୩୧ ଜୁଲାଇ, ସୋମବାର; ଆଜିର ଦିନ କେମିତି କଟିବ

ମେଷ- ଏହି ରାଶିର ବ୍ୟକ୍ତିମାନେ ଆଜି ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ସନ୍ତାନ ସୁଖ ମିଳିବ। ଦୂର ସ୍ଥାନକୁ ଯାତ୍ରା କରିବାର ଯୋଗ ରହିଛି। ବୃଷ- ଚାକିରିରେ ପରିବର୍ତ୍ତନ ହେବ। ପରିବାରରେ ହସଖୁସିର ମାହୋଲ ରହିବ। ଜୀବନସାଥୀଙ୍କ ସହଯୋଗ ମିଳିବ। ମିଥୁନ- ପ୍ରେମ ସମ୍ପର୍କ ମଜଭୁତ ହେବ।  ପ୍ରିୟ ବନ୍ଧୁଙ୍କ ସହ ଆଜି ସାକ୍ଷାତ ହେବ। ହଠାତ୍ ଅର୍ଥ ପ୍ରାପ୍ତିର ଯୋଗ ରହିଛି। କର୍କଟ- ଜୀବନସାଥୀଙ୍କ ସହଯୋଗ ମିଳିବ। ଧନପ୍ରାପ୍ତି ହେବ। ସ୍ୱାସ୍ଥ୍ୟ ଭଲ ରହିବ। ସିଂହ- ଚାକିରିରେ […]

zodaic

Rakesh Mallick
  • Published: Monday, 31 July 2017
  • , Updated: 31 July 2017, 07:49 AM IST

ମେଷ- ଏହି ରାଶିର ବ୍ୟକ୍ତିମାନେ ଆଜି ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ସନ୍ତାନ ସୁଖ ମିଳିବ। ଦୂର ସ୍ଥାନକୁ ଯାତ୍ରା କରିବାର ଯୋଗ ରହିଛି।

ବୃଷ- ଚାକିରିରେ ପରିବର୍ତ୍ତନ ହେବ। ପରିବାରରେ ହସଖୁସିର ମାହୋଲ ରହିବ। ଜୀବନସାଥୀଙ୍କ ସହଯୋଗ ମିଳିବ।

ମିଥୁନ- ପ୍ରେମ ସମ୍ପର୍କ ମଜଭୁତ ହେବ।  ପ୍ରିୟ ବନ୍ଧୁଙ୍କ ସହ ଆଜି ସାକ୍ଷାତ ହେବ। ହଠାତ୍ ଅର୍ଥ ପ୍ରାପ୍ତିର ଯୋଗ ରହିଛି।

କର୍କଟ- ଜୀବନସାଥୀଙ୍କ ସହଯୋଗ ମିଳିବ। ଧନପ୍ରାପ୍ତି ହେବ। ସ୍ୱାସ୍ଥ୍ୟ ଭଲ ରହିବ।

ସିଂହ- ଚାକିରିରେ ପରିବର୍ତ୍ତନ ହୋଇପାରେ। ନୂତନ ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ। ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି।

କନ୍ୟା- ଏହି ରାଶିର ବ୍ୟକ୍ତିମାନେ ଆଜି କୌଣସି ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ଆର୍ଥିକ କ୍ଷତି ଘଟି ପାରେ। ସନ୍ତାନ ସୁଖ ମିଳିପାରେ।

ତୁଳା- ନୂତନ କାମ କରିବାକୁ ସୁଯୋଗ ମିଳିପାରେ। ସନ୍ତାନ ପ୍ରାପ୍ତିର ଯୋଗ ରହିଛି। ମାନ-ସମ୍ମାନ ମିଳିବ।

ବିଛା- ଯାନବାହନ ଚଲାଇବା ସମୟରେ ସତର୍କ ରୁହନ୍ତୁ। ଅଟକି ରହିଥିବା ଧନ ମିଳିବ। ଜୀବନସାଥୀଙ୍କ ସହଯୋଗ ମିଳିବ।

ଧନୁ- କୌଣସି କ୍ଷେତ୍ରରୁ ଧନପ୍ରାପ୍ତିର ଯୋଗ ରହିଛି। କାହା ସହିତ ନୂଆ କରି ବନ୍ଧୁତା ସ୍ଥାପନା କରିପାରନ୍ତି।

ମକର- ବ୍ୟବସାୟରେ ଲାଭବାନ ହେବେ। ସ୍ୱାସ୍ଥ୍ୟ  ଭଲ ରହିବ। ବିଦେଶ ଯାତ୍ରା କରିବାର ଯୋଗ ରହିଛି।

କୁମ୍ଭ- ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଧନ ଲାଭର ଯୋଗ ରହିଛି। ଉପହାର ଓ ସମ୍ମାନ ମିଳିପାରେ।

ମୀନ- ସମ୍ପତ୍ତି ନେଇ ଲାଗି ରହିଥିବା ବିବାଦର ଆଜି ସମାଧାନ ଘଟିବ। ଆର୍ଥିକ କ୍ଷେତ୍ରରେ ଲାଭବାନ୍ ହେବେ।

Related story