Advertisment

ଜୀବନ ପାଇଁ ବିପଦ ହୋଇପାରେ ପିଲାବେଳେ ଲାଗିଥିବା ଆଘାତ

ଭୁବନେଶ୍ୱର: ସାଧାରଣତଃ ଆମେ ପିଲାବେଳେ ହୋଇଥିବା କ୍ଷତକୁ ଅଣଦେଖା କରିଥାଉ। ଏହାକୁ ଆମେ ଗୁରୁତ୍ୱର ଦେଇ ନ ଥାଉ। ନିକଟରେ ବ୍ରିଟିଶ୍‌ ଗବେଷକମାନେ ଗବେଷଣାରୁ ଜଣାପାରିଛନ୍ତି ଯେ ପିଲାବେଳେ ମସ୍ତିଷ୍କରେ ଲାଗିଥିବା କ୍ଷତ ଜୀବନ ପାଇଁ ବିପଦ ସୃଷ୍ଟି କରିପାରେ। ଏହା ଦ୍ୱାରା ମାନସିକ ରୋଗ ବ୍ୟତୀତ ଜୀବନ ଯିବାର ଆଶଙ୍କା ବୃଦ୍ଧି ପାଇଥାଏ। ଗବେଷଣାରୁ ଜଣାପଡ଼ିଛି ଯେ ଯେଉଁ ବ୍ୟକ୍ତିର ମସ୍ତିଷ୍କରେ ପିଲାବେଳେ ଛୋଟ କିମ୍ୱା ବଡ଼ ଧରଣର ଆଘାତ ହୋଇଥିବ ସେମାନେ ମାନସିକ ରୋଗରେ […]

ଅଦ୍ୟତନ ହୋଇଛି
ଜୀବନ ପାଇଁ ବିପଦ ହୋଇପାରେ ପିଲାବେଳେ ଲାଗିଥିବା ଆଘାତ

head

Advertisment

headଭୁବନେଶ୍ୱର: ସାଧାରଣତଃ ଆମେ ପିଲାବେଳେ ହୋଇଥିବା କ୍ଷତକୁ ଅଣଦେଖା କରିଥାଉ। ଏହାକୁ ଆମେ ଗୁରୁତ୍ୱର ଦେଇ ନ ଥାଉ। ନିକଟରେ ବ୍ରିଟିଶ୍‌ ଗବେଷକମାନେ ଗବେଷଣାରୁ ଜଣାପାରିଛନ୍ତି ଯେ ପିଲାବେଳେ ମସ୍ତିଷ୍କରେ ଲାଗିଥିବା କ୍ଷତ ଜୀବନ ପାଇଁ ବିପଦ ସୃଷ୍ଟି କରିପାରେ। ଏହା ଦ୍ୱାରା ମାନସିକ ରୋଗ ବ୍ୟତୀତ ଜୀବନ ଯିବାର ଆଶଙ୍କା ବୃଦ୍ଧି ପାଇଥାଏ।

Advertisment

ଗବେଷଣାରୁ ଜଣାପଡ଼ିଛି ଯେ ଯେଉଁ ବ୍ୟକ୍ତିର ମସ୍ତିଷ୍କରେ ପିଲାବେଳେ ଛୋଟ କିମ୍ୱା ବଡ଼ ଧରଣର ଆଘାତ ହୋଇଥିବ ସେମାନେ ମାନସିକ ରୋଗରେ ପଡ଼ିବାର ଆଶଙ୍କା ଅଧିକ ରହିଛି। ଏହି ବ୍ୟକ୍ତିମାନଙ୍କର ମାନସିକ ରୋଗ ହେବାର ସମ୍ଭାବନା ୫୦ ପ୍ରତିଶତ ଅଧିକ ରହିଥାଏ।  ଏପରି ବ୍ୟକ୍ତିମାନଙ୍କର ସମୟ ପୂର୍ବରୁ ମୃତ୍ୟୁ ହେବାର ଆଶଙ୍କା ଅଧିକ।

ଚେତାଶୂନ୍ୟ ହୋଇପଡୁଥିବା ଶିଶୁକୁ ଉପଯୁକ୍ତ ଚିକିତ୍ସା କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe