ବିନା ଖର୍ଚ୍ଚରେ ପାଇ ପାରିବେ ଗର୍ଲଫ୍ରେଣ୍ଡ: ଜାଣନ୍ତୁ ଉପାୟ

ଯୁଗ ବଦଳିବା ସହ ପିଲାଙ୍କ ରୁଚିରେ ମଧ୍ୟ ପରିବର୍ତ୍ତନ ଘଟୁଛି। କୌଣସି ଝିଅକୁ ଅନାଇବା ପୂର୍ବରୁ ଜଣେ ଯୁବକକୁ ଶହେ ଥର ଚିନ୍ତା କରିବାକୁ ପଡୁଥିଲା। ଗାର୍ଲଫ୍ରେଣ୍ଡଟେ ବହୁ କଷ୍ଟରେ ମିଳୁଥିଲା। ହେଲା ଏବେ ସ୍କୁଲ ଯାଉ ଯାଉ ପିଲାଙ୍କୁ ଗର୍ଲଫ୍ରେଣ୍ଡ କରିବାକୁ ମନ ହେଉଛି। ଏଥିପାଇଁ ସେମାନେ ବହୁ ଫନ୍ଦି ଆପଣାଉଛନ୍ତି ଓ ଖର୍ଚ୍ଚାନ୍ତ ମଧ୍ୟ ହେଉଛନ୍ତି। ତେବେ ଏମିତି କିଛି ଫର୍ମୁଲା ଅଛି ଯାହାଦ୍ୱାରା ବିନା କୌଣସି ଖର୍ଚ୍ଚାନ୍ତରେ ଗର୍ଲଫ୍ରେଣ୍ଡ ବନାଇ ହେବ। ଜାଣନ୍ତୁ […]

lovers

lovers

Rakesh Mallick
  • Published: Monday, 08 May 2017
  • Updated: 08 May 2017, 03:05 PM IST

Sports

Latest News

ଯୁଗ ବଦଳିବା ସହ ପିଲାଙ୍କ ରୁଚିରେ ମଧ୍ୟ ପରିବର୍ତ୍ତନ ଘଟୁଛି। କୌଣସି ଝିଅକୁ ଅନାଇବା ପୂର୍ବରୁ ଜଣେ ଯୁବକକୁ ଶହେ ଥର ଚିନ୍ତା କରିବାକୁ ପଡୁଥିଲା। ଗାର୍ଲଫ୍ରେଣ୍ଡଟେ ବହୁ କଷ୍ଟରେ ମିଳୁଥିଲା। ହେଲା ଏବେ ସ୍କୁଲ ଯାଉ ଯାଉ ପିଲାଙ୍କୁ ଗର୍ଲଫ୍ରେଣ୍ଡ କରିବାକୁ ମନ ହେଉଛି। ଏଥିପାଇଁ ସେମାନେ ବହୁ ଫନ୍ଦି ଆପଣାଉଛନ୍ତି ଓ ଖର୍ଚ୍ଚାନ୍ତ ମଧ୍ୟ ହେଉଛନ୍ତି। ତେବେ ଏମିତି କିଛି ଫର୍ମୁଲା ଅଛି ଯାହାଦ୍ୱାରା ବିନା କୌଣସି ଖର୍ଚ୍ଚାନ୍ତରେ ଗର୍ଲଫ୍ରେଣ୍ଡ ବନାଇ ହେବ। ଜାଣନ୍ତୁ କିଛି ସହଜ ଫର୍ମୁଲା, ଯାହାକୁ ଆପଣାଇଲେ ଗର୍ଲଫ୍ରେଣ୍ଡ କରିବାକୁ ଆଉ ଖର୍ଚ୍ଚାନ୍ତ ହେବାକୁ ପଡିବ ନାହିଁ।

ବ୍ୟକ୍ତିତ୍ୱ: ଗର୍ଲଫ୍ରେଣ୍ଡ ବନାଇକୁ ହେଲେ ପ୍ରଥମେ ନିଜ ବ୍ୟକ୍ତିତ୍ୱକୁ 100% କରିବାକୁ ପଡିବ। ଖାସକରି ପୁଅଙ୍କ ଅନାଇବା ଷ୍ଟାଇଲରେ ଅଧିକାଂଶ ଝିଅ ଆକର୍ଷିତ ହୋଇଥାନ୍ତି। ଏଥିପାଇଁ ଆପଣଙ୍କ ଲୁକ୍‌ ବେଟର ହେବା ଦରକାର। ଏହାସହ ପୋଷାକ, ଜୋତା ଓ ଚାଲିଚଳନ ଉପରେ ଗୁରୁତ୍ୱ ଦେବାକୁ ପଡିବ। ଯଦି ଏପରି କରିବେ ଆପଣ ଝିଅଙ୍କ ପଛରେ ନୁହେଁ ଝିଅ ଆପଣଙ୍କ ପଛରେ ଗୋଡ଼ାଇବେ।

କଥା କହିବାର ଶୈଳୀ: ଆପଣଙ୍କ କଥା କହିବାର ଷ୍ଟାଇଲ ଉପରେ ଝିଅ ପଟିବା ନିର୍ଭର କରୁଛି। କାରଣ ପୁଅମାନଙ୍କ କଥାବାର୍ତ୍ତା କରିବାର ଷ୍ଟାଇଲ ଉପରେ ବହୁ ଝିଅ ଧ୍ୟାନ ଦେଇଥାନ୍ତି। ଝିଅଙ୍କୁ ଅଧିକ ଦାମରେ ଗିଫ୍ଟ ଦେବା ବଦଳରେ କଥା କଥାରେ ପଟାଇ ପାରିବେ।

ଭଲ ପାଇବା ଦେବା: ବହୁତ କମ ଝିଅ ଅଛନ୍ତି ଯିଏ ପଇସା ପାଇଁ ପୁଅଙ୍କ ପଛରେ ପଡିଥାନ୍ତି। ହେଲେ ଅଧିକାଂଶ ଝିଅଙ୍କ ଇଚ୍ଛା ଥାଏ ସେମାନଙ୍କ ବୟଫ୍ରେଣ୍ଡ ତାଙ୍କୁ ସମସ୍ତଙ୍କ ଠାରୁ ଅଧିକ ଭଲ ପାଉ। ସେ ଧନୀ କି ନୁହେଁ, ତା ପାଖରେ ଟଙ୍କା ଅଛି କି ନାହିଁ ଏହା କିଛି ମାନେ ରଖେନାହିଁ।

ସୌଜନ୍ୟ: ୟଙ୍ଗିସ୍ତାନ, ଫଟୋ: ୟଙ୍ଗିସ୍ତାନ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos