ଏଥର ରାଖୀ ପୂର୍ଣ୍ଣିମାରେ ପଡ଼ୁଛି ଗ୍ରହଣ: ଜାଣନ୍ତୁ କେଉଁ ରାଶି ଉପରେ କେମିତି ପଡ଼ିବ ପ୍ରଭାବ

ଆଗକୁ ଆସୁଛି ରାଖୀ ପୂର୍ଣ୍ଣିମା। ଏଥର ରାଖୀ ପୂର୍ଣ୍ଣିମାରେ ଗ୍ରହଣ ଲଗୁଛି। ଏହା ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ହେବ। ଏହା ସମ୍ପୂର୍ଣ୍ଣ ଭାରତକୁ ଦୃଶ୍ୟମାନ ହେବ। ଭାରତ ସମେତ ଏହା ପାକିସ୍ତାନ, ଆଫଗାନିସ୍ତାନ, ଚୀନ, ନେପାଳ, ବାଂଲାଦେଶ, ଶ୍ରୀଲଙ୍କା ଏବଂ ସାଉଦି ଆରବକୁ ମଧ୍ୟ ଦେଖାଯିବ। ଏହି ଗ୍ରହଣର ଅଧିକ ପ୍ରଭାବ ମକର ରାଶି ଉପରେ ପଡ଼ିବ। ଏହି ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣର ପ୍ରଭାବ ରାଖୀ ପୂର୍ଣ୍ଣିମା ଉପରେ ପଡିବ ନାହିଁ। ଗ୍ରହଣର ସ୍ପର୍ଶ ରାତି ୧୦ଟା ୨୯ରୁ ୧୨ଟା […]

chandra

Rakesh Mallick
  • Published: Friday, 21 July 2017
  • , Updated: 21 July 2017, 03:02 PM IST

ଆଗକୁ ଆସୁଛି ରାଖୀ ପୂର୍ଣ୍ଣିମା। ଏଥର ରାଖୀ ପୂର୍ଣ୍ଣିମାରେ ଗ୍ରହଣ ଲଗୁଛି। ଏହା ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ହେବ। ଏହା ସମ୍ପୂର୍ଣ୍ଣ ଭାରତକୁ ଦୃଶ୍ୟମାନ ହେବ। ଭାରତ ସମେତ ଏହା ପାକିସ୍ତାନ, ଆଫଗାନିସ୍ତାନ, ଚୀନ, ନେପାଳ, ବାଂଲାଦେଶ, ଶ୍ରୀଲଙ୍କା ଏବଂ ସାଉଦି ଆରବକୁ ମଧ୍ୟ ଦେଖାଯିବ। ଏହି ଗ୍ରହଣର ଅଧିକ ପ୍ରଭାବ ମକର ରାଶି ଉପରେ ପଡ଼ିବ। ଏହି ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣର ପ୍ରଭାବ ରାଖୀ ପୂର୍ଣ୍ଣିମା ଉପରେ ପଡିବ ନାହିଁ। ଗ୍ରହଣର ସ୍ପର୍ଶ ରାତି ୧୦ଟା ୨୯ରୁ ୧୨ଟା ୨୨ ମିନିଟ୍ ପର୍ଯ୍ୟନ୍ତ ରହିବ। ତେବେ ଦିନ ୧ଟା ୨୯ରୁ ଏହାର ବିଧିମାନ୍ୟ ରହିବ।

କେଉଁ ରାଶି ଉପରେ ଗ୍ରହଣର ପ୍ରଭାବ କେମିତି ?

ଶୁଭ- ମେଷ , ସିଂହ, ମୀନ, ବିଛା,

ମଧ୍ୟମ- ବୃଷ, କର୍କଟ, କନ୍ୟା, ଧନୁ

ଅଶୁଭ- ମିଥୁନ, ତୁଳା, ମକର, କୁମ୍ଭ

ଉପଚାର- ସନାତନ ଧର୍ମ ଅନୁଯାୟୀ ଗ୍ରହଣରେ ଇଷ୍ଟ ଦେବତାଙ୍କ ପୂଜା କରିବା ଉଚିତ। ଦାନ ଓ କୀର୍ତ୍ତନ ଆଦି କରିବା ଉଚିତ।

Related story