ରାତିରେ ଖରାପ ସ୍ୱପ୍ନରୁ ବଞ୍ଚିବାକୁ କରନ୍ତୁ ଏହି ସବୁ ଉପାୟ

ରାତିରେ ଶୋଇବା ବେଳେ ବହୁ ସମୟରେ କିଛି ନା କିଛି ସ୍ୱପ୍ନ ଆସିଥାଏ। ଏହି ସ୍ୱପ୍ନ କେତେବେଳେ ଭଲ ହୋଇଥାଏ ତ କେତେବେଳେ ଖରାପ। ରାତିରେ ଖରାପ ସ୍ୱପ୍ନ ଆସିଲେ ଅଜଣା ଭୟ ଲାଗିବା ସହ ନିଦ  ଅଧାରୁ ଭାଙ୍ଗିଯାଏ । ବାସ୍ତୁଶାସ୍ତ୍ରରେ ରାତିରେ ଖରାପ ସ୍ୱପ୍ନରୁ ବଞ୍ଚିବା ଲାଗି  ଉପାୟ ରହିଛି। ଏହି ଉପାୟକୁ ଆପଣେଇଲେ ରାତିରେ ଖରାପ ସ୍ୱପ୍ନ ଆସିବ ନାହିଁ । ଆସନ୍ତୁ ଜାଣିବା ସେ ସଂପର୍କରେ ୧. ଖରାପ ସ୍ୱପ୍ନରୁ ମୁକ୍ତି […]

nightmares-ideas

Rakesh Mallick
  • Published: Sunday, 05 November 2017
  • , Updated: 06 November 2017, 03:41 PM IST

ରାତିରେ ଶୋଇବା ବେଳେ ବହୁ ସମୟରେ କିଛି ନା କିଛି ସ୍ୱପ୍ନ ଆସିଥାଏ। ଏହି ସ୍ୱପ୍ନ କେତେବେଳେ ଭଲ ହୋଇଥାଏ ତ କେତେବେଳେ ଖରାପ। ରାତିରେ ଖରାପ ସ୍ୱପ୍ନ ଆସିଲେ ଅଜଣା ଭୟ ଲାଗିବା ସହ ନିଦ  ଅଧାରୁ ଭାଙ୍ଗିଯାଏ । ବାସ୍ତୁଶାସ୍ତ୍ରରେ ରାତିରେ ଖରାପ ସ୍ୱପ୍ନରୁ ବଞ୍ଚିବା ଲାଗି  ଉପାୟ ରହିଛି। ଏହି ଉପାୟକୁ ଆପଣେଇଲେ ରାତିରେ ଖରାପ ସ୍ୱପ୍ନ ଆସିବ ନାହିଁ । ଆସନ୍ତୁ ଜାଣିବା ସେ ସଂପର୍କରେ

୧. ଖରାପ ସ୍ୱପ୍ନରୁ ମୁକ୍ତି ପାଇବାକୁ ଚାହୁଁଥିଲେ,ରାତିରେ ଶୋଇବା ପୂର୍ବରୁ ହାତ ପାଦ ଭଲ ଭାବେ ଧୋଇ ହନୁମାନ ଚାଲିସା ପାଠ କରି ଶୁଅନ୍ତୁ।

୨. ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଘରେ ଛୋଟ ପିଲା ଥିଲେ ଶୋଇବା ଶେଜ ତଳେ ଛୋଟ ଲୁହା ଜିନିଷ ରଖିଦିଅନ୍ତୁ। ଏପରି କଲେ ଘରୁ ନକାରାତ୍ମକ ଶକ୍ତି ଚାଲିଯାଏ।

୩. ଶୋଇବା ଘରେ ପୂର୍ବପୁରୁଷଙ୍କ ଫଟୋ ଟାଙ୍ଗନ୍ତୁ ନାହିଁ । ଏପରି ଫଟୋ ଘରେ ନକାରାତ୍ମକ ଶକ୍ତିକୁ ଆମନ୍ତ୍ରଣ କରିଥାଏ।

୪.  ଶୋଇବା ଘରକୁ ପୁରା ଅନ୍ଧାର ନକରି ଅଳ୍ପ ଆଲୋକିତ କରି ଶୁଅନ୍ତୁ । ଏପରି କଲେ ରାତିରେ ଖରାପ ସ୍ୱପ୍ନ ଆସିବ ନାହିଁ।

ଆହୁରି ମଧ୍ୟ ପଢନ୍ତୁ: ଶୀତଋତୁରେ ଗାଧୋଇବା ବେଳେ କରନ୍ତୁ ନାହିଁ ଏସବୁ ଭୁଲ

Related story