ପ୍ରେମ, ପ୍ରଣୟ ଓ ପ୍ରତାରଣାର ଜୀବନ କାହାଣୀ: କହିପାରିବେ କାହା ପାଇଁ ଏବେବି ସିନ୍ଦୂର ପିନ୍ଧୁଛନ୍ତି ରେଖା?

ମୁମ୍ୱାଇ: ବଲିଉଡ୍‌ ଅଭିନେତ୍ରୀ ରେଖାଙ୍କ ରିଏଲ୍‌ ଓ ରିଲ୍‌ ଜୀବନ ସଂଘର୍ଷମୟ ଥିଲା। ଜୀବନରେ ବହୁ ଉତ୍‌ଥାନ ଓ ପତନ ଦେଇ ସେ ଗତି କରିଛନ୍ତି। କିନ୍ତୁ କେବେ ହେଲେ ହାର ନାହାନ୍ତି। ସାହସର ସହ ମୁକାବିଲା କରିଛନ୍ତି। ବଲିଉଡ୍‌ର ଏହି ସଫଳ ନାୟିକା ରିଏଲ୍‌ ଲାଇଫ୍‌ରେ ପିନ୍ଧୁଛନ୍ତି ସିନ୍ଦୂର। ତେବେ ସେ କାହା ପାଇଁ ପିନ୍ଧୁଛନ୍ତି ଏହି ସିନ୍ଦୂର? ରିଲ୍‌ ଲାଇଫ୍‌ରେ ସେ ପ୍ରଥମେ କାହାକୁ ଦେଇଥିଲେ କିସ୍‌। ତାଙ୍କ ଜୀବନରେ ଏମିତି କିଛି କଥା […]

Rakesh Mallick
  • Published: Wednesday, 11 October 2017
  • Updated: 12 October 2017, 03:13 PM IST

Sports

Latest News

ମୁମ୍ୱାଇ: ବଲିଉଡ୍‌ ଅଭିନେତ୍ରୀ ରେଖାଙ୍କ ରିଏଲ୍‌ ଓ ରିଲ୍‌ ଜୀବନ ସଂଘର୍ଷମୟ ଥିଲା। ଜୀବନରେ ବହୁ ଉତ୍‌ଥାନ ଓ ପତନ ଦେଇ ସେ ଗତି କରିଛନ୍ତି। କିନ୍ତୁ କେବେ ହେଲେ ହାର ନାହାନ୍ତି। ସାହସର ସହ ମୁକାବିଲା କରିଛନ୍ତି। ବଲିଉଡ୍‌ର ଏହି ସଫଳ ନାୟିକା ରିଏଲ୍‌ ଲାଇଫ୍‌ରେ ପିନ୍ଧୁଛନ୍ତି ସିନ୍ଦୂର। ତେବେ ସେ କାହା ପାଇଁ ପିନ୍ଧୁଛନ୍ତି ଏହି ସିନ୍ଦୂର? ରିଲ୍‌ ଲାଇଫ୍‌ରେ ସେ ପ୍ରଥମେ କାହାକୁ ଦେଇଥିଲେ କିସ୍‌। ତାଙ୍କ ଜୀବନରେ ଏମିତି କିଛି କଥା ଜଣାପଡ଼ିଛି ରେଖାଙ୍କ ଆତ୍ମଜୀବନୀରୁ।

ବଲିଉଡ୍‌ ଅଭିନେତା ଋଷି କାପୁର ଓ ନିତୁଙ୍କ ବିବାହ ଭୋଜିରେ ବହୁ କଳାକାରଙ୍କ ପରି ଅମିତାଭ ବଚ୍ଚନ ଓ ତାଙ୍କ ପରିବାର ଲୋକେ ସାମିଲ ହୋଇଥିଲେ। ରେଖା ମଧ୍ୟ ଭୋଜିକୁ ଆସିଥିଲେ। ମାତ୍ର ସମସ୍ତଙ୍କ କେନ୍ଦ୍ରବିନ୍ଦୁ ପାଲଟିଥିଲେ ରେଖା। କାରଣ ରେଖା ଧଳା ଶାଢ଼ି ପରିଧାନ କରିବା ସହିତ କପାଳରେ ନାଲି ଟିକିଲି, ସିନ୍ଥିରେ ସିନ୍ଦୂର ଓ ବେକରେ ମଙ୍ଗଳସୂତ୍ର ପିନ୍ଧି ଥିଲେ। ଏହା ସମସ୍ତ ଅତିଥିଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

amitav

ଋଷି କପୁରଙ୍କ ବିବାହ ଭୋଜି ପରେ ପ୍ରାୟ ସବୁ କାର୍ଯ୍ୟକ୍ରମରେ ରେଖାଙ୍କୁ ଏହି ଅବତାରରେ ଦେଖିବାକୁ ମିଳୁଥିଲେ। ଏ ସମ୍ପର୍କରେ ପଚାରିଲେ ରେଖା ସୁଟିଂ ସେଟ୍‌ରୁ ଆସିଛି, ମଙ୍ଗଳ ସୂତ୍ର ବାହାର କରିବା ପାଇଁ ମନେ ନାହିଁ କହି ଏଡ଼ାଇ ଯାଆନ୍ତି। କିନ୍ତୁ ସିନ୍ଦୂର କାହାପାଇଁ ପିନ୍ଧୁଛନ୍ତି ସେ ନେଇ କୌଣସି ସନ୍ତୋଷଜନକ ଉତ୍ତର ଦିଅନ୍ତି ନାହିଁ।

ସିନ୍ଦୂର ପିନ୍ଧିବାକୁ ନେଇ ଅଭିନେତା ପୁନିତ୍‌ଙ୍କ ପତ୍ନୀ କୁହନ୍ତି, ଅମିତାଭ ପାଇଁ ରେଖା ସିନ୍ଦୂର ପିନ୍ଧୁଛନ୍ତି। କିନ୍ତୁ ଏକ ପୁରସ୍କାର ବିତରଣ ଉତ୍ସବରେ ରେଖା କହିଥିଲେ-ସେ ଯେଉଁ ସହରରୁ ଆସିଛନ୍ତି, ସେଠି ସିନ୍ଦୂର ଲଗାଇବାର ଏକ ପରମ୍ପରା ରହିଛି।

ପ୍ରଥମ କିସ୍‌

ରେଖା ୧୫ ବର୍ଷର ହୋଇଥିଲେ। ସେତେବେଳେ ତାଙ୍କର ‘ଅନ୍‌ଜାନା ସଫର’ ଫିଲ୍ମ ସୁଟିଂ ଚାଲିଥିଲା। ସେଟ୍‌ରେ ନିର୍ଦ୍ଦେଶଙ୍କ ସମେତ ସମସ୍ତ କଳାକାର ଉପସ୍ଥିତ ଥିଲେ। ହଠାତ ନିର୍ଦ୍ଦେଶକ ଆକ୍‌ସନ୍‌ କହିବା କ୍ଷଣି ରେଖା ସଟ୍‌କୁ ଚାଲି ଯାଇଥିଲେ। ସେତିକିବେଳେ ଫିଲ୍ମରେ ହିରୋ ବିଶ୍ୱଜିତ ଆସି ରେଖାଙ୍କ ଓଠକୁ କିସ୍‌ ଦେଇଥିଲା। ଏହି ସମୟରେ ସେଟ୍‌ରେ ଉପସ୍ଥିତ ଥିବା ସମସ୍ତେ ସିଟି ମାରିଥିଲେ। ମାତ୍ର ଏହି କିସ୍‌ ସମ୍ପର୍କରେ ରେଖା ଜାଣିନଥିଲେ। ସେତେବେଳେ ଏହି କିସିଂ ସିନ୍‌ ବହୁ ଦିନ ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଥିଲା। ମାତ୍ର ଏହି ସୁଟିଂ ସିନ୍‌କୁ ସେନ୍‌ସର ବୋର୍ଡ଼ ଅନୁମତି ଦେଲା ନାହିଁ। ଯାହାକୁ ନେଇ ମାମଲା କୋର୍ଟକୁ ଯାଇଥିଲା। ବିବାଦ ଏତେ ବଢ଼ିଗଲା ଯେ, ଆମେରିକା ଗଣମାଧ୍ୟମରେ ଏହି କିସିଂ ସିନ୍‌ ସମ୍ପର୍କରେ ଆଲୋଚନା ହେଲା। ସେଠାରେ ପ୍ରକାଶିତ ‘ଲାଇଫ୍‌ ମେଗାଜିନ୍‌’ରେ ‘ଦି କିସିଂ କ୍ରାଇସିସ୍‌ ଅଫ୍‌ ଇଣ୍ଡିଆ’ ନାମରେ କଭର ଷ୍ଟୋରୀ ବାହାରି ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story