ଆସୁଛି ବଲିଉଡ୍‌ର ‘ବ୍ରହ୍ମାସ୍ତ୍ର’

‘ଜଗା ଜାସୁସ୍‌’ରେ ଶେଷଥର ପାଇଁ ନଜର ଆସିଥିବା ରଣବୀର କପୁର ବହୁତ ଶୀଘ୍ର ସଞ୍ଜୟ ଦତ୍ତଙ୍କ ବାୟୋପିକ୍‌ରେ ନଜର ଆସିବେ। ଏହା ବ୍ୟତୀତ ତାଙ୍କର ଆଉ ଏକ ବିଗ୍ ବଜେଟ୍‌ ଫିଲ୍ମ ମଧ୍ୟ ଆସୁଛି। ଏହାର ନାଁ ହେଉଛି ‘ବ୍ରହ୍ମାସ୍ତ୍ର’। ସୂଚନା ଅନୁଯାୟୀ କରଣ ଜୋହରଙ୍କ ଫିଲ୍ମର ବଜେଟ୍ ରହିଛି ୧୫୦ କୋଟି ଟଙ୍କା। ଫିଲ୍ମରେ ରଣବୀର କପୁରଙ୍କ ସହ ଆଲିଆ ଭଟ୍ଟ ଓ ଅମିତାଭ ବଚ୍ଚନ ମଧ୍ୟ ନଜର ଆସିବେ। ଫିଲ୍ମର ଟାଇଟଲ ସହ ଏହାର […]

ranveer

ranveer

Rakesh Mallick
  • Published: Monday, 30 October 2017
  • Updated: 30 October 2017, 09:04 AM IST

Sports

Latest News

‘ଜଗା ଜାସୁସ୍‌’ରେ ଶେଷଥର ପାଇଁ ନଜର ଆସିଥିବା ରଣବୀର କପୁର ବହୁତ ଶୀଘ୍ର ସଞ୍ଜୟ ଦତ୍ତଙ୍କ ବାୟୋପିକ୍‌ରେ ନଜର ଆସିବେ। ଏହା ବ୍ୟତୀତ ତାଙ୍କର ଆଉ ଏକ ବିଗ୍ ବଜେଟ୍‌ ଫିଲ୍ମ ମଧ୍ୟ ଆସୁଛି। ଏହାର ନାଁ ହେଉଛି ‘ବ୍ରହ୍ମାସ୍ତ୍ର’।

ସୂଚନା ଅନୁଯାୟୀ କରଣ ଜୋହରଙ୍କ ଫିଲ୍ମର ବଜେଟ୍ ରହିଛି ୧୫୦ କୋଟି ଟଙ୍କା। ଫିଲ୍ମରେ ରଣବୀର କପୁରଙ୍କ ସହ ଆଲିଆ ଭଟ୍ଟ ଓ ଅମିତାଭ ବଚ୍ଚନ ମଧ୍ୟ ନଜର ଆସିବେ। ଫିଲ୍ମର ଟାଇଟଲ ସହ ଏହାର ରିଲିଜ୍ ଡେଟ୍ ୨୦୧୯ ଅଗଷ୍ଟ ୧୫ ବୋଲି କରଣ ଟ୍ୱିଟ୍ କରି ଫ୍ୟାନମାନଙ୍କୁ ଜଣାଇଛନ୍ତି।

ଏହି ଫିଲ୍ମରେ ରଣବୀର କପୁର ଏକ ସୁପର ହିରୋ ଭୂମିକାରେ ନଜର ଆସିବେ। ଶୁଣିବାକୁ ମିଳୁଛି ଯେ ଏଥିରେ ଟେଲିଭିଜନ୍ ଅଭିନେତ୍ରୀ ମୌନି ରାୟ ମଧ୍ୟ ନଜର ଆସିବେ। ମୌନି ଏବେ ଅକ୍ଷୟ କୁମାରଙ୍କ ସହ ଫିଲ୍ମ୍ ‘ଗୋଲ୍ଡ’ର ସୁଟିଂରେ ବ୍ୟସ୍ତ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story