ଡିସେମ୍ବର୍‌ରେ ଆସିବ ‘ସର୍ଜିକାଲ୍ ଷ୍ଟ୍ରାଇକ୍’

ମୁମ୍ବାଇ: ୨୦୧୬ ମସିହା ଉରି ଆତଙ୍କବାଦୀ ଆକ୍ରମଣ ଉପରେ ଆଧାରିତ ଫିଲ୍ମ ‘ସର୍ଜିକାଲ୍ ଷ୍ଟ୍ରାଇକ୍’ ଆସନ୍ତା ଡିସେମ୍ବର ମାସ ରିଲିଜ୍ ହେବ। ଫିଲ୍ମରେ ଦୀପରାଜ୍ ରାଣା, ମୀର ସରବର, ଲାଖବିନ୍ଦର ସିଂହ, ଜିମି ଶର୍ମା, ସଞ୍ଜୟ ସିଂହ, ଅମିତ ପାଠକ ଓ ବେଦିତା ପ୍ରତାପ ସିଂହଙ୍କ ପରି କଳାକାର ସେନା ଅଧିକାରୀ ଭୂମିକାରେ ନଜର ଆସିବେ। ଗତ ବର୍ଷ ଜମ୍ମୁ-କାଶ୍ମୀର୍‌ର ‘ଉରି’ରେ ଭାରତୀୟ ସେନା ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୧୭ଜଣ ଯବାନ ସହିଦ ହୋଇଥିଲେ। ‌ଏହାର […]

deeprajRana

deeprajRana

Rakesh Mallick
  • Published: Monday, 30 October 2017
  • Updated: 30 October 2017, 12:56 PM IST

Sports

Latest News

ମୁମ୍ବାଇ: ୨୦୧୬ ମସିହା ଉରି ଆତଙ୍କବାଦୀ ଆକ୍ରମଣ ଉପରେ ଆଧାରିତ ଫିଲ୍ମ ‘ସର୍ଜିକାଲ୍ ଷ୍ଟ୍ରାଇକ୍’ ଆସନ୍ତା ଡିସେମ୍ବର ମାସ ରିଲିଜ୍ ହେବ। ଫିଲ୍ମରେ ଦୀପରାଜ୍ ରାଣା, ମୀର ସରବର, ଲାଖବିନ୍ଦର ସିଂହ, ଜିମି ଶର୍ମା, ସଞ୍ଜୟ ସିଂହ, ଅମିତ ପାଠକ ଓ ବେଦିତା ପ୍ରତାପ ସିଂହଙ୍କ ପରି କଳାକାର ସେନା ଅଧିକାରୀ ଭୂମିକାରେ ନଜର ଆସିବେ।

ଗତ ବର୍ଷ ଜମ୍ମୁ-କାଶ୍ମୀର୍‌ର ‘ଉରି’ରେ ଭାରତୀୟ ସେନା ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୧୭ଜଣ ଯବାନ ସହିଦ ହୋଇଥିଲେ। ‌ଏହାର ୧୧ ଦିନ ପରେ ଭାରତୀୟ ସେନା ସର୍ଜିକାଲ ଷ୍ଟ୍ରାଇକ୍ କରି ଏହାର ପ୍ରତିଶୋଧ ନେଇଥିଲା। ଫିଲ୍ମଟିର କାହାଣୀ ଏହି ଘଟଣା ଉପରେ ଆଧାରିତ ହୋଇଛି।

କ୍ରିଷ୍ଟାଲ୍ ମୁଭି ବ୍ୟାନର୍‌ରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ସୁଜାଦ୍ ଇକବାଲ୍ ଖାନ୍ ଦେଇଛନ୍ତି। ଫିଲ୍ମଟି ବିଜୟ ବଲଭନାଇ ଓ ସୋନୁ ଜୈନ୍‌ଙ୍କ ଦ୍ୱାରା ନିର୍ମିତ। ଜୈନ୍ କହିଛନ୍ତି ‘ଏହି ଫିଲ୍ମରେ କାମ କରିବା ଏକ ସମ୍ମାନଜନକ କଥା। ଏହା ‌ସତ ଘଟଣାରୁ ପ୍ରେରିତ ହୋଇଥିବା ଏକ ରୋଚକ ଏବଂ ରୋମାଞ୍ଚକ କାହାଣୀ।’

ବିଜୟ ବଲଭନାଇ କହିଛନ୍ତି, ‘ଏହା ଭାରତୀୟ ସେନାର ଆଜି ପର୍ଯ୍ୟନ୍ତର ସବୁଠୁ ସଫଳ ଅଭିଯାନମାନଙ୍କ ମଧ୍ୟରୁ ଗୋଟିଏ । ଯବାନଙ୍କ ଜୀବନ ଉପରେ ମଧ୍ୟ ଫିଲ୍ମଟି ଆଧାରିତ।’

ଏହି ଘଟଣାକୁ ଆଧାର କରି ଆଉ ଏକ ଫିଲ୍ମ ‘ଉରି’ ମଧ୍ୟ ବନାଯାଉଛି। ଏହା ୨୦୧୮ ମସିହା ସେପ୍ଟେମ୍ବର ମାସରେ ରିଲିଜ୍ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story