୫ଟି ସ୍ଥାନରେ ହସନ୍ତୁ ନାହିଁ; ନ ହେଲେ ପାପ ଲାଗିବା ସହ ସମାନ

ଆମେ ସମସ୍ତେ  ସାମାଜିକ ଜୀବନରେ ସୁଖ ଓ ଦୁଃଖରେ ସାମିଲ ହୋଇଥାଉ।  ପ୍ରତ୍ୟେକ ସ୍ଥିତିର କିଛି ସାମାଜିକ ଓ ନୈତିକ ମର୍ଯ୍ୟାଦା ରହିଛି। ମର୍ଯ୍ୟାଦାର ବିରୋଧରେ ଯିବା ଅଶୋଭାନୀୟ ହୋଇଥାଏ। ଶାସ୍ତ୍ର ଅନୁଯାୟୀ ୫ଟି ପରିସ୍ଥିତିରେ ହସିଲେ ପାପ ଲାଗିଥାଏ। ଆସନ୍ତୁ ଜାଣିବା ସେ ବିଷୟରେ। ୧-ଶ୍ମଶାନରେ ହସିବା ଉଚିତ ନୁହେଁ। ଏହା କଲେ ପାପ ଲାଗିଥାଏ। ୨- ଶବ ଯାଉଥିବା ବେଳେ ପଛରେ ହସିବା ଉଚିତ ନୁହେଁ। ଶାସ୍ତ୍ରର ଏହାକୁ ବାରଣ କରାଯାଇଛି। ୩- ଦୁଃଖ […]

beauty-

Rakesh Mallick
  • Published: Thursday, 20 July 2017
  • , Updated: 20 July 2017, 11:17 AM IST

ଆମେ ସମସ୍ତେ  ସାମାଜିକ ଜୀବନରେ ସୁଖ ଓ ଦୁଃଖରେ ସାମିଲ ହୋଇଥାଉ।  ପ୍ରତ୍ୟେକ ସ୍ଥିତିର କିଛି ସାମାଜିକ ଓ ନୈତିକ ମର୍ଯ୍ୟାଦା ରହିଛି। ମର୍ଯ୍ୟାଦାର ବିରୋଧରେ ଯିବା ଅଶୋଭାନୀୟ ହୋଇଥାଏ। ଶାସ୍ତ୍ର ଅନୁଯାୟୀ ୫ଟି ପରିସ୍ଥିତିରେ ହସିଲେ ପାପ ଲାଗିଥାଏ। ଆସନ୍ତୁ ଜାଣିବା ସେ ବିଷୟରେ।

୧-ଶ୍ମଶାନରେ ହସିବା ଉଚିତ ନୁହେଁ। ଏହା କଲେ ପାପ ଲାଗିଥାଏ।

୨- ଶବ ଯାଉଥିବା ବେଳେ ପଛରେ ହସିବା ଉଚିତ ନୁହେଁ। ଶାସ୍ତ୍ରର ଏହାକୁ ବାରଣ କରାଯାଇଛି।

୩- ଦୁଃଖ ସମୟରେ ହସିବା ଉଚିତ ନୁହେଁ।

୪- ମନ୍ଦିରକୁ ଗଲେ ହସିବା ଉଚିତ ନୁହେଁ ବୋଲି ଶାସ୍ତ୍ରବିତ୍‌ମାନେ କହିଛନ୍ତି।

୫- କଥା କହିବା ବେଳେ ହସିବା ଉଚିତ୍ ନୁହେଁ।

 

Related story