କମାଲ କଲା ‘ଗୋଲମାଲ ଏଗେନ’: ପ୍ରଥମ ସପ୍ତାହରେ କମେଇଲା ୮୭ କୋଟି

ମୁମ୍ବାଇ:  କମାଲ କରିଛି ‘ଗୋଲମାଲ ଏଗେନ’। ଦୀର୍ଘଦିନର ବ୍ୟବଧାନ ପରେ ଏଭଳି ମସାଲାଦାର କମେଡି ଫିଲ୍ମ ପରଦାକୁ ଆସିଥିବାରୁ ବେଶ୍ ଦର୍ଶକୀୟ ଆଦୃତି ଲାଭ କରିଛି ଏହି ଚଳଚ୍ଚିତ୍ର। ଯାହାକି ଦର୍ଶକଙ୍କୁ ଖୁବ୍ ମନୋରଞ୍ଜନର ଖାରାକୋ ଯୋଗାଇଛି। ଏହି ଫିଲ୍ମଟି ପ୍ରଥମ ସପ୍ତାହରେ କମେଇଛି ୮୭.୬୦ କୋଟି ଟଙ୍କା। ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଜୟ ଦେବଗନ ଜବରଦସ୍ତ କମେଡି କରଛନ୍ତି। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ରିଲିଜ ହାଇଥିବା ସମସ୍ତ ଫିଲ୍ମ ମଧ୍ୟରେ ଗୋଲମାଲ […]

Rakesh Mallick
  • Published: Tuesday, 24 October 2017
  • Updated: 24 October 2017, 12:12 PM IST

Sports

Latest News

ମୁମ୍ବାଇ:  କମାଲ କରିଛି ‘ଗୋଲମାଲ ଏଗେନ’। ଦୀର୍ଘଦିନର ବ୍ୟବଧାନ ପରେ ଏଭଳି ମସାଲାଦାର କମେଡି ଫିଲ୍ମ ପରଦାକୁ ଆସିଥିବାରୁ ବେଶ୍ ଦର୍ଶକୀୟ ଆଦୃତି ଲାଭ କରିଛି ଏହି ଚଳଚ୍ଚିତ୍ର। ଯାହାକି ଦର୍ଶକଙ୍କୁ ଖୁବ୍ ମନୋରଞ୍ଜନର ଖାରାକୋ ଯୋଗାଇଛି। ଏହି ଫିଲ୍ମଟି ପ୍ରଥମ ସପ୍ତାହରେ କମେଇଛି ୮୭.୬୦ କୋଟି ଟଙ୍କା।

ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଜୟ ଦେବଗନ ଜବରଦସ୍ତ କମେଡି କରଛନ୍ତି। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ରିଲିଜ ହାଇଥିବା ସମସ୍ତ ଫିଲ୍ମ ମଧ୍ୟରେ ଗୋଲମାଲ ଏଗେନର ଓପନିଂ ସମସ୍ତଙ୍କଠାରୁ ଆଗରେ ରହିଛି। ପ୍ରଥମ ଦିନରେ ୩୦.୧୪ କୋଟି, ଦ୍ୱିତୀୟ ଦିନରେ ୨୮.୩୭ କୋଟି ଓ ରବିବାର ୨୯.୦୯ କୋଟି ଟଙ୍କାର ବ୍ୟାପାର କରିଛି ସେଟ୍ଟୀଙ୍କ ଗୋଲମାଲ ଏଗେନ। ପ୍ରଥମ ସପ୍ତାହର କମେଇ ଏହି ଚଳଚ୍ଚିତ୍ରର ସମୁଦାୟ ବେଜଟ୍ ଭରଣା କରିଦେଇଛି। ଖାଲି ଭାରତରେ ନୁହେଁ ଏହି ଫିଲ୍ମଟି ବିଦେଶରେ ମଧ୍ୟ ଇତିମଧ୍ୟରେ ୨୦.୬୨ କୋଟି ଟଙ୍କା କମେଇ ରେକର୍ଡ କରିଛି ବୋଲି ଜଣାପଡିଛି । ତେବେ ଦେଖାଯାଉ ବକ୍ସ ଅଫିସରେ ଏହା ଆଗକୁ କେମିତି କମାଲ ଦେଖାଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story