ମନୀଷ ସିସୋଦିୟାଙ୍କ ପାଇଁ ‘ହିନ୍ଦୀ ମିଡିୟମ୍’ର ସ୍ପେଶାଲ୍‌ ସ୍କ୍ରିନିଂ କରିବେ ଇରଫାନ୍

ମୁମ୍ବାଇ: ଦିଲ୍ଲୀର ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିୟାଙ୍କ ପାଇଁ ଅଭିନେତା ଇରଫାନ ଖାନ୍‌ ନିଜର ଅପକମିଂ ଫିଲ୍ମ ‘ହିନ୍ଦୀ ମିଡିୟମ୍‌’ର ସ୍ପେଶାଲ୍‌ ସ୍କ୍ରିନିଂ କରିବେ। ଶନିବାର ଦିନ ହେବ ଏହି ସ୍ପେଶାଲ୍ ସ୍କ୍ରିନିଂ। ଲୋକଙ୍କ ମଧ୍ୟରେ ଅସମାନତାକୁ ବଢ଼ାଇବା ପାଇଁ କିପରି ଶିକ୍ଷାକୁ ବ୍ୟବହାର କରାଯାଉଛି ତାରି ଉପରେ ଫିଲ୍ମର କାହାଣୀ ଆଧାରିତ। ସାକେତ ଚୌଧିରୀ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।  ଏଥିରେ ଇରଫାନଙ୍କ ସହ ପାକିସ୍ତାନୀ ଅଭିନେତ୍ରୀ ସବା କମର ମଧ୍ୟ ଅଛନ୍ତି।

hindi

hindi

Rakesh Mallick
  • Published: Friday, 12 May 2017
  • Updated: 12 May 2017, 03:21 PM IST

Sports

Latest News

ମୁମ୍ବାଇ: ଦିଲ୍ଲୀର ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିୟାଙ୍କ ପାଇଁ ଅଭିନେତା ଇରଫାନ ଖାନ୍‌ ନିଜର ଅପକମିଂ ଫିଲ୍ମ ‘ହିନ୍ଦୀ ମିଡିୟମ୍‌’ର ସ୍ପେଶାଲ୍‌ ସ୍କ୍ରିନିଂ କରିବେ। ଶନିବାର ଦିନ ହେବ ଏହି ସ୍ପେଶାଲ୍ ସ୍କ୍ରିନିଂ। ଲୋକଙ୍କ ମଧ୍ୟରେ ଅସମାନତାକୁ ବଢ଼ାଇବା ପାଇଁ କିପରି ଶିକ୍ଷାକୁ ବ୍ୟବହାର କରାଯାଉଛି ତାରି ଉପରେ ଫିଲ୍ମର କାହାଣୀ ଆଧାରିତ।

ସାକେତ ଚୌଧିରୀ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।  ଏଥିରେ ଇରଫାନଙ୍କ ସହ ପାକିସ୍ତାନୀ ଅଭିନେତ୍ରୀ ସବା କମର ମଧ୍ୟ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos