାଇଟ୍ ହାଉସ ପ୍ରଡକ୍ସନ'ର ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମଟି ନିର୍ମିତ। ‘ପେଟୁନନାଙ୍କ ପେଟପୂଜା’ର ପୁନଃ ପ୍ରସାରଣ ସମୟ ସୋମବାର ଏବଂ ମଙ୍ଗଳବାର ସକାଳ ୯ଟାରେ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story