କହୁକହୁ କହିଦେଲେ ପ୍ରିୟଙ୍କା: ସିକିମ୍‌ରେ ଉଗ୍ରବାଦୀ  ରୁହନ୍ତି, ତା’ପରେ କ’ଣ ହେଲା ପଢ଼ନ୍ତୁ

ମୁମ୍ୱାଇ: ବଲିଉଡ୍‌ରେ ସବୁବେଳେ କିଛି ନା କିଛି ଏମିତି ଘଟଣା ଘଟେ, ଯାହାକୁ ନେଇ ସବୁଆଡେ ଚର୍ଚ୍ଚା ଚାଲିଥାଏ। ଏପରି ଆଉ ଏକ ଘଟଣା ଘଟିଛି ବଲିଉଡ୍‌ର ଦେଶୀ ଗାର୍ଲକୁ ନେଇ। କଥାଟି ହେଉଛି, ପ୍ରିୟଙ୍କ। ଚୋପ୍ରାଙ୍କୁ କ୍ଷମା ମାଗିବାକୁ ପଡିଛି। ତାହା ମଧ୍ୟ ଲିଖିତ ଆକାରରେ। ଆଉ ଏଥିପାଇଁ ପ୍ରିୟଙ୍କ।ଙ୍କୁ ଅଫିସିଆଲ୍ ଷ୍ଟେଟମେଣ୍ଟ୍ ମଧ୍ୟ ମିଳିଥିଲା। ବାସ୍ତବ ଘଟଣାଟି ହେଉଛି- ଟରୋଣ୍ଟୋ ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରିୟଙ୍କ। ଥିରେ ଅନ୍ୟତମ ନିମନ୍ତ୍ରିତ ଅତିଥି। କହୁକହୁ ସେଠି ସେ […]

Rakesh Mallick
  • Published: Wednesday, 20 September 2017
  • Updated: 20 September 2017, 10:33 PM IST

ମୁମ୍ୱାଇ: ବଲିଉଡ୍‌ରେ ସବୁବେଳେ କିଛି ନା କିଛି ଏମିତି ଘଟଣା ଘଟେ, ଯାହାକୁ ନେଇ ସବୁଆଡେ ଚର୍ଚ୍ଚା ଚାଲିଥାଏ। ଏପରି ଆଉ ଏକ ଘଟଣା ଘଟିଛି ବଲିଉଡ୍‌ର ଦେଶୀ ଗାର୍ଲକୁ ନେଇ। କଥାଟି ହେଉଛି, ପ୍ରିୟଙ୍କ। ଚୋପ୍ରାଙ୍କୁ କ୍ଷମା ମାଗିବାକୁ ପଡିଛି। ତାହା ମଧ୍ୟ ଲିଖିତ ଆକାରରେ। ଆଉ ଏଥିପାଇଁ ପ୍ରିୟଙ୍କ।ଙ୍କୁ ଅଫିସିଆଲ୍ ଷ୍ଟେଟମେଣ୍ଟ୍ ମଧ୍ୟ ମିଳିଥିଲା।

ବାସ୍ତବ ଘଟଣାଟି ହେଉଛି- ଟରୋଣ୍ଟୋ ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରିୟଙ୍କ। ଥିରେ ଅନ୍ୟତମ ନିମନ୍ତ୍ରିତ ଅତିଥି। କହୁକହୁ ସେଠି ସେ ଗୋଟେ ଅଡୁଆ କଥା କହି ଦେଇଥିଲେ। ସେମିତି କହିବାକୁ ଇଚ୍ଛା ନଥାଇ ପାରେ, କିନ୍ତୁ ପାଟିରୁ ଖସିଗଲା। ସେଠି ସେ ମଧ୍ୟ ନିଜ ଭାଷଣରେ ‘ସିକିମ୍‌’କୁ ଉଗ୍ରବାଦୀଙ୍କ ଦ୍ୱାରା ହଇରାଣ ହେଉଥିବା ଏକ ସହର ବୋଲି କହିଦେଇଥିଲେ। ଏହା ପରେ ତାଙ୍କୁ ସୋସିଆଲ୍ ମିଡିଆରେ ଆରମ୍ଭ ହୋଇଯାଇଥିଲା। ଜଣେ ବ୍ୟକ୍ତି ତାଙ୍କୁ ଜବାବ୍ ଦେଇ ଲେଖିଥିଲେ ଯେ, ସିକିମ୍ ଏକ ଶାନ୍ତ ସହର। ଏଠାରେ କୌଣସି ଉଗ୍ରବାଦୀ ରୁହନ୍ତି ନାହିଁ।

priyanka-1ସୂଚନା ଅନୁଯାୟୀ, ଏହାର ଜବାବରେ ପ୍ରିୟଙ୍କ। ଲେଖିଥିଲେ, 'ମୁଁ ଯାହା ବି କହିଛି ତାର ସମ୍ୱନ୍ଧ କେବଳ ମୋର ଫିଲ୍ମ ସହିତ ଥିଲା। ମୋର ଯଦି କୌଣସି କଥାରୁ ସିକିମ ବାସୀଙ୍କୁ ଆଘାତ ଲାଗିଛି, ତେବେ ମୁଁ ତାଙ୍କୁ ସହୃଦୟ କ୍ଷମା ମାଗୁଛି।' ଏହା ସହ ପ୍ରିୟଙ୍କ। କହିଛନ୍ତି, 'ମୋର ଏବଂ ମୋ ଟିମର ଏହି ଫିଲ୍ମରେ କାମ କରିବାର ଅନୁଭବ ଖୁବ ଭଲ ଥିଲା। ମୁଁ ସିକିମ୍ ସରକାରଙ୍କ ସହଯୋଗ ପାଇଁ ତାଙ୍କୁ ଧନ୍ୟବାଦ ଜଣାଉଛି।'

୨୦୧୩ରେ ସିକିମକୁ ସବୁଠୁ କମ ଅପରାଧ ପ୍ରବଣ ରାଜ୍ୟ ବୋଲି କୁହାଯାଇଥିଲା।ସେ ଯାହା ବି ହେଉ, ପ୍ରିୟଙ୍କ। ଏଥିପାଇଁ ସିକିମ୍ ସରକାରଙ୍କୁ କ୍ଷମା ମାଗି ସାରିଛନ୍ତି। ଏହା ବ୍ୟତୀତ ପ୍ରିୟଙ୍କ।ଙ୍କ ମାଆ ମଧୁ ଚୋପ୍ରା ମଧ୍ୟ ଫେ।ନରେ କ୍ଷମା ମାଗିଛନ୍ତି ବୋଲି ସିକିମର ପର୍ଯ୍ୟଟନ ବିଭାଗ ମନ୍ତ୍ରୀ କହିଛନ୍ତି।

ପ୍ରିୟଙ୍କ। ଫିଲ୍ମ 'ପହୁନା' ପାଇଁ ଟରୋଣ୍ଟୋ ଫିଲ୍ମ ଫେଷ୍ଟିଭାଲକୁ ଆସିଥିଲେ। ସେ 'ପହୁନା'କୁ ସିକିମର ପ୍ରଥମ ଫିଲ୍ମ ବୋଲି କହିଥିଲେ।ଏହି ଫିଲ୍ମକୁ ପ୍ରିୟଙ୍କ। ନିଜେ ପ୍ରଡ୍ୟୁସ୍ କରିଛନ୍ତି। ଏବଂ ପାକ୍ଷୀ ଟାୟରୱାଲା ଏହି ଫିଲ୍ମର ନିଦ୍ଦେର୍ଶନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story