ଅମୀରଙ୍କ ପତ୍ନୀ ହେବେ ପ୍ରିୟଙ୍କା !

ମୁମ୍ବାଇ: ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଜଣେ ଦକ୍ଷ ଅଭିନେତ୍ରୀ। ବଲିଉଡ ହେଉକି ହଲିଉଡ ସବୁଠି ସେ ନିଜର ଜଲୱା ଦେଖେଇ ସାରିଛନ୍ତି। ତେଣୁ ତାଙ୍କ ଅଭିନୟର ଦକ୍ଷତା ଉପରେ କୌଣସି ପ୍ରଶ୍ନ ଉଠିନି। କିନ୍ତୁ ଧୀରେ ଧୀରେ ସେ ଖୁବ୍ ଚୁଜି ହୋଇଯାଇଛନ୍ତି। ଅନ୍ୟ ହିରୋଇନଙ୍କ ପରି ସେ ଗୁଡ଼ାଏ ଫିଲ୍ମରେ ସାଇନ୍ କରିବାକୁ ଚାହୁଁ ନାହାଁନ୍ତି। ତେଣୁ ସେ ବର୍ଷେ ହେଲା କୌଣସି ହିନ୍ଦି ଫିଲ୍ମରେ ନଜର ଆସି ନାହାଁନ୍ତି। କିନ୍ତୁ ଯାହା ଖବର […]

Rakesh Mallick
  • Published: Tuesday, 10 October 2017
  • Updated: 10 October 2017, 02:54 PM IST

Sports

Latest News

ମୁମ୍ବାଇ: ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଜଣେ ଦକ୍ଷ ଅଭିନେତ୍ରୀ। ବଲିଉଡ ହେଉକି ହଲିଉଡ ସବୁଠି ସେ ନିଜର ଜଲୱା ଦେଖେଇ ସାରିଛନ୍ତି। ତେଣୁ ତାଙ୍କ ଅଭିନୟର ଦକ୍ଷତା ଉପରେ କୌଣସି ପ୍ରଶ୍ନ ଉଠିନି। କିନ୍ତୁ ଧୀରେ ଧୀରେ ସେ ଖୁବ୍ ଚୁଜି ହୋଇଯାଇଛନ୍ତି। ଅନ୍ୟ ହିରୋଇନଙ୍କ ପରି ସେ ଗୁଡ଼ାଏ ଫିଲ୍ମରେ ସାଇନ୍ କରିବାକୁ ଚାହୁଁ ନାହାଁନ୍ତି। ତେଣୁ ସେ ବର୍ଷେ ହେଲା କୌଣସି ହିନ୍ଦି ଫିଲ୍ମରେ ନଜର ଆସି ନାହାଁନ୍ତି। କିନ୍ତୁ ଯାହା ଖବର ମିଳିଛି ଏବେ ତାଙ୍କ ମନ ପସନ୍ଦର କେତୋଟି ଫିଲ୍ମ ତାଙ୍କୁ ମିଳିଛି।

ଶୁଣାଯାଉଛି ଯେ ଆମ ଦେଶର ଜଣାଶୁଣା ମହାକାଶଚାରୀ ରାକେଶ ଶର୍ମାଙ୍କ ଜୀବନୀ ଉପରେ ନିର୍ମାଣ ହେବାକୁ ଯାଉଛି ଏକ ବାୟୋପିକ।ଏ ଫିଲ୍ମର କାମ କେତେଦୂରରେ ଅଛି ତାହା ଆମକୁ ଜଣାନାହିଁ। କିନ୍ତୁ ଏତିକି କେବଳ ଖବର ମିଳିଛି ଯେ, ଏଥିରେ ପ୍ରିୟଙ୍କା ଚୋପ୍ରା ବି ସାମିଲ୍ ହେବାକୁ ଯାଉଛନ୍ତି। ନିକଟରେ ଗୋଟେ କଥା ଶୁଣିବାକୁ ମିଳିଥିଲା ଯେ, ସେ ପର୍ବତ ଆରୋହଣକାରିଣୀ କଳ୍ପନା ଚାଓଲାଙ୍କ ଜୀବନୀକୁ ନେଇ ନିର୍ମାଣ ହେବାକୁ ଯାଉଥିବା ବାୟୋପିକରେ ନଜର ଆସିବେ। କିନ୍ତୁ ଯାହା ଜଣାପଡୁଛି, ତା ପୂର୍ବରୁ ସେ ରାକେଶ ଶର୍ମାଙ୍କ ବାୟୋପିକରେ ଅଭିନୟ କରିପାରନ୍ତି।ଏହି ଫିଲ୍ମରେ ମହାକାଶଚାରୀ ରାକେଶ ଶର୍ମାଙ୍କ ଭୂମିକାରେ ଅଭିନୟ କରିବେ ଅମୀର ଖାଁ। ଆଉ ତାଙ୍କ ପତ୍ନୀ ଭୂମିକାରେ ଆସିବେ ପ୍ରିୟଙ୍କା ଚୋପ୍ରା। ପ୍ରିୟଙ୍କା ଏହି ଫିଲ୍ମ ପାଇଁ ବହୁତ ଆଗ୍ରହୀ ଥିବା ଶୁଣିବାକୁ ମିଳିଛି। ଏହାର ଯେଉଁ କେତୋଟି ମୁଖ୍ୟ କାରଣ ତାଙ୍କ ପାଖରେ ଅଛି ସେଥିରୁ ଗୋଟିଏ ହେଲା, ସେ ଆଜି ପର୍ଯ୍ୟନ୍ତ କେବେ ଅମୀରଙ୍କ ସହ ଅଭିନୟ କରିନାହାଁନ୍ତି। ତେଣୁ ଏହି ଫିଲ୍ମ ଜରିଆରେ ସେ ତାଙ୍କ ସହ ଅଭିନୟ କରିବାର ସୁଯୋଗ ପାଇବେ। ଆଉଏକ ବଡ଼ କଥା ହେଲା। ରାକେଶ ଶର୍ମାଙ୍କୁ ନେଇ ତିଆରି ହେବାକୁ ଯାଉଥିବା ଫିଲ୍ମଟି ନିଶ୍ଚିତ ଭାବରେ ଭାରତୀୟ ସିନେମାରେ ଏକ ମାଇଲଖୁଣ୍ଟ ବା ଇତିହାସ ହୋଇ ରହିବ। ତେଣୁ ଏ ମୌକାକୁ ସେ ହାତଛଡ଼ା କରିବାକୁ ଚାହୁଁ ନାହାଁନ୍ତି। ଦେଖାଯାଉ ପ୍ରିୟଙ୍କାଙ୍କ ପାଇଁ କେଉଁ ପାଣି କେଉଁ ଆଡ଼କୁ ଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story