ପ୍ରେମରେ ସଫଳତା ପାଇବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଉପାୟ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପ୍ରେମ ଓ କାମର ଆରାଧ୍ୟ ହେଉଛନ୍ତି ଶୁକ୍ର ଗ୍ରହ। ପ୍ରେମର ଦେବତା କାମଦେବ ବୋଲି ବିଶ୍ୱାସ ରହିଛି। ଶୁକ୍ର ଗ୍ରହ ଓ କାମଦେବଙ୍କୁ ପ୍ରସନ୍ନ କରିବା ପାଇଁ ଖାସ୍‌ ଉପାୟ ରହିଛି।  କାହାକୁ ଆକର୍ଷିତ କରିବାକୁ ଚାହୁଁଥିଲେ ଅବା ପ୍ରେମରେ ସଫଳତା ପାଇବାକୁ ଚାହୁଁଥିଲେ ଗୋଟିଏ ଉପାୟ ଆପଣେଇ ପାରିବେ। ଆସନ୍ତୁ ଜାଣିବା ଉପାୟଟି କ’ଣ? ଓଁ ନମୋ ଭଗବତେ କାମ-ଦେବାୟ ଶ୍ରୀ ସର୍ବ-ଜନ ପ୍ରୀୟାୟ  ସର୍ବ-ଜନ–ସମ୍ମୋହନାୟ ଜ୍ୱଳ ଜ୍ୱଳ, ପ୍ରଜ୍ୱଳ-ପ୍ରଜ୍ୱଳ, ହନ-ହନ, […]

love2

Rakesh Mallick
  • Published: Wednesday, 08 November 2017
  • , Updated: 08 November 2017, 01:18 PM IST

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପ୍ରେମ ଓ କାମର ଆରାଧ୍ୟ ହେଉଛନ୍ତି ଶୁକ୍ର ଗ୍ରହ। ପ୍ରେମର ଦେବତା କାମଦେବ ବୋଲି ବିଶ୍ୱାସ ରହିଛି। ଶୁକ୍ର ଗ୍ରହ ଓ କାମଦେବଙ୍କୁ ପ୍ରସନ୍ନ କରିବା ପାଇଁ ଖାସ୍‌ ଉପାୟ ରହିଛି।  କାହାକୁ ଆକର୍ଷିତ କରିବାକୁ ଚାହୁଁଥିଲେ ଅବା ପ୍ରେମରେ ସଫଳତା ପାଇବାକୁ ଚାହୁଁଥିଲେ ଗୋଟିଏ ଉପାୟ ଆପଣେଇ ପାରିବେ। ଆସନ୍ତୁ ଜାଣିବା ଉପାୟଟି କ’ଣ?

ଓଁ ନମୋ ଭଗବତେ କାମ-ଦେବାୟ ଶ୍ରୀ ସର୍ବ-ଜନ ପ୍ରୀୟାୟ  ସର୍ବ-ଜନ–ସମ୍ମୋହନାୟ ଜ୍ୱଳ ଜ୍ୱଳ, ପ୍ରଜ୍ୱଳ-ପ୍ରଜ୍ୱଳ, ହନ-ହନ, ବଦ-ବଦ, ତପ-ତପ, ସମ୍ମୋହୟ-ସମ୍ମୋହୟ, ସର୍ବ-ଜନଂ ମେ ବଶଂକୁରୁ-କୁରୁ ସ୍ୱାହା ।

କାମ ଦେବଙ୍କୁ ପ୍ରସନ୍ନ କରିବା ପାଇଁ ଏହି ମନ୍ତ୍ରକୁ ୨୧ଦିନ ଯାଏଁ ୧୦୮ଥର ସୂର୍ଯ୍ୟୋଦୟ ପୂର୍ବରୁ  ଏବଂ ରାତିରେ ଜପ କରିବାକୁ ପରାମର୍ଶ ଦିଆଯାଇଛି। ସତ୍‌ମନ ଓ ଧ୍ୟାନରେ ଏହି ମନ୍ତ୍ରକୁ ଜପ କଲେ କାମଦେବ ପ୍ରସନ୍ନ ହେବା ସହ ବ୍ୟକ୍ତି ସହଜରେ ଆକର୍ଷିତହୋଇଥାନ୍ତି ବୋଲି କୁହାଯାଏ। ଦାମ୍ପତ୍ୟ ଜୀବନରେ କଳି ଝଗଡା ଲାଗି ରହୁଥିଲେ ମଧ୍ୟ ଏହି ମନ୍ତ୍ର ଜପ କଲେ ସମସ୍ୟାର ସମାଧାନ ହୋଇଯିବ ବୋଲି ମଧ୍ୟ କୁହାଯାଏ।

ଆହୁରି ମଧ୍ୟ ପଢନ୍ତୁ: କାହିଁକି ୯ ନଭେମ୍ବର ବହୁତ ଖାସ୍? ଜାଣନ୍ତୁ କେଉଁ ରାଶିର ଲୋକଙ୍କ ସହିତ କ’ଣ ହୋଇପାରେ

Related story