ଆମେ ସମସ୍ତେ ସାମାଜିକ ଜୀବନରେ ସୁଖ ଓ ଦୁଃଖରେ ସାମିଲ ହୋଇଥାଉ। ପ୍ରତ୍ୟେକ ସ୍ଥିତିର କିଛି ସାମାଜିକ ଓ ନୈତିକ ମର୍ଯ୍ୟାଦା ରହିଛି। ମର୍ଯ୍ୟାଦାର ବିରୋଧରେ ଯିବା ଅଶୋଭାନୀୟ ହୋଇଥାଏ। ଶାସ୍ତ୍ର ଅନୁଯାୟୀ ୫ଟି ପରିସ୍ଥିତିରେ ହସିଲେ ପାପ ଲାଗିଥାଏ। ଆସନ୍ତୁ ଜାଣିବା ସେ ବିଷୟରେ।
୧-ଶ୍ମଶାନରେ ହସିବା ଉଚିତ ନୁହେଁ। ଏହା କଲେ ପାପ ଲାଗିଥାଏ।
୨- ଶବ ଯାଉଥିବା ବେଳେ ପଛରେ ହସିବା ଉଚିତ ନୁହେଁ। ଶାସ୍ତ୍ରର ଏହାକୁ ବାରଣ କରାଯାଇଛି।
୩- ଦୁଃଖ ସମୟରେ ହସିବା ଉଚିତ ନୁହେଁ।
୪- ମନ୍ଦିରକୁ ଗଲେ ହସିବା ଉଚିତ ନୁହେଁ ବୋଲି ଶାସ୍ତ୍ରବିତ୍ମାନେ କହିଛନ୍ତି।
୫- କଥା କହିବା ବେଳେ ହସିବା ଉଚିତ୍ ନୁହେଁ।