ଖୋଲା ଦେହରେ ଟାଇଗର୍‌: ଭାଇରାଲ୍‌ ହେଲା ଭାଇଜାନ୍‌ଙ୍କ ଫଟୋ

ନୂଆଦିଲ୍ଲୀ: ସଲମାନଙ୍କ ଟାଇଗର ଜିନ୍ଦା ହେ ଫିଲ୍ମକୁ ନେଇ ସିନେପ୍ରେମୀ ବେଶ୍‌ ଆଶାବାଦୀ। ଫିଲ୍ମଟିକୁ ଦେଖିବା ପାଇଁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ଦର୍ଶକ। ତେବେ ମଙ୍ଗଳବାର ପୂର୍ବତନ ପ୍ରେମିକା କ୍ୟାଟ୍ରିନା କୈଫ୍‌ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଭାଇଜାନଙ୍କ ହଟ୍‌ ଫଟୋ। ଏହି ଫଟୋରେ ଉଭୟ ସଲମାନ ଓ କ୍ୟାଟ୍ରିନାଙ୍କୁ ଏକତ୍ର ଦେଖିବାକୁ ମିଳିଛି। ଫଟୋରେ ଖାଲି ଦେହରେ ସଲମାନଙ୍କ ଚେହେରା ବେଶ୍ ଆକର୍ଷଣୀୟ ଲାଗୁଛି। ଟାଇଗର ଜିନ୍ଦା ହେ ଫିଲ୍ମରେ ଦୁହେଁ ରୋମାନ୍ସ କରୁଥିବାର […]

salman khan

salman khan

Rakesh Mallick
  • Published: Tuesday, 16 May 2017
  • Updated: 16 May 2017, 09:52 PM IST

Sports

Latest News

ନୂଆଦିଲ୍ଲୀ: ସଲମାନଙ୍କ ଟାଇଗର ଜିନ୍ଦା ହେ ଫିଲ୍ମକୁ ନେଇ ସିନେପ୍ରେମୀ ବେଶ୍‌ ଆଶାବାଦୀ। ଫିଲ୍ମଟିକୁ ଦେଖିବା ପାଇଁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ଦର୍ଶକ। ତେବେ ମଙ୍ଗଳବାର ପୂର୍ବତନ ପ୍ରେମିକା କ୍ୟାଟ୍ରିନା କୈଫ୍‌ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଭାଇଜାନଙ୍କ ହଟ୍‌ ଫଟୋ। ଏହି ଫଟୋରେ ଉଭୟ ସଲମାନ ଓ କ୍ୟାଟ୍ରିନାଙ୍କୁ ଏକତ୍ର ଦେଖିବାକୁ ମିଳିଛି। ଫଟୋରେ ଖାଲି ଦେହରେ ସଲମାନଙ୍କ ଚେହେରା ବେଶ୍ ଆକର୍ଷଣୀୟ ଲାଗୁଛି। ଟାଇଗର ଜିନ୍ଦା ହେ ଫିଲ୍ମରେ ଦୁହେଁ ରୋମାନ୍ସ କରୁଥିବାର ନଜରକୁ ଆସିବେ। ସୁପରହିଟ୍‌ ଫିଲ୍ମ ଏକ ଥା ଟାଇଗରର ସିକ୍ୱଲ ଟାଇଗର ଜିନ୍ଦା ହେ ଦୁହେଁ ଅଭିନୟ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story