କେଉଁ ଚାରୋଟି ଭୁଲ୍ ପାଇଁ ଆଜି ବି ଅମିତାଭ ବଚ୍ଚନ ପଶ୍ଚାତାପ କରୁଛନ୍ତି?

ମୁମ୍ବାଇ: ବିଗ୍ ବି ଅମିତାଭ ବଚ୍ଚନଙ୍କୁ ବଲିଉଡର ସେହେନ୍‌ସା କୁହାଯାଏ। କିନ୍ତୁ ଏହି ସେହେନ୍‌ସା ତାଙ୍କ ଜୀବନରେ ଏମିତି କିଛି ଭୁଲ୍ କରିଛନ୍ତି ଯେଉଁଥିପାଇଁ ସେ ଆଜି ପର୍ଯ୍ୟନ୍ତ ପସ୍ତାଉଛନ୍ତି। ତା’ହେଲେ ଆସନ୍ତୁ ଜାଣିବା ଅମିତାଭ ବଚ୍ଚନ କେଉଁ ଭୁଲ୍ ପାଇଁ ପଶ୍ଚାତ୍ତାପ କରୁଛନ୍ତି। ଅମିତାଭ ଭୁଲ୍‌  ନିଶବ୍ଦ: ଏହି ଫିଲ୍ମରେ ନିଜ ଝିଅଠୁ ବି କମ୍ ବୟସର ଅଭିନେତ୍ରୀଙ୍କ ସହ ଅଭିନୟ କରିଥିଲେ ଅମିତାଭ। ଏହାକୁ ଦର୍ଶକେ ଆଦୌ ପସନ୍ଦ କରି ନଥିଲେ। ଏହି ଫିଲ୍ମରେ […]

Rakesh Mallick
  • Published: Sunday, 17 September 2017
  • Updated: 17 September 2017, 02:09 PM IST

Sports

Latest News

ମୁମ୍ବାଇ: ବିଗ୍ ବି ଅମିତାଭ ବଚ୍ଚନଙ୍କୁ ବଲିଉଡର ସେହେନ୍‌ସା କୁହାଯାଏ। କିନ୍ତୁ ଏହି ସେହେନ୍‌ସା ତାଙ୍କ ଜୀବନରେ ଏମିତି କିଛି ଭୁଲ୍ କରିଛନ୍ତି ଯେଉଁଥିପାଇଁ ସେ ଆଜି ପର୍ଯ୍ୟନ୍ତ ପସ୍ତାଉଛନ୍ତି। ତା’ହେଲେ ଆସନ୍ତୁ ଜାଣିବା ଅମିତାଭ ବଚ୍ଚନ କେଉଁ ଭୁଲ୍ ପାଇଁ ପଶ୍ଚାତ୍ତାପ କରୁଛନ୍ତି।

ଅମିତାଭ ଭୁଲ୍‌ 

ନିଶବ୍ଦ: ଏହି ଫିଲ୍ମରେ ନିଜ ଝିଅଠୁ ବି କମ୍ ବୟସର ଅଭିନେତ୍ରୀଙ୍କ ସହ ଅଭିନୟ କରିଥିଲେ ଅମିତାଭ। ଏହାକୁ ଦର୍ଶକେ ଆଦୌ ପସନ୍ଦ କରି ନଥିଲେ। ଏହି ଫିଲ୍ମରେ ଅମିତାଭଙ୍କର ଜିୟା ଖାନଙ୍କ ସହିତ ଅନେକ ବୋଲ୍ଡ ସିନ୍‌ ଥିଲା। ଏହାକୁ ଦର୍ଶକ ହଜମ କରିପାରି ନଥିଲେ। ଏମିତି ବୋଲ୍ଡ ଫିଲ୍ମ କରିଥିବାରୁ ସେ ପଶ୍ଚାତାପ କରୁଛନ୍ତି।

ରାଜନୀତି: ୧୯୮୪ରେ ଆହ୍ଲାବାଦରୁ ନିର୍ବାଚନ ଜିତିବା ପରେ ତିନି ବର୍ଷ ପର୍ଯ୍ୟନ୍ତ ସେଠାକାର ରାଜନୈତିକ ସ୍ଥିତି ଆଗରେ ନିଜକୁ ଆତ୍ମସମର୍ପଣ କରି ଦେଇଥିଲେ। ସେ କହନ୍ତି ରାଜନୀତିରେ ଭାବନାର କିଛି ସ୍ଥାନ ନଥାଏ। ସେଥିପାଇଁ ସେ ଆତ୍ମସମର୍ପଣ କରି ଦେଇଥିଲେ।

ବୁମ୍‌: ବୁମ୍‌ ଭଳି ଥାର୍ଡ ଗ୍ରେଡ୍‌ ଫିଲ୍ମରେ ସୁପରଷ୍ଟାର ଅମିତାଭ ବଚ୍ଚନ ଅଭିନୟ କରିଥିଲେ। ଏଥିରେ କ୍ୟାଟ୍ରିନା କୈଫ ମଧ୍ୟ ଅଭିନୟ କରିଥିଲେ। ଅମିତାଭଙ୍କ ଭଳି କ୍ୟାଟ୍ ମଧ୍ୟ ଏହି ଫିଲ୍ମରେ କାମ କରିଥିବାକୁ ପସ୍ତେଇ ହେଉଛନ୍ତି।

ମିଡିଆ ସହ ସମସ୍ୟା-  ୧୯୯୫ରେ ମିଡିଆ ହାଉସ୍‌ଗୁଡ଼ିକ ସହିତ ଅମିତାଭ ବଚ୍ଚନଙ୍କର ଅନେକ ବିବାଦ ହୋଇଥିଲା। ଏପରିକି ସେ ‘ଷ୍ଟାରଡଷ୍ଟ୍’କୁ ବନ୍ଦ କରି ଦେବାକୁ ଉଦ୍ୟମ କରିଥିଲେ, କିନ୍ତୁ ବିଫଳ ହୋଇଥିଲେ। ଗଣମାଧ୍ୟମ ସହିତ କଳି କରିବାରୁ ତାଙ୍କୁ ଅନେକ ସମସ୍ୟା ଦେଇ ଗତି କରିବାକୁ ପଡ଼ିଥିଲା।

ଏହି ସବୁ ଭୁଲ୍ ପାଇଁ ସେ ପଶ୍ଚାତାପ କରୁଥିବା ଅମିତାଭ ନିଜେ ସ୍ୱୀକାର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story