୨୫ ଜୁଲାଇ, ମଙ୍ଗଳବାର: କେମିତି କଟିବ ଆଜିର ଦିନ

ମେଷ: ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ। ବ୍ୟବସାୟରେ କ୍ଷତି ସହିବେ। ବ୍ୟୟ ବଢ଼ିବ। ଘରୁ ବାହାରକୁ ଗଲା ବେଳେ ପାନପତ୍ର ଖାଇ ଯାଆନ୍ତୁ। ବିପଦ ଟଳିବ। ବୃଷ: ବ୍ୟବସାୟରେ ଲାଭ ହେବାର ସମ୍ଭାବନା ରହିଛି। ଠିକ୍‌ ନିଷ୍ପତ୍ତି ନେବେ, ତେଣୁ ସବୁ ଆଡୁ ବିଚାର କରି ଯାହା ଠିକ୍‌ ବୋଲି ଭାବିବେ ତାହା କରନ୍ତୁ। ଗାଡିମଟର ଚଲାଇଲା ବେଳେ ସାବାଧନତା ଅବଲମ୍ବନ କରନ୍ତୁ। ମିଥୁନ: ପାରିବାରିକ ଜୀବନ ସୁଖମୟ ହେବ। ଅଟକି ଯାଇଥିବା ଧନ […]

Rasi

Rakesh Mallick
  • Published: Tuesday, 25 July 2017
  • , Updated: 25 July 2017, 08:17 AM IST

ମେଷ: ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ। ବ୍ୟବସାୟରେ କ୍ଷତି ସହିବେ। ବ୍ୟୟ ବଢ଼ିବ। ଘରୁ ବାହାରକୁ ଗଲା ବେଳେ ପାନପତ୍ର ଖାଇ ଯାଆନ୍ତୁ। ବିପଦ ଟଳିବ।

ବୃଷ: ବ୍ୟବସାୟରେ ଲାଭ ହେବାର ସମ୍ଭାବନା ରହିଛି। ଠିକ୍‌ ନିଷ୍ପତ୍ତି ନେବେ, ତେଣୁ ସବୁ ଆଡୁ ବିଚାର କରି ଯାହା ଠିକ୍‌ ବୋଲି ଭାବିବେ ତାହା କରନ୍ତୁ। ଗାଡିମଟର ଚଲାଇଲା ବେଳେ ସାବାଧନତା ଅବଲମ୍ବନ କରନ୍ତୁ।

ମିଥୁନ: ପାରିବାରିକ ଜୀବନ ସୁଖମୟ ହେବ। ଅଟକି ଯାଇଥିବା ଧନ ମିଳିବାର ସମ୍ଭାବନା ରହିଛି। ବ୍ୟବସାୟରେ ଲାଭ ମିଳିବ।

କର୍କଟ: ଆଜିର ଦିନଟି ଆପଣଙ୍କ ପାଇଁ ଭଲ। ଦୂର ଯାତ୍ରାରୁ ଲାଭ ପାଇବେ। କାର୍ଯ୍ୟରେ ସଫଳତା ମିଳିବ। ପୁରୁଣା ବନ୍ଧୁମାନଙ୍କ ସହ ଦେଖା ହୋଇପାରେ।

ସିଂହ: ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଗୁଡ଼ ଖାଇ ଦିନର ଆରମ୍ଭ କରନ୍ତୁ।

କନ୍ୟା: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଅକାରଣରେ କୌଣସି ବାଦବିବାଦରେ ପସନ୍ତୁ ନାହିଁ। ପରିବାର ଲୋକଙ୍କ ସହ ମିଳିମିଶି କାମ କରନ୍ତୁ।

ତୁଳା: ମନରେ ଥିବା ଭୟ ଦୂର ହେବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହେବ। ପିଲାମାନଙ୍କୁ ଅଧିକ ସମୟ ଦିଅନ୍ତୁ।

ବିଛା: ଆଜିର ଦିନଟି ଆପଣଙ୍କର ଭଲରେ କଟିବ। ଧନପ୍ରାପ୍ତିର ଯୋଗ ରହିଛି। ବ୍ୟକ୍ତିଗତ ସମସ୍ୟାର ସମାଧନ ଘଟିବ।

ଧନୁ: ଆଜି ଆପଣଙ୍କୁ ମିଶ୍ରିତ ଫଳ ମିଳିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହେବ। ଅନ୍ୟପକ୍ଷରେ ପରିବାରରେ ଅଶାନ୍ତି ବଢ଼ିପାରେ। ତେଣୁ ଭାବିଚିନ୍ତା କାର୍ଯ୍ୟ କରନ୍ତୁ।

ମକର: ଆଜି ଆପଣଙ୍କ ନିଷ୍ପତ୍ତି ଠିକ୍‌ ରହିବ। ବ୍ୟବସାୟରେ ଲାଭ ପାଇବାର ସମ୍ଭାବନା ରହିଛି। ଗାଡି ମଟର ଚଲାଇବା ବେଳେ ସାବଧନତା ଅବଲମ୍ବନ କରନ୍ତୁ।

କୁମ୍ଭ: ସୁଖଶାନ୍ତି ପ୍ରାପ୍ତିର ଯୋଗ ରହିଛି। କୌଣସି କାମରେ ଆଳସ୍ୟ କରନ୍ତୁ ନାହିଁ। ନିଶ୍ଚିତ ଲାଭ ପାବେ।

ମୀନ: ସମ୍ପତ୍ତି ଲାଭର ଯୋଗ ରହିଛି। ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ଅତ୍ୟନ୍ତ ଭଲ। ଲାଗି ରହିଥିବା ପ୍ରେମ ସମସ୍ୟାର ସମାଧାନ ଘଟିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହେବ।

Related story