ଫିଲ୍ମ ରିଲିଜ୍‌ ହେବାକୁ ନେଇ କରଣୀ ସେନାକୁ ଚିଠି ଲେଖିଥିଲେ ଭନ୍‌ସାଲି, କ’ଣ ପାଇଲେ ଉତ୍ତର ଜାଣନ୍ତୁ

ମୁମ୍ବାଇ: ହିନ୍ଦୀ ଫିଲ୍ମ ‘ପଦ୍ମାବତ୍‌’ ରିଲିଜ୍‌କୁ ନେଇ ଜୋରଦାର ବିରୋଧ ପରେ ଫିଲ୍ମର ନିର୍ଦ୍ଦେଶକ ସଞ୍ଜୟଲିଲା ଭନ୍‌ସାଲି କରଣୀ ସେନାକୁ ଏକ ଚିଠି ଲେଖିଛନ୍ତି। ସେଥିରେ ଲେଖାଯାଇଛି ପ୍ରଥମେ ଫିଲ୍ମ ଦେଖନ୍ତୁ ତା’ ପରେ ନିଜର ମତ ରଖନ୍ତୁ। ଏହାର ଜବାବ୍‌ରେ କରଣୀ ସେନା କହିଛି ଯେ, ଆମେ ଫିଲ୍ମ ଦେଖିବୁ ନାହିଁ ବରଂ ଫିଲ୍ମକୁ ଜଳାଇ ଦେବୁ। ଖାଲି ସେତିକି ନୁହଁ ଏଥିପାଇଁ କରଣୀ ସେନା ୨୫ ତାରିଖ ଦିନ ଭାରତ ବନ୍ଦ ଡାକରା ମଧ୍ୟ […]

Padmavathi-1

Padmavathi-1

Rakesh Mallick
  • Published: Saturday, 20 January 2018
  • Updated: 20 January 2018, 09:52 PM IST

Sports

Latest News

ମୁମ୍ବାଇ: ହିନ୍ଦୀ ଫିଲ୍ମ ‘ପଦ୍ମାବତ୍‌’ ରିଲିଜ୍‌କୁ ନେଇ ଜୋରଦାର ବିରୋଧ ପରେ ଫିଲ୍ମର ନିର୍ଦ୍ଦେଶକ ସଞ୍ଜୟଲିଲା ଭନ୍‌ସାଲି କରଣୀ ସେନାକୁ ଏକ ଚିଠି ଲେଖିଛନ୍ତି। ସେଥିରେ ଲେଖାଯାଇଛି ପ୍ରଥମେ ଫିଲ୍ମ ଦେଖନ୍ତୁ ତା’ ପରେ ନିଜର ମତ ରଖନ୍ତୁ। ଏହାର ଜବାବ୍‌ରେ କରଣୀ ସେନା କହିଛି ଯେ, ଆମେ ଫିଲ୍ମ ଦେଖିବୁ ନାହିଁ ବରଂ ଫିଲ୍ମକୁ ଜଳାଇ ଦେବୁ। ଖାଲି ସେତିକି ନୁହଁ ଏଥିପାଇଁ କରଣୀ ସେନା ୨୫ ତାରିଖ ଦିନ ଭାରତ ବନ୍ଦ ଡାକରା ମଧ୍ୟ ଦେଇଛି । ଏହି ଦିନ ଦେଶରେ ଜନତା କର୍ଫ୍ୟୁ ଲାଗିବ ବୋଲି ସେନା ପକ୍ଷରୁ କୁହାଯାଇଛି।

ଫିଲ୍ମ ରିଲିଜ୍‌ ନେଇ ସୁପ୍ରିମକୋର୍ଟ ପଥ ପରିଷ୍କାର କରିବା ପରେ ରିଲିଜ୍ ଉପରେ ରୋକ ଲଗାଇଥିବା ରାଜ୍ୟଗୁଡ଼ିକ ତାଙ୍କ ନିଷ୍ପତ୍ତି ବଦଳାଇଥିଲେ। କିନ୍ତୁ ଏହି ସବୁ ରାଜ୍ୟରେ କରଣୀ ସେନାର ଜୋରଦାର ବିରୋଧ ଜାରି ରହିଥିବା ଯୋଗୁଁ ରାଜ୍ୟଗୁଡ଼ିକ ଫିଲ୍ମ ରିଲିଜ୍‌ କରିବାକୁ ବାଟ ଖୋଜୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story