ହୃଦ୍‌ରୋଗକୁ ଚେକ୍‌ ଦିଏ, ଡାଇବେଟିସ୍‌ର ବେକ ମୋଡ଼େ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭିଟାମିନ୍‌ରେ ଭରପୂର ଏକ ଖାଦ୍ୟ ହେଲା ବାଦାମ। ଏହାର ବହୁ ପ୍ରକାର ବ୍ୟବହାର ଅଛି। କିଏ ଭାଜିକି ଖାଏ ତ କିଏ ତାକୁ ଫ୍ରାଏଡ୍ ରାଇସ୍‌ରେ ପକାଏ। ପୁଣି କିଏ ମିକ୍ସ ତରକାରୀରେ ବି ପକାନ୍ତି। ଦୋକାନରୁ କିଣା ଯାଉଥିବା ଆଳୁଚପ୍ କିମ୍ବା ସିଙ୍ଗଡ଼ା ପୁରରେ ବି ବାଦାମକୁ ପକାଯାଇଥାଏ। ଯାହାର ବାଦାମ ଚାଷ ଥିବ ସେ ନିଶ୍ଚିତ ଭାବେ କଞ୍ଚା ବାଦାମ ଖାଇବାର ଅଭ୍ୟାସ ରଖିଥିବେ। ବାଦାମକୁ ସିଝାଇ ସେଥିରେ ଲୁଣ […]

image

image

Ordigital Desk
  • Published: Monday, 13 November 2017
  • Updated: 13 November 2017, 09:59 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭିଟାମିନ୍‌ରେ ଭରପୂର ଏକ ଖାଦ୍ୟ ହେଲା ବାଦାମ। ଏହାର ବହୁ ପ୍ରକାର ବ୍ୟବହାର ଅଛି। କିଏ ଭାଜିକି ଖାଏ ତ କିଏ ତାକୁ ଫ୍ରାଏଡ୍ ରାଇସ୍‌ରେ ପକାଏ। ପୁଣି କିଏ ମିକ୍ସ ତରକାରୀରେ ବି ପକାନ୍ତି। ଦୋକାନରୁ କିଣା ଯାଉଥିବା ଆଳୁଚପ୍ କିମ୍ବା ସିଙ୍ଗଡ଼ା ପୁରରେ ବି ବାଦାମକୁ ପକାଯାଇଥାଏ। ଯାହାର ବାଦାମ ଚାଷ ଥିବ ସେ ନିଶ୍ଚିତ ଭାବେ କଞ୍ଚା ବାଦାମ ଖାଇବାର ଅଭ୍ୟାସ ରଖିଥିବେ। ବାଦାମକୁ ସିଝାଇ ସେଥିରେ ଲୁଣ ପକାଇ ଖାଇଲେ ଖୁବ୍ ସ୍ୱାଦିଷ୍ଟ। ଏହା ମଧ୍ୟ ଶରୀର ପାଇଁ ଖୁବ୍ ସ୍ୱାସ୍ଥ୍ୟକାରୀ।

ତେବେ ଆଜି ଆସନ୍ତୁ ଜାଣିବା ବାଦାମକୁ ପାଣିରେ ପକାଇ ଭେଦେଇ ଖାଇଲେ କ’ଣ ମିଳିବ ଲାଭ। ସାଧାରଣତଃ ଅଧିକ ଭଜା ବାଦାମ ଖାଇଲେ ତାହା ଶରୀର ପାଇଁ ଟିକେ ‍କ୍ଷତିକାରକ ହୋଇଥାଏ। କିନ୍ତୁ ଡାକ୍ତରଙ୍କ କହିବା କଥା, ବାଦମକୁ ଏମିତି ଭେଦେଇ ଖାଇଲେ ତାହାର ଭିଟାମିନ୍ ଆମ ଶରୀରରେ ଠିକ୍‌ରେ ମିଶିବାରେ ସାହାଯ୍ୟ କରିଥାଏ। ଏହାକୁ ଆମେ ସାଲାଡ଼ରେ ପକେଇ ମଧ୍ୟ ଖାଇପାରିବା। ତେବେ ଆସନ୍ତୁ ଜାଣିବା ଭିଜା ବାଦାମର ୭ଟି ଭଲ ଗୁଣ।

ଆହୁରି ମଧ୍ୟ ପଢନ୍ତୁ: କିଡନୀ ରୋଗର କାରଣ ଓ ଏହାର ଉପଚାର

୧. ଭେଦା ବାଦାମ ଖାଇଲେ ଶରୀରରେ କୋଲେଷ୍ଟ୍ରଲ୍ ସ୍ତର କମ୍ ହୋଇଥାଏ। ତେଣୁ ହୃଦ୍‌ରୋଗ ଜନିତ ସମସ୍ୟାରୁ ଏହା ରକ୍ଷା କରିଥାଏ।
୨. ବାଦାମକୁ ଭିଜାଇ ଖାଇଲେ ଶରୀରରେ କ୍ୟାଲ୍‌ସିୟମ ଓ ପ୍ରୋଟିନ୍‌ ବୃଦ୍ଧି ପାଇଥାଏ। ଏହାଦ୍ୱାରା ଶରୀରର ମାଂସପେଶୀ ସୁସ୍ଥ ରହିଥାଏ।
୩. ବାଦାମକୁ ଏପରି ଉପାୟରେ ଖାଇଲେ ଆମ ଶରୀରରେ ରକ୍ତସର୍କରା ସ୍ତର ବା ବ୍ଲଡ୍‌ ସୁଗାର ଲେଭେଲ୍ ନିୟନ୍ତ୍ରଣରେ ରହିଥାଏ। ତେଣୁ ଆମେ ଡାଇବେଟିସ୍‌ରୁ ଦୂରେଇ ରହିବାରେ ସଫଳ ହୋଇଥାନ୍ତି।
୪. ଭେଦା ବାଦମ ଖାଇଲେ ଦେହରେ ପାଇଫର୍ ବୃଦ୍ଧି ପାଇଥାଏ। ଫଳରେ ଆମର ଖାଦ୍ୟ ହଜମ ଶକ୍ତି ବୃଦ୍ଧି ପାଇଥାଏ ଓ ହଜନ ଜନିତ ସମସ୍ୟା ଆଉ ଦେଖାଯାଏ ନାହିଁ।
୫. ଏ ପ୍ରକାର ବାଦମରେ ଓମେଗା-୬ ଫ୍ୟାଟି ଏସିଡ୍ ରହିଥାଏ। ତେଣୁ ଏହାକୁ ନିୟମିତ ଖାଇବା ଦ୍ୱାରା ଆମ ଶରୀରରେ ଓମେଗା-୬ ଫ୍ୟାଟି ଏସିଡ୍ ବୃଦ୍ଧି ପାଇଥାଏ। ଯାହା ଫଳରେ ଶରୀରର ଚର୍ମ ଗୋରା ରହେ ଓ ସ୍କିନ୍ ବା ଚର୍ମର ଚମକ ବା ତେଲିଆ ପଣ ବୃଦ୍ଧି ପାଇଥାଏ।
୬. ଭେଦା ବାଦାମରେ ଆଣ୍ଟି ଇନ୍‌ଫ୍ଲେମେଟୋରି ପ୍ରପର୍ଟିଜ୍ ରହିଥାଏ। ଯାହା କି ଆମ ଶରୀରର ଗଣ୍ଠି ବିନ୍ଧା ଓ ବଥା କମାଇଥାଏ।
୭. ଭିଜା ବାଦାମରେ ଭିଟାମିନ୍-ବି-୬ ରହିଥାଏ। ଯାହା ଆମ ମସ୍ତିଷ୍କର ଶକ୍ତି ବୃଦ୍ଧିରେ ସାହାଯ୍ୟ କରିଥାଏ।

https://www.youtube.com/watch?v=m9zsnwOk7Eo

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story