ପୁଣି ଆସୁଛି ‘ପହରେଦାର ପିଆ କି’

ମୁମ୍ବାଇ: ପୁଣି ଆରମ୍ଭ ହେବାକୁ ଯାଉଛି ସୋନି ଟିଭିର ବିବାଦୀୟ ଧାରାବାହିକ ‘ପହରେଦାର ପିଆ କି’। ହେଲେ ପୁରୁଣା କାହାଣୀ ନୁହେଁ ଏଥର ଏଥିରେ କିଛି ଅଲଗା ଦେଖିବାକୁ ମିଳିବ। ବହୁ ବାଦବିବାଦ ପରେ ବନ୍ଦ ହୋଇଥିବା ଏହି ଧାରାବାହିକର ଲିଡ୍ ରୋଲ୍‌ରେ ନଜର ଆସିବେ ଡ୍ୟାନସର ଶାନ୍ତନୁ ମାହେଶ୍ୱରୀ। ଶାନ୍ତନୁ ମାହେଶ୍ୱରୀ ଏଥିରେ ଯୁବରାଜ ରତନଙ୍କର ଭୂମିକାରେ ନଜର ଆସିବେ। ଆଉ ତାଙ୍କ ସହ ରେମାନ୍ସ୍ କରିବେ ଏହାର ହିରୋଇନ୍ ତେଜସ୍ୱୀ ପ୍ରକାଶ। ଶାନ୍ତନୁ ପ୍ରଥମ […]

Rakesh Mallick
  • Published: Monday, 25 September 2017
  • Updated: 25 September 2017, 06:38 AM IST

Sports

Latest News

ମୁମ୍ବାଇ: ପୁଣି ଆରମ୍ଭ ହେବାକୁ ଯାଉଛି ସୋନି ଟିଭିର ବିବାଦୀୟ ଧାରାବାହିକ ‘ପହରେଦାର ପିଆ କି’। ହେଲେ ପୁରୁଣା କାହାଣୀ ନୁହେଁ ଏଥର ଏଥିରେ କିଛି ଅଲଗା ଦେଖିବାକୁ ମିଳିବ। ବହୁ ବାଦବିବାଦ ପରେ ବନ୍ଦ ହୋଇଥିବା ଏହି ଧାରାବାହିକର ଲିଡ୍ ରୋଲ୍‌ରେ ନଜର ଆସିବେ ଡ୍ୟାନସର ଶାନ୍ତନୁ ମାହେଶ୍ୱରୀ। ଶାନ୍ତନୁ ମାହେଶ୍ୱରୀ ଏଥିରେ ଯୁବରାଜ ରତନଙ୍କର ଭୂମିକାରେ ନଜର ଆସିବେ। ଆଉ ତାଙ୍କ ସହ ରେମାନ୍ସ୍ କରିବେ ଏହାର ହିରୋଇନ୍ ତେଜସ୍ୱୀ ପ୍ରକାଶ।

ଶାନ୍ତନୁ ପ୍ରଥମ ଥର ପାଇଁ ଏପରି ପାରିବାରିକ ଶୋରେ କାମ କରିବେ। ଯୁବରାଜ ରତନ ରୋଲ୍‌ ପାଇଁ ନିର୍ମାତାଙ୍କ ପ୍ରଥମ ପସନ୍ଦ ଥିଲେ ଶାନ୍ତନୁ। ତେଜସ୍ୱୀ ଏବଂ ଶାନ୍ତନୁ ଏକା ବୟସର ଲାଗୁଛନ୍ତି। ତେଣୁ ସେମାନଙ୍କ କେମେଷ୍ଟ୍ରି ପରଦାରେ ଏକ ନୂଆପଣ ଆଣିବ ବୋଲି ନିର୍ମାତା କହିଛନ୍ତି।

11

କିଛି ଦିନ ପୂର୍ବରୁ ଏହି ଧାରାବାହିକଟି ବିବାଦ ଯୋଗୁଁ ବନ୍ଦ ହୋଇଯାଇଥିଲା। କାରଣ ଏଥିରେ ୯ ବର୍ଷର ପୁଅ ସହ ୧୮ ବର୍ଷର ଝିଅର ବାହାଘର ଦେଖାଇ ଯାଇଥିଲା। ଏହି କାହାଣୀକୁ ଦର୍ଶକ ପସନ୍ଦ କରି ନଥିଲେ। ସେଲିବ୍ରିଟିମାନଙ୍କ ମଧ୍ୟରେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ଚାଲିଲା। ଏହାକୁ ବନ୍ଦ କରିବାକୁ ପଟିସନ ମଧ୍ୟ ଦାଖଲ କରାଯାଇଥିଲା। ଏହା ବାଲ୍ୟ ବିବାହକୁ ପ୍ରୋତ୍ସାହନ ଦେଉଛି ବେଲି ଅଭିଯୋଗ ହୋଇଥିଲା।

ଏବେ ନୂଆ ରୂପରେ ଆସୁଥିବା ଏହି ଧାରାବାହିକ ଲୋକଙ୍କ ମନକୁ ଜିତି ପାରୁଛି କି ନାହିଁ ତା ଦେଖିବା ବାକି ରହିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story