ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦଶହରା ବଜାରରେ ଆଜି ରିଲିଜ୍ ହୋଇଛି ଦ୍ୱିତୀୟ ଓଡ଼ିଆ ଫିଲ୍ମ ‘ଶିବା ନଟ୍ଆଉଟ୍’। ଏଥିରେ ଲିଡ୍ ରୋଲରେ ଅଛନ୍ତି ଅରିନ୍ଦମ। ତାଙ୍କ ବିପକ୍ଷରେ ନାୟିକା ଅଛନ୍ତି ଚୁଲବୁଲି ଅର୍ଚ୍ଚିତା। ଏହି ଫିଲ୍ମର ପ୍ରଯୋଜନା ଅରିନ୍ଦମ କରିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ସୁଧାଂଶୁ ସାହୁ। ପ୍ରେମାନନ୍ଦ ଏହି ଫିଲ୍ମର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମର ଷ୍ଟୋରୀ ଖୁବ୍ ଭଲ ହୋଇଥିବା ବେଳେ ,ଫିଲ୍ମର ଗୀତ ଗୁଡିକ ମଧ୍ୟ ବେଶ୍ ମନଛୁଆଁ ହୋଇଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।