ଶରୀରର ଗଢ଼ଣ ନିର୍ଦ୍ଧାରିତ କରେ ଭାଗ୍ୟ, କେମିତି ଜାଣନ୍ତୁ

ଭୁବନେଶ୍ୱର: ହସ୍ତରେଖା ଯେପରି ଜଣେ ବ୍ୟକ୍ତିର ଭାଗ୍ୟ ସମ୍ପର୍କରେ ସୂଚନା ଦେଇଥାଏ, ଠିକ୍ ସେହିପରି ଶରୀରର ଆଉ କିଛି ଗଢ଼ଣ ମଧ୍ୟ ବ୍ୟକ୍ତିର ସ୍ୱଭାବ ଓ ଭାଗ୍ୟ ସଂପର୍କରେ ସୂଚନା ଦେଇଥାଏ ବୋଲି କୁହାଯାଏ। ତା’ହେଲେ ଆସନ୍ତୁ ଜାଣିବା ଏମିତି କିଛି ଗଢ଼ଣ ସଂପର୍କରେ। – ଯେଉଁ ବ୍ୟକ୍ତିଙ୍କ ଜିଭ ତାଙ୍କ ନାକକୁ ସ୍ପର୍ଶ କରିପାରୁଛି, ସେମାନଙ୍କ ସହ ସମ୍ପର୍କ ରଖନ୍ତୁ। ଏପରି ଲୋକ ସ୍ପଷ୍ଟବାଦୀ, ସତ୍ୟବାଦୀ ଓ ସଚ୍ଚୋଟ ହୋଇଥାନ୍ତି। – ସିଧା ହୋଇ ଠିଆ […]

happy-life

Rakesh Mallick
  • Published: Sunday, 16 July 2017
  • , Updated: 16 July 2017, 10:05 AM IST

ଭୁବନେଶ୍ୱର: ହସ୍ତରେଖା ଯେପରି ଜଣେ ବ୍ୟକ୍ତିର ଭାଗ୍ୟ ସମ୍ପର୍କରେ ସୂଚନା ଦେଇଥାଏ, ଠିକ୍ ସେହିପରି ଶରୀରର ଆଉ କିଛି ଗଢ଼ଣ ମଧ୍ୟ ବ୍ୟକ୍ତିର ସ୍ୱଭାବ ଓ ଭାଗ୍ୟ ସଂପର୍କରେ ସୂଚନା ଦେଇଥାଏ ବୋଲି କୁହାଯାଏ। ତା’ହେଲେ ଆସନ୍ତୁ ଜାଣିବା ଏମିତି କିଛି ଗଢ଼ଣ ସଂପର୍କରେ।

- ଯେଉଁ ବ୍ୟକ୍ତିଙ୍କ ଜିଭ ତାଙ୍କ ନାକକୁ ସ୍ପର୍ଶ କରିପାରୁଛି, ସେମାନଙ୍କ ସହ ସମ୍ପର୍କ ରଖନ୍ତୁ। ଏପରି ଲୋକ ସ୍ପଷ୍ଟବାଦୀ, ସତ୍ୟବାଦୀ ଓ ସଚ୍ଚୋଟ ହୋଇଥାନ୍ତି।

- ସିଧା ହୋଇ ଠିଆ ହେବା ପରେ ଯଦି ଆପଣଙ୍କ ହାତ ଆଣ୍ଠୁକୁ ଛୁଇଁ ପାରୁଛି, ତେବେ ଆପଣଙ୍କ ଜୀବନରେ ସୌଭାଗ୍ୟ ପ୍ରାପ୍ତି ହୋଇପାରେ।

- ସାଧାରଣତଃ ମୁହଁରେ ୩୨ଟି ଦାନ୍ତ ରହିଥାଏ। ଯଦି କୌଣସି ବ୍ୟକ୍ତିର ମୁହଁରେ ୩୨ଟି ଦାନ୍ତ ରହିଥାଏ, ତା ଜୀବନ ହସ ଓ ଖୁସିରେ ଭରି ଯାଏ। ତେବେ ଯେଉଁମାନଙ୍କର ୩୧, ୨୯, ୨୭, ୨୫, ୨୩ ଓ ୨୧ଟି ଦାନ୍ତ ଥାଏ ସେମାନଙ୍କ ଜୀବନ ଅନେକ ସମସ୍ୟା ଦେଇ ଗତି କରେ।

- କୌଣସି ବ୍ୟକ୍ତିଙ୍କ ଆଙ୍ଗୁଠିର ଉପର ଭାଗରେ କେଶ ଥିଲେ ସେ ଅଧିକ ବୁଦ୍ଧିଆ ହୋଇଥାନ୍ତି।

Related story