ମହାଲକ୍ଷ୍ମୀ ରାଗିଛନ୍ତି କି ? ସୂର୍ଯ୍ୟାସ୍ତ ପରେ କରନ୍ତୁ ନାହିଁ ଏସବୁ କାମ 

ସାଧାରଣତଃ ଘର ଅଳିଆ ଓ ଅପରିଷ୍କାର ହେଲେ ଝାଡୁ ଓ ପୋଛା ଲଗାଇଥାଉ। ସେଥିପାଇଁ କୌଣସି ତିଥି, ବାର ଓ ସମୟ ଦେଖିନଥାଉ। ଝାଡୁ କରିବା ପରେ ଝାଡ଼ୁକୁ ଏଣେତେଣେ ପକାଇ ଦେଇଥାଉ। କିନ୍ତୁ ଜାଣିଛନ୍ତି କି, ଏପରି କରିବା ଦ୍ୱାରା ଧନର ଦେବୀ ମହାଲକ୍ଷ୍ମୀ ରାଗି ଯାଇଥାନ୍ତି। ତାଙ୍କ କୃପାରୁ ବଞ୍ଚିତ କରନ୍ତି। ଫଳରେ ଘରେ ଅଭାବ ଅନାଟନ ଲାଗି ରହିଥାଏ। ଆସନ୍ତୁ ଜାଣିବା  କ’ଣ କଲେ ମହାଲକ୍ଷ୍ମୀ ଶ୍ରଦ୍ଧା କରିବେ ଓ ଆଶୀର୍ବାଦ ଦେବେ। […]

astro-laxmi

Rakesh Mallick
  • Published: Monday, 29 May 2017
  • , Updated: 29 May 2017, 04:45 PM IST

ସାଧାରଣତଃ ଘର ଅଳିଆ ଓ ଅପରିଷ୍କାର ହେଲେ ଝାଡୁ ଓ ପୋଛା ଲଗାଇଥାଉ। ସେଥିପାଇଁ କୌଣସି ତିଥି, ବାର ଓ ସମୟ ଦେଖିନଥାଉ। ଝାଡୁ କରିବା ପରେ ଝାଡ଼ୁକୁ ଏଣେତେଣେ ପକାଇ ଦେଇଥାଉ। କିନ୍ତୁ ଜାଣିଛନ୍ତି କି, ଏପରି କରିବା ଦ୍ୱାରା ଧନର ଦେବୀ ମହାଲକ୍ଷ୍ମୀ ରାଗି ଯାଇଥାନ୍ତି। ତାଙ୍କ କୃପାରୁ ବଞ୍ଚିତ କରନ୍ତି। ଫଳରେ ଘରେ ଅଭାବ ଅନାଟନ ଲାଗି ରହିଥାଏ। ଆସନ୍ତୁ ଜାଣିବା  କ’ଣ କଲେ ମହାଲକ୍ଷ୍ମୀ ଶ୍ରଦ୍ଧା କରିବେ ଓ ଆଶୀର୍ବାଦ ଦେବେ।

୧- ସୂର୍ଯ୍ୟାସ୍ତ ପରେ ଘର ଝାଡୁ କରନ୍ତୁ ନାହିଁ। ଝାଡ଼ୁ କରିବା ପରେ ଅଳିଆକୁ ଘରୁ ବାହାର କରନ୍ତୁ ନାହିଁ।

୨- ଭୁଲରେ ଘରେ ଗୁରୁବାର ଝାଡ଼ୁ ଓ ପୋଛା କରନ୍ତୁ ନାହିଁ।

୩-  ଘରେ ଝାଡୁ ଓଲଟା ରଖନ୍ତୁ ନାହିଁ। ଏହା ଅଶୁଭ ହୋଇଥାଏ।

୪- ଝାଡୁକୁ ଏଣେ ତେଣେ ରଖନ୍ତୁ ନାହିଁ। ସବୁବେଳେ ଲୁଚାଇ ରଖନ୍ତୁ। ଝାଡୁ ମହାଲକ୍ଷ୍ମୀଙ୍କ ରୂପ ହୋଇଥାଏ।

Related story