ମହିଳାମାନେ ନଡ଼ିଆ ଭାଙ୍ଗିବା ଅଶୁଭ କ'ଣ ପାଇଁ ? ଜାଣନ୍ତୁ କଣ କୁହେ ଶାସ୍ତ୍ର

ହିନ୍ଦୁ ଧର୍ମରେ ନଡ଼ିଆର ମହତ୍ତ୍ୱ ଅଧିକ। ବିଶ୍ୱାସ ରହିଛି ଭଗବାନ ବିଷ୍ଣୁ ଧରାପୃଷ୍ଠରେ ଅବତାର ନେବା ସମୟରେ ନିଜ ସହ ଲକ୍ଷ୍ମୀ, ନଡିଆ ଗଛ ଓ କାମଧେନୁ ଗାଇ ସାଙ୍ଗରେ ଆଣିଥିଲେ। ଏହାକୁ ଶ୍ରୀଫଳ ମଧ୍ୟ କୁହାଯାଏ। ମା’ଲକ୍ଷ୍ମୀଙ୍କ ଅତ୍ୟନ୍ତ ପ୍ରିୟ ଫଳ ହେଉଛି ଏହି ନଡ଼ିଆ। କୁହାଯାଏ ନଡିଆରେ ତ୍ରିଦେବ ବାସ କରିଥାନ୍ତି। ଦେବତାଙ୍କୁ ନଡ଼ିଆ ଚଢାଇବା ଦ୍ୱାରା ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ। ଶାସ୍ତ୍ର ଅନୁସାରେ ମହିଳା ମାନଙ୍କୁ ନଡିଆ ଭାଙ୍ଗିବା ବର୍ଜିତ। […]

why-women-can-not-break-coconut-644x362

why-women-can-not-break-coconut-644x362

Rakesh Mallick
  • Published: Tuesday, 19 December 2017
  • Updated: 19 December 2017, 09:17 AM IST

Sports

Latest News

ହିନ୍ଦୁ ଧର୍ମରେ ନଡ଼ିଆର ମହତ୍ତ୍ୱ ଅଧିକ। ବିଶ୍ୱାସ ରହିଛି ଭଗବାନ ବିଷ୍ଣୁ ଧରାପୃଷ୍ଠରେ ଅବତାର ନେବା ସମୟରେ ନିଜ ସହ ଲକ୍ଷ୍ମୀ, ନଡିଆ ଗଛ ଓ କାମଧେନୁ ଗାଇ ସାଙ୍ଗରେ ଆଣିଥିଲେ। ଏହାକୁ ଶ୍ରୀଫଳ ମଧ୍ୟ କୁହାଯାଏ। ମା'ଲକ୍ଷ୍ମୀଙ୍କ ଅତ୍ୟନ୍ତ ପ୍ରିୟ ଫଳ ହେଉଛି ଏହି ନଡ଼ିଆ। କୁହାଯାଏ ନଡିଆରେ ତ୍ରିଦେବ ବାସ କରିଥାନ୍ତି। ଦେବତାଙ୍କୁ ନଡ଼ିଆ ଚଢାଇବା ଦ୍ୱାରା ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ। ଶାସ୍ତ୍ର ଅନୁସାରେ ମହିଳା ମାନଙ୍କୁ ନଡିଆ ଭାଙ୍ଗିବା ବର୍ଜିତ। ତେବେ ଆସନ୍ତୁ ଜାଣିବା ଏହା ପଛରେ ଥିବା କାରଣ କ'ଣ ?

ନଡ଼ିଆ ଭାଙ୍ଗିବା ବଳି ଦେବା ପରି ହୋଇଥାଏ। ନଡ଼ିଆକୁ  ପ୍ରଜଜନର କାରକ ସହ ଯୋଡା ଯାଇଛି । ସାଧାରଣତଃ ସ୍ତ୍ରୀ ବୀଜ ରୂପରେ ଶିଶୁକୁ ଜନ୍ମ ଦେଇଥାଏ। ଏହି କାରଣରୁ ବୀଜ ରୂପି ନଡ଼ିଆକୁ ମହିଳା ମାନେ ଭାଙ୍ଗିବା ଅଶୁଭ ବୋଲି ମନା ଯାଇଥାଏ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos