ସ୍ୱପ୍ନରେ କେବେ ଆସୁଛନ୍ତି କି ଏହି ମହିଳାମାନେ? ଆସିଲେ ଖୋଲି ଯାଇପାରେ ଭାଗ୍ୟ

କୁହାଯାଏ ବେଳେ ବେଳେ ସ୍ୱପ୍ନ ଭବିଷ୍ୟତରେ ଘଟିବାକୁ ଥିବା ଘଟଣା ସଂପର୍କରେ କହେ। କିଛି ସ୍ୱପ୍ନ ଶୁଭ ହୋଇଥାଏ ଓ ଆଉ କିଛି ଅଶୁଭ। ଯଦି କୌଣସି ବ୍ୟକ୍ତି ରାତିରେ ମହିଳା ସଂପର୍କିତ ସ୍ୱପ୍ନ ଦେଖନ୍ତି, ତା’ହେଲେ ଜାଣନ୍ତୁ ତାଙ୍କ ଭାଗ୍ୟ ଖୋଲିଗଲା। କୁହାଯାଏ କୌଣସି ବ୍ୟକ୍ତି ସ୍ୱପ୍ନରେ କୌଣସି ଧଳା ପୋଷାକ ପିନ୍ଧିଥିବା ମହିଳାଙ୍କୁ ଆଲିଙ୍ଗନ କରିବାର ଦେଖନ୍ତି, ତା’ହେଲେ ତାଙ୍କୁ ଧନପ୍ରାପ୍ତି ହୁଏ। ଯଦି କୌଣସି ବ୍ୟକ୍ତି ସ୍ୱପ୍ନରେ ପରୀକୁ ଦେଖନ୍ତି, ତା’ହେଲେ ଆଗାମୀ […]

woman

Rakesh Mallick
  • Published: Wednesday, 28 June 2017
  • , Updated: 28 June 2017, 07:45 AM IST

କୁହାଯାଏ ବେଳେ ବେଳେ ସ୍ୱପ୍ନ ଭବିଷ୍ୟତରେ ଘଟିବାକୁ ଥିବା ଘଟଣା ସଂପର୍କରେ କହେ। କିଛି ସ୍ୱପ୍ନ ଶୁଭ ହୋଇଥାଏ ଓ ଆଉ କିଛି ଅଶୁଭ। ଯଦି କୌଣସି ବ୍ୟକ୍ତି ରାତିରେ ମହିଳା ସଂପର୍କିତ ସ୍ୱପ୍ନ ଦେଖନ୍ତି, ତା’ହେଲେ ଜାଣନ୍ତୁ ତାଙ୍କ ଭାଗ୍ୟ ଖୋଲିଗଲା।

  • କୁହାଯାଏ କୌଣସି ବ୍ୟକ୍ତି ସ୍ୱପ୍ନରେ କୌଣସି ଧଳା ପୋଷାକ ପିନ୍ଧିଥିବା ମହିଳାଙ୍କୁ ଆଲିଙ୍ଗନ କରିବାର ଦେଖନ୍ତି, ତା’ହେଲେ ତାଙ୍କୁ ଧନପ୍ରାପ୍ତି ହୁଏ।
  • ଯଦି କୌଣସି ବ୍ୟକ୍ତି ସ୍ୱପ୍ନରେ ପରୀକୁ ଦେଖନ୍ତି, ତା’ହେଲେ ଆଗାମୀ ଦିନରେ ତାଙ୍କ ଉପରେ ଧନ ବର୍ଷା ହେବ ବୋଲି ଜାଣନ୍ତୁ।
  • ଯଦି କୌଣସି ବ୍ୟକ୍ତି ସ୍ୱପ୍ନରେ କୌଣସି ମହିଳାଙ୍କୁ ପଶାଖେଳ ଖେଳୁ ଥିବାର ଦେଖନ୍ତି ତା’ହେଲେ ତାଙ୍କୁ ରାଜ୍ୟ ସମ୍ମାନ ମିଳେ ବୋଲି କୁହାଯାଏ।
  • ଯଦି କୌଣସି ମହିଳା ନିଜକୁ ସ୍କୁଲ ଛାତ୍ରୀ ଭାବେ ସ୍ୱପ୍ନରେ ଦେଖନ୍ତି, ତା’ହେଲେ ତାଙ୍କର ବିବାହ ତାଙ୍କର ପ୍ରେମିକଙ୍କ ସହ ହେବ।

Related story