ଅର୍ଥ ଲୋଭରେ ବାହା ହୋଇଛନ୍ତି କି ବଲିଉଡ୍‌ର ଏହି ହିରୋଇନ୍‌ମାନେ?

ବି ଟାଉନରେ ଅଭିନେତ୍ରୀମାନଙ୍କ ବିବାହକୁ ନେଇ ସବୁବେଳେ ଗସିପ୍ ଲାଗି ରହିଥାଏ। ଏମିତିରେ ଅନେକ ସୁନ୍ଦରୀ ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କ ସ୍ୱାମୀମାନଙ୍କୁ ଦେଖିଲେ ମୁଣ୍ଡ ଚକ୍କର ଖାଇଯିବ।  ସେମାନେ ନିଜ ନିଜ ସମୟର ଲୋକପ୍ରିୟ ଅଭିନେତ୍ରୀ ହୋଇଥିଲେ ହେଁ କେବଳ ଟଙ୍କା ପାଇଁ କୋଟିପତି ଲୋକଙ୍କୁ ବିବାହ କରିଛନ୍ତି। କିନ୍ତୁ ପତିପତ୍ନୀ ଭାବେ ସେମାନଙ୍କ ଯୋଡ଼ି ଜମେ ନାହିଁ ବୋଲି କୁହାଯାଏ। ଆଜି ଆମେ ସେମିତି କିଛି ବଲିଉଡ୍ ହିରୋଇନ୍‌ଙ୍କ ସଂପର୍କରେ ଏଠାରେ ଉଲ୍ଲେଖ କରୁଛୁ।  ଐଶ୍ୱର୍ଯ୍ୟା […]

avishek

avishek

Rakesh Mallick
  • Published: Friday, 29 September 2017
  • Updated: 30 September 2017, 04:50 AM IST

Sports

Latest News

ବି ଟାଉନରେ ଅଭିନେତ୍ରୀମାନଙ୍କ ବିବାହକୁ ନେଇ ସବୁବେଳେ ଗସିପ୍ ଲାଗି ରହିଥାଏ। ଏମିତିରେ ଅନେକ ସୁନ୍ଦରୀ ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କ ସ୍ୱାମୀମାନଙ୍କୁ ଦେଖିଲେ ମୁଣ୍ଡ ଚକ୍କର ଖାଇଯିବ।  ସେମାନେ ନିଜ ନିଜ ସମୟର ଲୋକପ୍ରିୟ ଅଭିନେତ୍ରୀ ହୋଇଥିଲେ ହେଁ କେବଳ ଟଙ୍କା ପାଇଁ କୋଟିପତି ଲୋକଙ୍କୁ ବିବାହ କରିଛନ୍ତି। କିନ୍ତୁ ପତିପତ୍ନୀ ଭାବେ ସେମାନଙ୍କ ଯୋଡ଼ି ଜମେ ନାହିଁ ବୋଲି କୁହାଯାଏ। ଆଜି ଆମେ ସେମିତି କିଛି ବଲିଉଡ୍ ହିରୋଇନ୍‌ଙ୍କ ସଂପର୍କରେ ଏଠାରେ ଉଲ୍ଲେଖ କରୁଛୁ।

 ଐଶ୍ୱର୍ଯ୍ୟା ରାୟ- କୁହାଯାଏ ବିଶ୍ୱସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ଅମିତାଭ ବଚ୍ଚନଙ୍କ ଟଙ୍କା ଓ ଷ୍ଟାଟସ୍‌କୁ ଦେଖି ତାଙ୍କ ପୁଅ ଅଭିଷେକଙ୍କୁ ବିବାହ କରିଛନ୍ତି। ଏ କଥାର ସତ୍ୟାସତ୍ୟ କେତେ ତାହା କାହାକୁ ଜଣାନାହିଁ। କିନ୍ତୁ ମିଡିଆରେ ଏମିତି ଖବର ପ୍ରକାଶିତ ହୋଇଥିଲା ଐଶଙ୍କ ବିବାହ ସମୟରେ।

ଜୁହି ଚାୱଲା- ଏହି ଲିଷ୍ଟରେ ଜୁହି ଚାୱଲା ସବୁଠୁ ଆଗରେ ଅଛନ୍ତି। ଜୁହି ମିସ୍ ଇଣ୍ଡିଆ ହେବା ସହ ତାଙ୍କ ସମୟରେ ବଲିଉଡର ଟପ୍ ଅଭିନେତ୍ରୀଙ୍କ ମଧ୍ୟରେ ଗଣା ହେଉଥିଲେ। ସେ ଟଙ୍କା ପାଇଁ ନିଜଠୁ ବହୁତ ଅଧିକ ବୟସର ବ୍ୟକ୍ତିଙ୍କୁ ବିବାହ କରିଥିଲେ। ତାଙ୍କ ସ୍ୱାମୀଙ୍କୁ ଦେଖି ଆପଣ ବି ଏହା କହିପାରନ୍ତି! ତାଙ୍କ ସ୍ୱାମୀଙ୍କ ନାଁ ଜୟ ମେହତା। ସେ ଜଣେ ବହୁତ ବଡ଼ ବିଜ୍‌ନେସ୍‌ମ୍ୟାନ୍‌।

silpaaଶିଳ୍ପା ସେଟ୍ଟୀ- ଶିଳ୍ପା ସେଟ୍ଟୀ ରାଜ କତୁନ୍ଦ୍ରାଙ୍କୁ ବାହା ହୋଇଛନ୍ତି। ରାଜ ଜଣେ ବଡ଼ ବ୍ୟବସାୟୀ। ରାଜ କୁନ୍ଦ୍ରା ନିଜର ପ୍ରଥମ ପତ୍ନୀକୁ ଛାଡପତ୍ର ଦେଇ ଶିଳ୍ପାଙ୍କୁ ବିବାହ କରିଥିଲେ। ରାଜ୍‌ଙ୍କ ଧନ ଦେଖି ଶିଳ୍ପା ତାଙ୍କୁ ବାହା ହୋଇଥିଲେ ବୋଲି କୁହାଯାଏ।

ଆୟଶା ଟାକିୟା- ଆୟଶା ଟାକିୟା ଅବୁ ଆଜମୀଙ୍କ ପୁଅ ଫରହାନ ଆଜମୀଙ୍କୁ ବିବାହ କରିଛନ୍ତି। ଅବୁଙ୍କ ବାପା ଜଣେ ରାଜନେତା ଓ ଅବୁ ନିଜେ ମଧ୍ୟ ବହୁତ ବଡ଼ ବ୍ୟବସାୟୀ।

ସେଲିନା ଜେଟଲି- ସେଲିନା ଜେଟଲି ପିଟର ହାଗଙ୍କୁ ବିବାହ କରିଛନ୍ତି। ସେ ଦୁବାଇର ଜଣେ ବହୁତ ବଡ଼ ବ୍ୟବସାୟୀ। ସେଲିନା ଅର୍ଥଲୋଭରେ ତାଙ୍କୁ ବିବାହ କରିଥିଲେ ବୋଲି ଶୁଣିବାକୁ ମିଳେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story