ବାରମ୍ବାର ଆଇନା ଦେଖୁଛନ୍ତି କି ? ଜାଣି ରଖନ୍ତୁ ଏହାର କିଛି ପ୍ରଭାବ ସମ୍ପର୍କରେ

ଅଧିକାଂଶ ଲୋକଙ୍କୁ ବାରମ୍ୱାର ଦର୍ପଣ ଦେଖିବା ଅଭ୍ୟାସ ଥାଏ। ଅଫିସ ବାହାରିବା ସମୟରେ କିମ୍ୱା କୌଣସି ପାର୍ଟିକୁ ଯିବାକୁ ହେଲେ ବାରମ୍ୱାର ଦର୍ପଣ ଦେଖି ସଜେଇ ହୋଇଥାନ୍ତି। ବହୁ ସମୟରେ କିଛି ଆବଶ୍ୟକ ନ ଥିଲେ ମଧ୍ୟ ଝିଅମାନେ ଦର୍ପଣ ଆଗରେ ବସି ରହିଥାନ୍ତି। ଜାଣିଛନ୍ତି ଏପରି ବାରମ୍ବାର ଦର୍ପଣ ଦେଖିବା ରୋଗର ଲକ୍ଷଣ ହୋଇପାରେ। ଏକ ସର୍ଭେରୁ ଜଣାପଡିଛି ବାରମ୍ୱାର ଦର୍ପଣ ଦେଖିବା ଓ ସନ୍ତୁଷ୍ଟ ନହେବା ଏକ ମାନସିକ ରୋଗ। ଏହି ରୋଗ ଓସିଡି […]

Rakesh Mallick
  • Published: Monday, 09 October 2017
  • , Updated: 09 October 2017, 01:09 PM IST

ଅଧିକାଂଶ ଲୋକଙ୍କୁ ବାରମ୍ୱାର ଦର୍ପଣ ଦେଖିବା ଅଭ୍ୟାସ ଥାଏ। ଅଫିସ ବାହାରିବା ସମୟରେ କିମ୍ୱା କୌଣସି ପାର୍ଟିକୁ ଯିବାକୁ ହେଲେ ବାରମ୍ୱାର ଦର୍ପଣ ଦେଖି ସଜେଇ ହୋଇଥାନ୍ତି। ବହୁ ସମୟରେ କିଛି ଆବଶ୍ୟକ ନ ଥିଲେ ମଧ୍ୟ ଝିଅମାନେ ଦର୍ପଣ ଆଗରେ ବସି ରହିଥାନ୍ତି। ଜାଣିଛନ୍ତି ଏପରି ବାରମ୍ବାର ଦର୍ପଣ ଦେଖିବା ରୋଗର ଲକ୍ଷଣ ହୋଇପାରେ।

ଏକ ସର୍ଭେରୁ ଜଣାପଡିଛି ବାରମ୍ୱାର ଦର୍ପଣ ଦେଖିବା ଓ ସନ୍ତୁଷ୍ଟ ନହେବା ଏକ ମାନସିକ ରୋଗ। ଏହି ରୋଗ ଓସିଡି ସ୍ପେକ୍ଟ୍ରମ୍ ଡିସ୍‌ଅର୍ଡର ନାମରେ ମଧ୍ୟ ଜଣାଯାଏ।

ଏହାସହ ଚେହେରାକୁ ବାରମ୍ୱାର ଟାଣିବା, ଚୁଟି ଟାଣିବା ଏହି ରୋଗର ଲକ୍ଷଣ ମଧ୍ୟ। ଏଥିପାଇଁ ବାରମ୍ୱାର ଦର୍ପଣ ଦେଖିବା ଅଭ୍ୟାସରୁ ନିଜକୁ ଦୂରେଇ ରଖନ୍ତୁ।

Related story