ଭାଇରାଲ୍‌ ହେଉଛି ସାହୋର ନୂଆ ଲଭ୍ ଆନ୍ଥେମ୍

ମୁମ୍ବାଇ: ସାଉଥ ସୁପରଷ୍ଟାର ପ୍ରଭାସ ଓ ଶ୍ରଦ୍ଧା କପୁର ଷ୍ଟାରର୍‌ ଫିଲ୍ମ ‘ସାହୋ’ର ଏକ ନୂଆ ଗୀତ ରିଲିଜ୍‌ ହୋଇଯାଇଛି। ଗୀତଟିର ନାଁ ହେଉଛି ‘ଇନି ସୋନି’। ଗୀତରେ ଦର୍ଶକଙ୍କୁ ପ୍ରଭାସ ଓ ଶ୍ରଦ୍ଧାଙ୍କର ସିଜ୍‌ଲିଙ୍ଗ କେମେଷ୍ଟ୍ରି ଦେଖିବାକୁ ମିଳିଛି। ଏହି ଗୀତକୁ ଲଭ୍‌ ଆନ୍ଥେମ୍‌ ବୋଲି କୁହାଯାଉଛି। ଯାହାକି ରିଲିଜ୍‌ ହେବାର କିଛି ସମୟ ମଧ୍ୟରେ ହିଁ ଭାଇରାଲ ହୋଇଯାଇଛି। ଏପର୍ଯ୍ୟନ୍ତ ଏହି ଗୀତଟିକୁ ୨ କୋଟି ୭୬ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଗୀତଟିର ସ୍କ୍ରିନ […]

enni-soni

enni-soni

Chinmayee Roy
  • Published: Tuesday, 06 August 2019
  • Updated: 06 August 2019, 01:20 PM IST

ମୁମ୍ବାଇ: ସାଉଥ ସୁପରଷ୍ଟାର ପ୍ରଭାସ ଓ ଶ୍ରଦ୍ଧା କପୁର ଷ୍ଟାରର୍‌ ଫିଲ୍ମ ‘ସାହୋ’ର ଏକ ନୂଆ ଗୀତ ରିଲିଜ୍‌ ହୋଇଯାଇଛି। ଗୀତଟିର ନାଁ ହେଉଛି ‘ଇନି ସୋନି’। ଗୀତରେ ଦର୍ଶକଙ୍କୁ ପ୍ରଭାସ ଓ ଶ୍ରଦ୍ଧାଙ୍କର ସିଜ୍‌ଲିଙ୍ଗ କେମେଷ୍ଟ୍ରି ଦେଖିବାକୁ ମିଳିଛି। ଏହି ଗୀତକୁ ଲଭ୍‌ ଆନ୍ଥେମ୍‌ ବୋଲି କୁହାଯାଉଛି। ଯାହାକି ରିଲିଜ୍‌ ହେବାର କିଛି ସମୟ ମଧ୍ୟରେ ହିଁ ଭାଇରାଲ ହୋଇଯାଇଛି। ଏପର୍ଯ୍ୟନ୍ତ ଏହି ଗୀତଟିକୁ ୨ କୋଟି ୭୬ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।

ଗୀତଟିର ସ୍କ୍ରିନ ପ୍ଲେ ଖୁବ୍‌ ସୁନ୍ଦର ହୋଇଥିବାବେଳେ ପ୍ରଭାସ ଓ ଶ୍ରଦ୍ଧାଙ୍କ ଆଉଟ୍‌ଫିଟ୍‌ ମଧ୍ୟ ଜବରଦସ୍ତ ରହିଛି। ଏହି ଗୀତରେ ଶ୍ରଦ୍ଧା ଓ ପ୍ରଭାସ୍‌ଙ୍କ ଲୁକ୍‌ ବେଶ ଆକର୍ଷଣୀୟ ଲାଗୁଛି। ଗୀତଟିକୁ ଗୁରୁ ରନ୍ଧାୱା ଗାଇବା ସହ କମ୍ପୋଜ୍ ମଧ୍ୟ କରିଛନ୍ତି। ଏଥିସହ ଗୀତର ଫିମେଲ୍ ଭଏସ ଦେଇଛନ୍ତି ତୁଲସୀ କୁମାର।

‘ଇନି ସୋନି’ ପୂର୍ବରୁ ଏହି ଫିଲ୍ମର ଆଉ ଏକ ପାର୍ଟି ସଙ୍ଗ ‘ସାଇକୋ ସୟାଁ’ ରିଲିଜ୍‌ ହୋଇଥିଲା। ଗୀତରେ ଶ୍ରଦ୍ଧା ଓ ପ୍ରଭାଷଙ୍କ ହଟ୍‌ ଅନ୍ଦାଜ ଓ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଥିଲା। ଏହି ଗୀତରେ ଶ୍ରଦ୍ଧା ଓ ପ୍ରଭାସଙ୍କର ଧମାଲଭରା ଡ୍ୟାନ୍ସ ମଧ୍ୟ ଦେଖିବାକୁ ମିଳିଥିଲା।

ବିଗ୍‌ ବଜେଟ୍‌ ଫିଲ୍ମ ‘ସାହୋ’ରେ ପ୍ରଭାସ ଓ ଶ୍ରଦ୍ଧାଙ୍କ ବ୍ୟତୀତ ଜ୍ୟାକି ଶ୍ରଫ୍, ମନ୍ଦିରା ବେଦୀ, ନୀଲ ନୀତିନ୍‌ ମୁକେଶ ମଧ୍ୟ ଲିଡ୍‌ ରୋଲ୍‌ରେ ନଜର ଆସିବେ। ଫିଲ୍ମର ନିର୍ମାଣ ଯୁଭି କ୍ରିୟେଶନ୍‌ର ବ୍ୟାନରରେ ହୋଇଛି। ପୂର୍ବରୁ ଏହି ଫିଲ୍ମ ଅଗଷ୍ଟ ୧୫ରେ ରିଲିଜ୍‌ ହେବାକୁ ଥିଲା। ହେଲେ ଏବେ ଫିଲ୍ମ ରିଲିଜ୍‌ ତାରିଖ ଘୁଞ୍ଚିଯାଇଛି।

ବର୍ତ୍ତମାନ ଏହି ଫିଲ୍ମ ଅଗଷ୍ଟ ୩୦ରେ ରିଲିଜ୍‌ ହେବ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ତେଲୁଗୁ ନିର୍ଦ୍ଦେଶକ ସୁଜିତ୍। ଏହି ଫିଲ୍ମରେ ପ୍ରଭାସଙ୍କୁ ଭିନ୍ନ ରୂପରେ ଦେଖିବାକୁ ମିଳିବ। ‘ସାହୋ’ରେ ସୁଯୋଗ ପାଇଥିବାରୁ ବିଶେଷ କରି ବାହୁବଳୀ ପ୍ରଭାସଙ୍କ ସହ କାମ କରୁଥିବାରୁ ଶ୍ରଦ୍ଧା ଖୁବ୍ ଉତ୍ସାହିତ ଅଛନ୍ତି।

https://youtu.be/vpzitzyMRwc

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story