କାହିଁକି ସହିଦ ଭଳି ଅନୁଭବ କରୁଥିଲେ ବିଦ୍ୟା ?

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲନ ଏବେ ତାଙ୍କର ଅପ୍‌କମିଂ ଫିଲ୍ମ ‘ତୁମ୍‌ହାରୀ ସୁଲୁ’ ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଫିଲ୍ମର ପ୍ରମୋସନ୍‌ ପାଇଁ ନିକଟରେ ସେ ଏକ ଟେଲିଭିଜନ୍‌ ଶୋ’ରେ ଯୋଗ ଦେଇଥିଲେ। ଏଥିରେ ସେ ଫିଲ୍ମ ସଂପର୍କରେ କହିବା ସହ ନିଜ ଜୀବନର ଏକ ଗୁପ୍ତ କଥା କହିଥିଲେ। ଆପଣ ହୁଏତ ସେହି କଥା ଜାଣିନଥିବେ। ବିଦ୍ୟା କହିଲେ ଯେ ସେ ତାଙ୍କ ରିଅଲ୍ ଲାଇଫରେ ଯେଉଁ ପୁଅକୁ ଭଲ ପାଉଥିଲେ ସେ ପୁଅ ତାଙ୍କ ଭଉଣୀଙ୍କୁ […]

Vidya Balan

Vidya Balan

Rakesh Mallick
  • Published: Friday, 13 October 2017
  • Updated: 13 October 2017, 02:15 PM IST

Sports

Latest News

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲନ ଏବେ ତାଙ୍କର ଅପ୍‌କମିଂ ଫିଲ୍ମ ‘ତୁମ୍‌ହାରୀ ସୁଲୁ’ ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଫିଲ୍ମର ପ୍ରମୋସନ୍‌ ପାଇଁ ନିକଟରେ ସେ ଏକ ଟେଲିଭିଜନ୍‌ ଶୋ’ରେ ଯୋଗ ଦେଇଥିଲେ। ଏଥିରେ ସେ ଫିଲ୍ମ ସଂପର୍କରେ କହିବା ସହ ନିଜ ଜୀବନର ଏକ ଗୁପ୍ତ କଥା କହିଥିଲେ। ଆପଣ ହୁଏତ ସେହି କଥା ଜାଣିନଥିବେ।

ବିଦ୍ୟା କହିଲେ ଯେ ସେ ତାଙ୍କ ରିଅଲ୍ ଲାଇଫରେ ଯେଉଁ ପୁଅକୁ ଭଲ ପାଉଥିଲେ ସେ ପୁଅ ତାଙ୍କ ଭଉଣୀଙ୍କୁ ଭଲ ପାଉଥିଲେ ଓ ଦୁହେଁ ପରସ୍ପରକୁ ଡେଟ୍ ମଧ୍ୟ କରୁଥିଲେ। ସେ ଏକଥା ଜାଣିବା ପରେ ନିଜ ଭଉଣୀର ଖୁସି ପାଇଁ ନିଜ ଭଲ ପାଇବାକୁ ତ୍ୟାଗ କରିଥିଲେ। ବିଦ୍ୟାଙ୍କ କହିବା ଅନୁସାରେ ସେହି ସମୟରେ ତାଙ୍କୁ ସହିଦ ହେବା ପରି ଲାଗିଥିଲା।

ସୁରେଶ ତ୍ରବିଣୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ତୁମ୍‌ହାରୀ ସୁଲୁ’ରେ ବିଦ୍ୟା ଆରଜେ ଭୂମିକାରେ ନଜର ଆସିବେ। ଫିଲ୍ମଟି ନଭେମ୍ବର ୧୭ରେ ରିଲିଜ ହେବ।

   

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos