‘ବିଗ୍ ବସ୍ ୧୧’ ଦୌଡ଼ରେ ଓଡ଼ିଆ ପୁଅ ସଗୁନ

ଭୁବନେଶ୍ୱର: ସବ୍ୟସାଚୀ ଶତପଥୀ। ଓଡ଼ିଶାର ଜଣେ ଜଣାଶୁଣା ସେଲିବ୍ରିଟି। ସଗୁନ ନାଁରେ ଅଧିକ ପରିଚିତ। ରିଅଲିଟି ଶୋ ‘ବିଗ୍‌ ବସ୍‌’ର ୧୧ତମ ସଂସ୍କରଣରେ ସେ ହୋଇପାରନ୍ତି ଜଣେ ପ୍ରତିଦ୍ୱନ୍ଦ୍ୱୀ। ତେବେ ଏନେଇ ଶୋ’ ତରଫରୁ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ। ସଗୁନଙ୍କ ପରିବାର ଲୋକେ କହିଛନ୍ତି ଯେ ଅନ୍ୟ ଆଶାୟୀ ପ୍ରାର୍ଥୀଙ୍କ ସହ ତାଙ୍କୁ ବିଗ୍ ବସ୍‌ ହାଉସ୍‌ରେ ରଖାଯାଇଛି। ସେମାନଙ୍କୁ ସମସ୍ତଙ୍କଠାରୁ ଅଲଗା କରି ରଖାଯାଇଛି। ପ୍ରତିଦ୍ୱନ୍ଦ୍ୱୀ ମନୋନୟନ ପାଇଁ ସେମାନଙ୍କୁ ଗତ ସପ୍ତାହରୁ ଏମିତି […]

shagoon1

shagoon1

Rakesh Mallick
  • Published: Sunday, 01 October 2017
  • Updated: 01 October 2017, 10:37 AM IST

Sports

Latest News

ଭୁବନେଶ୍ୱର: ସବ୍ୟସାଚୀ ଶତପଥୀ। ଓଡ଼ିଶାର ଜଣେ ଜଣାଶୁଣା ସେଲିବ୍ରିଟି। ସଗୁନ ନାଁରେ ଅଧିକ ପରିଚିତ। ରିଅଲିଟି ଶୋ ‘ବିଗ୍‌ ବସ୍‌’ର ୧୧ତମ ସଂସ୍କରଣରେ ସେ ହୋଇପାରନ୍ତି ଜଣେ ପ୍ରତିଦ୍ୱନ୍ଦ୍ୱୀ। ତେବେ ଏନେଇ ଶୋ’ ତରଫରୁ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ। ସଗୁନଙ୍କ ପରିବାର ଲୋକେ କହିଛନ୍ତି ଯେ ଅନ୍ୟ ଆଶାୟୀ ପ୍ରାର୍ଥୀଙ୍କ ସହ ତାଙ୍କୁ ବିଗ୍ ବସ୍‌ ହାଉସ୍‌ରେ ରଖାଯାଇଛି। ସେମାନଙ୍କୁ ସମସ୍ତଙ୍କଠାରୁ ଅଲଗା କରି ରଖାଯାଇଛି। ପ୍ରତିଦ୍ୱନ୍ଦ୍ୱୀ ମନୋନୟନ ପାଇଁ ସେମାନଙ୍କୁ ଗତ ସପ୍ତାହରୁ ଏମିତି ଭାବେ ଅଲଗା କରି ରଖାଯାଇଛି।

ଆଜି ରାତିରେ ‘ବିଗ୍‌ ବସ୍‌’ର ନୂଆ ଶୋ’ ଆରମ୍ଭ ହେବ। ତେଣୁ ଆଜି ରାତିରେ ଜଣାପଡ଼ିଯିବ ଯେ ସଗୁନ ଏଥିରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ସୁଯୋଗ ପାଇଛନ୍ତି ନା ନାହିଁ। ଏହି ସିଜିନ୍‌ରେ ଶୋର ଉପସ୍ଥାପନା କରିବେ ସଲମାନ ଖାନ। ଏଥର ମଧ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ସେଲିବ୍ରିଟି ଓ ସାଧାରଣ ଲୋକ ରହିବେ।

ସଗୁନ ଜଣେ ଡିଜାଇନର। ସେ ଜଣେ ଟେଲିଭିଜନ୍ ପର୍ସନାଲିଟି ମଧ୍ୟ। ଓଟିଭିରେ ପ୍ରସାରିତ ହେଉଥିବା ରୋଷେଇ ସଂପର୍କିତ ଏକ ଶୋ’ରେ ସେ ଅନେକ ଦିନ ଧରି ଉପସ୍ଥାପକ ଥିଲେ।

ସଗୁନଙ୍କ ଭାଇ ତଥା ପୂର୍ବତନ ରଣଜୀ ଖେଳାଳି ଜିତୁ ଶତପଥୀ କହିଛନ୍ତି ଯେ ଆଜି ରାତିରେ ଜଣାପଡ଼ିଯିବ ସେ ବିଗ୍ ବସ୍‌ ଶୋ’ରେ ପ୍ରତିଦ୍ୱନ୍ଦ୍ୱୀ ଭାବେ ମନୋନୀତ ହୋଇଛନ୍ତି ନା ନାହିଁ। ଯଦି ସେ ଏଥିରେ ପ୍ରତିଦ୍ୱନ୍ଦ୍ୱୀ ହେବେ ଓଡ଼ିଶାର ଲୋକେ ତାଙ୍କୁ ଭୋଟ୍ ଦେବେ ବୋଲି ତାଙ୍କ ପରିବାର ଲୋକେ ଆଶା ରଖିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ‘ୟେ ରିସ୍ତା କ୍ୟା କେହ୍‌ଲାତା ହେ’ର ହୀନା ଖାନ, ଟେଲିଭିଜନ ଓ ୱେବ୍ ପ୍ରଡ୍ୟୁସର ବିକାଶ ଗୁପ୍ତା, ପ୍ରିୟଙ୍କା ଶର୍ମା, ବାଲିକା ବଧୂ ଆକ୍ଟର ହୀତେନ୍ ତେଜୱାନି, ‘ଭାବିଜୀ ଘର ପର ହେ’ର ବିବାଦୀୟ ଷ୍ଟାର ଶିଳ୍ପା ସନ୍ଦେ ଓ ଭିଜେ ବେନଫ୍‌ଶା ସୂନାୱାଲା ପ୍ରମୁଖ ଏଥର ପ୍ରତିଦ୍ୱନ୍ଦ୍ୱୀ ହେବାକୁ ମନୋନୀତ ହୋଇଛନ୍ତି।

ସୌଜନ୍ୟ- odishatv.in

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story