୧୯ ଜୁଲାଇ, ବୁଧବାର: କେମିତି କଟିବ ଆଜିର ଦିନ

ମେଷ- ଖର୍ଚ୍ଚାନ୍ତ ହେବେ। ଯାତ୍ରା ଯୋଗ ରହିଛି। ବାଦବିବାଦରୁ ଦୂରେଇ ରୁହନ୍ତୁ। ବୃଷ-ବୈବାହିକ ଜୀବନରେ ସୁଧାର ଆସିବ। ଚାକିରିରେ ଉନ୍ନତି ହେବ। ଜମିବାଡ଼ି, ଘର ଆଦି କିଣିପାରନ୍ତି। ମିଥୁନ- ଧନ ବଢ଼ିବ। ଦୂର ସ୍ଥାନକୁ ଯାତ୍ରା ଯୋଗ ରହିଛି। କାର୍ଯ୍ୟକାରୀ ହେବା ପୂର୍ବରୁ ଯୋଜନାଗୁଡ଼ିକୁ କାହା ଆଗରେ ପ୍ରକାଶ କରନ୍ତୁ ନାହିଁ। କର୍କଟ- ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଗାଡ଼ି ଚଳାଇବା ବେଳେ ସତର୍କ ରୁହନ୍ତୁ। ସିଂହ- ସନ୍ତାନସନ୍ତତିଙ୍କୁ ସଫଳତା ମିଳିବ। […]

zodaic

Rakesh Mallick
  • Published: Wednesday, 19 July 2017
  • , Updated: 19 July 2017, 07:44 AM IST

ମେଷ- ଖର୍ଚ୍ଚାନ୍ତ ହେବେ। ଯାତ୍ରା ଯୋଗ ରହିଛି। ବାଦବିବାଦରୁ ଦୂରେଇ ରୁହନ୍ତୁ।

ବୃଷ-ବୈବାହିକ ଜୀବନରେ ସୁଧାର ଆସିବ। ଚାକିରିରେ ଉନ୍ନତି ହେବ। ଜମିବାଡ଼ି, ଘର ଆଦି କିଣିପାରନ୍ତି।

ମିଥୁନ- ଧନ ବଢ଼ିବ। ଦୂର ସ୍ଥାନକୁ ଯାତ୍ରା ଯୋଗ ରହିଛି। କାର୍ଯ୍ୟକାରୀ ହେବା ପୂର୍ବରୁ ଯୋଜନାଗୁଡ଼ିକୁ କାହା ଆଗରେ ପ୍ରକାଶ କରନ୍ତୁ ନାହିଁ।

କର୍କଟ- ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଗାଡ଼ି ଚଳାଇବା ବେଳେ ସତର୍କ ରୁହନ୍ତୁ।

ସିଂହ- ସନ୍ତାନସନ୍ତତିଙ୍କୁ ସଫଳତା ମିଳିବ। ମାନସମ୍ମାନ ମିଳିବ। ପୁରସ୍କାର ମିଳିବ।

କନ୍ୟା- ବିବାଦର ସମାଧାନ ହେବ। କାମର ବୋଝ କମ୍ ରହିବ। ନିଜ ଲୋକମାନଙ୍କୁ ନିଶ୍ଚିତ ସହଯୋଗ କରନ୍ତୁ।

ତୁଳା- ସ୍ୱାସ୍ଥ୍ୟ ପ୍ରସଙ୍ଗରେ ଅବହେଳା କରନ୍ତୁ ନାହିଁ। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଗୁଡ଼ିକୁ ଘୁଞ୍ଚାନ୍ତୁ ନାହିଁ। ସେଗୁଡ଼ିକୁ ଆଜି ଶେଷ କରନ୍ତୁ। ଯିବାଆସିବା ବେଳେ ସତର୍କତା ଅବଲମ୍ବନ କରନ୍ତୁ।

ବିଛା- କିଛି ସଂପତ୍ତି କିଣି ପାରନ୍ତି। ଖାଇବାପିଇବା ଉପରେ ଧ୍ୟାନ ଦିଅନ୍ତୁ। ଚାକିରି ଆଦିରେ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ରୁହନ୍ତୁ।

ଧନୁ- ଦୁର୍ଘଟଣାଗ୍ରସ୍ତ ହୋଇପାରନ୍ତି। ଶାନ୍ତି ବଜାୟ ରଖନ୍ତୁ। ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ବିଶେଷ ଧ୍ୟାନ ଦିଅନ୍ତୁ।

ମକର- ସ୍ୱାସ୍ଥ୍ୟ ଭଲ ରହିବ। ସମସ୍ୟା କମିବ। କାହାକୁ ଅର୍ଥ ଦିଅନ୍ତୁ ନାହିଁ।

କୁମ୍ଭ- ଖର୍ଚ୍ଚ ବଢ଼ିପାରେ। ତେଣୁ ବୁଝିବିଚାରି ଖର୍ଚ୍ଚ କରନ୍ତୁ। କୌଣସି ମହିଳାଙ୍କ ସହଯୋଗ ମିଳିବ।

ମୀନ- ପରିବାରରେ ସୁଖସମୃଦ୍ଧି ବଢ଼ିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହେବ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

Related story