୧୮ ଜୁଲାଇ, ମଙ୍ଗଳବାର: କେମିତି କଟିବ ଆଜିର ଦିନ

ମେଷ- ପଢ଼ାପଢ଼ିରେ ଉନ୍ନତି ହେବ। ଜୀବନସାଥୀଙ୍କ ସହଯୋଗ ମିଳିବ। ସନ୍ତାନସନ୍ତତିଙ୍କ ସହିତ ତାଳମେଳ ରଖିବା ଉପରେ ଧ୍ୟାନ ଦିଅନ୍ତୁ। ବୃଷ- ଚିନ୍ତା କମିବ। ରୋଜଗାରରେ ମନମୁତାବକ ସଫଳତା ମିଳିବ। ଅଚାନକ ଧନପ୍ରାପ୍ତି ହୋଇପାରେ। ମିଥୁନ- ଚାକିରିରେ ପରିବର୍ତ୍ତନ ହୋଇପାରେ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। କର୍କଟ- ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଗାଡ଼ି ଚଳାଇବା ବେଳେ ସତର୍କ ରୁହନ୍ତୁ। ସିଂହ- ଘରକୁ […]

zodaic

Rakesh Mallick
  • Published: Tuesday, 18 July 2017
  • , Updated: 18 July 2017, 07:36 AM IST

ମେଷ- ପଢ଼ାପଢ଼ିରେ ଉନ୍ନତି ହେବ। ଜୀବନସାଥୀଙ୍କ ସହଯୋଗ ମିଳିବ। ସନ୍ତାନସନ୍ତତିଙ୍କ ସହିତ ତାଳମେଳ ରଖିବା ଉପରେ ଧ୍ୟାନ ଦିଅନ୍ତୁ।

ବୃଷ- ଚିନ୍ତା କମିବ। ରୋଜଗାରରେ ମନମୁତାବକ ସଫଳତା ମିଳିବ। ଅଚାନକ ଧନପ୍ରାପ୍ତି ହୋଇପାରେ।

ମିଥୁନ- ଚାକିରିରେ ପରିବର୍ତ୍ତନ ହୋଇପାରେ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

କର୍କଟ- ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଗାଡ଼ି ଚଳାଇବା ବେଳେ ସତର୍କ ରୁହନ୍ତୁ।

ସିଂହ- ଘରକୁ ଅତିଥି ଆସି ପାରନ୍ତି। ଅଚନାକ ଧନପ୍ରାପ୍ତି ହୋଇପାରେ। ସମ୍ନାନିତ ହୋଇପାରନ୍ତି।

କନ୍ୟା- ଯିବାଆସିବା ବେଳେ ସତର୍କ ରୁହନ୍ତୁ, ନହେଲେ ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି। ବ୍ୟବସାୟରେ ସମସ୍ୟା ଦେଖାଯିବ। ଦୂର ସ୍ଥାନକୁ ଯାତ୍ରା ଯୋଗ ରହିଛି।

ତୁଳା- କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଦୂର ସ୍ଥାନକୁ ଯାତ୍ରା କରିବାର ଯୋଗ ରହିଛି। ସନ୍ତାନ ପ୍ରାପ୍ତିର ଯୋଗ ରହିଛି।

ବିଛା- ବୈବାହିକ ଜୀବନରେ ସମସ୍ୟା ଦେଖାଯାଇପାରେ। ଅଟକି ରହିଥିବା ଅର୍ଥ ପାଇ ପାରନ୍ତି। କୌଣସି ସ୍ଥାନକୁ ଆଜି ଯାତ୍ରା କରନ୍ତୁ ନାହିଁ।

ଧନୁ- ପ୍ରିୟଜନଙ୍କୁ ଭେଟି ପାରନ୍ତି। ଖାଇବା-ପିଇବା ପ୍ରତି ଧ୍ୟାନ ଦିଅନ୍ତୁ। କୌଣସି ସ୍ଥାନକୁ ଯାତ୍ରା କରିବାର କାର୍ଯ୍ୟକ୍ରମ ଥିଲେ ବାତିଲ କରି ଦିଅନ୍ତୁ।

ମକର- ବ୍ୟବସାୟରେ ଲାଭ ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ। ବିଦେଶ ଯାତ୍ରା କରିବାର ଯୋଗ ରହିଛି।

କୁମ୍ଭ- ନୂଆ ଚାକିରି ମିଳିବ। ଧନଲାଭର ଯୋଗ ରହିଛି। ସମ୍ମାନିତ ହୋଇପାରନ୍ତି।

ମୀନ- ସଂପତ୍ତି ଜନିତ ବିବାଦର ସମାଧାନ ହେବ। ଆର୍ଥିକ ଲାଭ ହେବ। ଉଚ୍ଚ ଅଧିକାରୀ ଅବା ସହକର୍ମୀଙ୍କ ସହ ଯୁକ୍ତିତର୍କ କରନ୍ତୁ ନାହିଁ।

Related story