ଶାହାରୁଖଙ୍କ ଝିଅ ସୁହାନାଙ୍କ ବିକିନି ପିନ୍ଧା ଫଟୋ ଭାଇରାଲ୍

ବଲିଉଡ୍‌ର ଅନେକ ଷ୍ଟାରଙ୍କ ପୁଅଝିଅ ଏବେ ସୋସିଆଲ୍ ମିଡିଆରେ ଛାଇ ଯାଇଛନ୍ତି। ଏବେ ଏଥିରେ ସାମିଲ ହୋଇଯାଇଛନ୍ତି କିଙ୍ଗ୍‌ ଖାନ୍‌ ଶାହାରୁଖଙ୍କ ଝିଅ ସୁହାନା। ସେ ସୋସିଆଲ୍ ମିଡିଆରେ ପୂରା ଆକ୍ଟିଭ ହୋଇଯାଇଛନ୍ତି। ସେ ସବୁବେଳେ ନିଜ ଫଟୋ ଇନ୍‌ଷ୍ଟାଗ୍ରାମ୍ ଓ ଟ୍ୱିଟର ପେଜ୍‌ରେ ସେୟାର କରୁଛନ୍ତି। ସୁହାନା ତାଙ୍କର କିଛି ବିକିନି ପିନ୍ଧା ଫଟୋ ବି ସେୟାର କରିଛନ୍ତି। ଆଉ ଏଗୁଡ଼ିକ ଇଣ୍ଟରନେଟ୍‌ରେ ଭାଇରାଲ ହୋଇଯାଇଛି।

ss

ss1