ପ୍ରେମରେ ବିଫଳ ହେବା ପରେ ଆମିର କ’ଣ କରିଥିଲେ? ଜାଣି ଆପଣବି ଆଶ୍ଟର୍ଯ୍ୟ ହୋଇଯିବେ !

ମୁମ୍ବାଇ: ଆମିର ଖାନ ସେହି ଅଭିନେତାମାନଙ୍କ ଭିତରୁ ଜଣେ ଯାହାଙ୍କ ଗୋଟିଏ ଫିଲ୍ମ ଅନ୍ୟର ୫ଟି ଫିଲ୍ମ ସହ ସମାନ। ସେ ବର୍ଷରେ ଗୋଟିଏ ଫିଲ୍ମ କରନ୍ତି ଯାହାକି ସୁପର ଡୁପର ହିଟ ହୋଇଥାଏ। ସେଥିପାଇଁ ତାଙ୍କୁ ବଲିଉଡର ମିଷ୍ଟର ପରଫେକ୍‌ସନିଷ୍ଟ କୁହାଯାଏ। ସେ ହିଟ୍‌ ଫିଲ୍ମ ଦେବାରେ ମାଷ୍ଟର କାର୍ଡ ବନିଯାଇଛନ୍ତି। କିନ୍ତୁ ଆମିର କେବଳ ନିଜର ପ୍ରଫେସନାଲ ଲାଇଫରେ ପରଫେକ୍ଟ।  ନିଜ ଲଭ୍‌ ଲାଇଫରେ ଅନେକ ଥର ଧୋକା ଖାଇସାରିଛନ୍ତି ସେ। ଏମିତିକି ଥରେ […]

Rakesh Mallick
  • Published: Wednesday, 20 September 2017
  • Updated: 20 September 2017, 12:20 PM IST

Sports

Latest News

ମୁମ୍ବାଇ: ଆମିର ଖାନ ସେହି ଅଭିନେତାମାନଙ୍କ ଭିତରୁ ଜଣେ ଯାହାଙ୍କ ଗୋଟିଏ ଫିଲ୍ମ ଅନ୍ୟର ୫ଟି ଫିଲ୍ମ ସହ ସମାନ। ସେ ବର୍ଷରେ ଗୋଟିଏ ଫିଲ୍ମ କରନ୍ତି ଯାହାକି ସୁପର ଡୁପର ହିଟ ହୋଇଥାଏ। ସେଥିପାଇଁ ତାଙ୍କୁ ବଲିଉଡର ମିଷ୍ଟର ପରଫେକ୍‌ସନିଷ୍ଟ କୁହାଯାଏ। ସେ ହିଟ୍‌ ଫିଲ୍ମ ଦେବାରେ ମାଷ୍ଟର କାର୍ଡ ବନିଯାଇଛନ୍ତି। କିନ୍ତୁ ଆମିର କେବଳ ନିଜର ପ୍ରଫେସନାଲ ଲାଇଫରେ ପରଫେକ୍ଟ।  ନିଜ ଲଭ୍‌ ଲାଇଫରେ ଅନେକ ଥର ଧୋକା ଖାଇସାରିଛନ୍ତି ସେ। ଏମିତିକି ଥରେ ପ୍ରେମରେ ଧୋକା ଖାଇବା ପରେ ସେ ଏମିତି କିଛି କରିଥିଲେ ଯାହା ଶୁଣିଲା ପରେ ଆପଣ ବି ଆଶ୍ଟର୍ଯ୍ୟ ହୋଇଯିବେ।

[caption id="attachment_165942" align="aligncenter" width="588"]aamir1 ‘ହୋଲି’ରେ ଆମିର[/caption]

ଆମିର ଖାନଙ୍କୁ ସେତେବେଳେ ୧୭ ଅବା ୧୮ ବର୍ଷ ହୋଇଥିଲା। ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିବାପାଇଁ ଷ୍ଟ୍ରଗଲ କରୁଥିଲେ। ସେହି ସମୟରେ ତାଙ୍କୁ ଏକ ଝିଅ ଭଲ ଲାଗିଥିଲେ। ସେ ତାଙ୍କ ପ୍ରେମରେ ପଡିଯାଇଥିଲେ। କିନ୍ତୁ ଆମରିଙ୍କୁ ସେ ଝିଅ ରିଜେକ୍ଟ କରି ଦେଇଥିଲେ।  ଏହା ତାଙ୍କୁ ବହୁତ ବାଧି ଥିଲା। ଦୁଃଖରେ ଲଣ୍ଡା ହୋଇଯାଇଥିଲେ। ଏକ ସାକ୍ଷାତକାରରେ ଆମିର କହିଥିଲେ ଯେ ଏହି ଘଟଣାଟି ‘ହୋଲି’ ଫିଲ୍ମ ସୁଟିଂ ହେବାର ପୂର୍ବରୁ ଘଟିଥିଲା। ‘ହୋଲି’ର ନିର୍ଦ୍ଦେଶକ ଥିଲେ କେତନ ମେହତା। ସେ ଯେତେବେଳେ ଆମୀରଙ୍କୁ ଏ ରୂପରେ ଦେଖିଲେ ଆଶ୍ଟର୍ଯ୍ୟ ହୋଇଯାଇଥିଲେ। ତଥାପି ସେ ତାଙ୍କୁ ନେଇ ଫିଲ୍ମ ତିଆରି କରିଥିଲେ। ଆମିରଙ୍କ ଏହି ଲୁକ୍‌କୁ ଦର୍ଶକ ଖୁବ ପସନ୍ଦ କରିଥିଲେ। ଏଥିରେ ତାଙ୍କ ବିପକ୍ଷରେ ଥିଲେ ଅଭିନେତ୍ରୀ ଗୀତା ବିଶ୍ୱାସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story