୨୭ ଜୁଲାଇ, ଗୁରୁବାର: କେମିତି କଟିବ ଆଜିର ଦିନ

ମେଷ- ସ୍ୱାସ୍ଥ୍ୟ ଭଲ ରହିବ ନାହିଁ। ଯିବାଆସିବା ବେଳେ ସତର୍କ ରୁହନ୍ତୁ। ଦୁର୍ଘଟଣା ଘଟିପାରେ। ଜୀବନସାଥୀଙ୍କ ସହ ଝଗଡ଼ା ହେବ। ବୃଷ- ପାରିବାରିକ ଜୀବନ ସୁଖମୟ ହେବ। ଚାକିରିରେ ଥିବା ସମସ୍ୟା ଦୂର ହେବ। କୌଣସି ମହିଳାଙ୍କ ସାହାଯ୍ୟ ନେଇପାରନ୍ତି। ମିଥୁନ- ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ। ଯେକୌଣସି କାମ କଲେ ଖରାପ ହେବ। ସମସ୍ୟା ଅସିବ। ଗୁଡ଼ ଖାଇ ଦିନ ଆରମ୍ଭ କରନ୍ତୁ। କର୍କଟ- ଚାକିରି କ୍ଷେତ୍ରରେ ପଦର ପରିବର୍ତ୍ତନ ହୋଇପାରେ। ନୂଆ […]

Rasi

Rakesh Mallick
  • Published: Thursday, 27 July 2017
  • , Updated: 27 July 2017, 08:05 AM IST

ମେଷ- ସ୍ୱାସ୍ଥ୍ୟ ଭଲ ରହିବ ନାହିଁ। ଯିବାଆସିବା ବେଳେ ସତର୍କ ରୁହନ୍ତୁ। ଦୁର୍ଘଟଣା ଘଟିପାରେ। ଜୀବନସାଥୀଙ୍କ ସହ ଝଗଡ଼ା ହେବ।

ବୃଷ- ପାରିବାରିକ ଜୀବନ ସୁଖମୟ ହେବ। ଚାକିରିରେ ଥିବା ସମସ୍ୟା ଦୂର ହେବ। କୌଣସି ମହିଳାଙ୍କ ସାହାଯ୍ୟ ନେଇପାରନ୍ତି।

ମିଥୁନ- ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ। ଯେକୌଣସି କାମ କଲେ ଖରାପ ହେବ। ସମସ୍ୟା ଅସିବ। ଗୁଡ଼ ଖାଇ ଦିନ ଆରମ୍ଭ କରନ୍ତୁ।

କର୍କଟ- ଚାକିରି କ୍ଷେତ୍ରରେ ପଦର ପରିବର୍ତ୍ତନ ହୋଇପାରେ। ନୂଆ ଦାୟିତ୍ୱ ମିଳିପାରେ।

ସିଂହ-  ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବିବାଦରୁ ଦୂରେଇ ରୁହନ୍ତୁ। ଧନ ଦାନ କରନ୍ତୁ।

କନ୍ୟା- ବିବାହ ଓ ପ୍ରେମ ସଂପର୍କରେ ଥିବା ସମସ୍ୟା ଦୂର ହେବ। ଚାକିରି କ୍ଷେତ୍ରରେ ନୂଆ ଅବସର ମିଳିବ।

ତୁଳା- ଚାକିରି କ୍ଷେତ୍ରରେ ସମସ୍ୟା ଆସିବ। ନୂଆ କାମ ଆରମ୍ଭ କରିପାରନ୍ତି। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ବିଛା-  ହଠାତ୍ ଆପଣଙ୍କୁ କୌଣସି ବଡ଼ ସୁଯୋଗ ମିଳିପାରେ। ମାନ-ସମ୍ମାନ ମିଳିପାରେ। ଅଧିକ ଅର୍ଥ ଖର୍ଚ୍ଚ ହେବ।

ଧନୁ-  ଚାକିରି ଓ ବ୍ୟବସାୟରେ  ପରିବର୍ତ୍ତନର ଯୋଗ ରହିଛି। ଆର୍ଥିକ ସ୍ଥିତିର ସୁଧାର ଆସିବ। ଆପଣ ପାଦରେ ଆଘାତ ଲାଗିପାରେ।

ମକର-  କୌଣସି ମହତ୍ତ୍ୱପୂର୍ଣ୍ଣ କାମ କରିବାକୁ ଚାହୁଁଥିଲେ କରନ୍ତୁ ନାହିଁ। ବାଦ ବିବାଦରୁ ଦୂରେଇ ରୁହନ୍ତୁ। ବଡ଼ ଲୋକଙ୍କ ଠାରୁ ଉପଦେଶ ନେଇ କାମ କରନ୍ତୁ।

କୁମ୍ଭ-  ଆଜି ଆପଣ କୌଣସି ବଡ଼ ନିଷ୍ପତ୍ତି  ନେଇପାରନ୍ତି। ଚାକିରି କ୍ଷେତ୍ରରେ ପରିବର୍ତ୍ତନର ଯୋଗ ରହିଛି। ଧନପ୍ରାପ୍ତିର ଯୋଗ ରହିଛି।

ମୀନ- ଘରେ କୌଣସି ମାଙ୍ଗଳିକ କାମ କରିପାରନ୍ତି। ସଂପର୍କରେ କୌଣସି ସମସ୍ୟା ଥିଲେ ଦୂର ହେବ। କୌଣସି ସମ୍ମାନିତ ବ୍ୟକ୍ତିଙ୍କ ସହ ଦେଖା ହୋଇପାରେ।

Related story