ଗହଣା ବାକ୍ସରେ ରଖୁଛନ୍ତି କି? ଜାଣନ୍ତୁ କେମିତି ରଖିଲେ ଆପଣଙ୍କ ଧନ ବଢିବ

Ordigital Desk
  • Published: Friday, 13 October 2017
  • , Updated: 13 October 2017, 12:45 PM IST
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର) : ଝିଅ ମାନେ ଗହଣା ପ୍ରିୟ। ସୁନାରେ ସଜେଇ ହେବାକୁ ସବୁ ଝିଅମାନେ ଭଲ ପାଆନ୍ତି । ଏଥିସହ ସୁନାରେ ଲକ୍ଷ୍ମୀ ବାସ କରନ୍ତି ବୋଲି ବିଶ୍ୱାସ ରହିଛି। କିନ୍ତୁ କିଛି ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ସୁନାରେ କଳି ମଧ୍ୟ ବାସ କରେ। ଥରେ ଯଦି ସୁନାରେ କଳି ବାସ କଲା ତେବେ ସୁନା ଆଉ କେବେ ବୃଦ୍ଧି ପାଇବନି। ତେଣୁ ସୁନାକୁ ଗହଣା ବାକ୍ସ କିମ୍ୱା ଆଲମାରିରେ ରଖିବା ପୂର୍ବରୁ ସାବଧାନ ହୋଇଯାଆନ୍ତୁ।</p> <p>ସୁନାକୁ ଗହଣା ବାକ୍ସରେ ରଖିବା ପୂର୍ବରୁ ଗୋଟେ ସାଧା କାଗଜରେ ୪ଟି ଅକ୍ଷର -&quot;ପରୀକ୍ଷିତ&quot; ଲେଖି ରଖନ୍ତୁ । ଏହି ୪ଟି ଅକ୍ଷର ଲେଖି ଏହି କାଗଜକୁ ଗହଣା ରଖୁଥିବା ବାକ୍ସରେ ରଖିଦିଅନ୍ତୁ ଯାହା ଦ୍ବାରା ସୁନାରେ କେବେ କଳି ପ୍ରବେଶ କରିବ ନାହିଁ ଓ ଧନର ବୃଦ୍ଧି ମଧ୍ୟ ଘଟିବ।</p>

Related story