ରିଲିଜ୍ ହୋଇଛି ଅପକମିଂ ଫିଲ୍ମ ୱେଲକମ୍ ବ୍ୟାକର ୱେଡିଂ ନମ୍ବର ‘ତୁତି ବୋଲେ ୱେଡିଂଙ୍ଗ୍ ଦି’

ମୁମ୍ବାଇ: ରିଲିଜ ହୋଇଛି ଅପକମିଂ ଫିଲ୍ମ ୱେଲକମ୍ ବ୍ୟାକର ୱେଡିଂ ନମ୍ବର ‘ତୁତି ବୋଲେ ୱେଡିଂଙ୍ଗ୍ ଦି’। ପଞ୍ଜାବୀ ବ୍ୟାକଡ୍ରପରେ ଗୀତ ପିକଚରାଇଜିଡ୍ ହୋଇଛି।  କଲରଫୁଲ ବ୍ୟାକଡ୍ରପ ଏନରଜେଟିକ୍ ପରଫର୍ମମାନ୍ସ ଦେଖିବାକୁ ମିଳିଛି ଏହି ଗୀତରେ। ଗୀତର ମେନ ଅଟ୍ରାକସନ୍ କରିଛନ୍ତି ସୁଭିନ୍ ଚାୱଲା।  ସୁଭିନ୍ ଠୁମୁକା ସହ ନଜର ଆସିବେ ଜନ୍ ଆବ୍ରାହମ୍ ଏବଂ ଶ୍ରୃତି ହାସନ୍। ୪ ମିନିଟର ଏହି ୱେଡିଂ ଗୀତକୁ ଗାଇଛନ୍ତି ମିଟ୍ ବ୍ରଦରର୍ସ ଏବଂ ସିପ୍ରା ଗୋଏଲ।

wbcolg

wbcolg

Rakesh Mallick
  • Published: Saturday, 01 August 2015
  • Updated: 01 August 2015, 09:30 AM IST

Sports

Latest News

ମୁମ୍ବାଇ: ରିଲିଜ ହୋଇଛି ଅପକମିଂ ଫିଲ୍ମ ୱେଲକମ୍ ବ୍ୟାକର ୱେଡିଂ ନମ୍ବର ‘ତୁତି ବୋଲେ ୱେଡିଂଙ୍ଗ୍ ଦି’। ପଞ୍ଜାବୀ ବ୍ୟାକଡ୍ରପରେ ଗୀତ ପିକଚରାଇଜିଡ୍ ହୋଇଛି।  କଲରଫୁଲ ବ୍ୟାକଡ୍ରପ ଏନରଜେଟିକ୍ ପରଫର୍ମମାନ୍ସ ଦେଖିବାକୁ ମିଳିଛି ଏହି ଗୀତରେ। ଗୀତର ମେନ ଅଟ୍ରାକସନ୍ କରିଛନ୍ତି ସୁଭିନ୍ ଚାୱଲା।  ସୁଭିନ୍ ଠୁମୁକା ସହ ନଜର ଆସିବେ ଜନ୍ ଆବ୍ରାହମ୍ ଏବଂ ଶ୍ରୃତି ହାସନ୍। ୪ ମିନିଟର ଏହି ୱେଡିଂ ଗୀତକୁ ଗାଇଛନ୍ତି ମିଟ୍ ବ୍ରଦରର୍ସ ଏବଂ ସିପ୍ରା ଗୋଏଲ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos