ଆସନ୍ତୁ ଜାଣିବା ଆଜି ଜ୍ୟେଷ୍ଠ ପୂର୍ଣ୍ଣିମାରେ କେଉଁ କାମ କଲେ ମନକୁ ଶାନ୍ତି  ସହ ଧନ ପ୍ରାପ୍ତି ହୁଏ

ସାଧାରଣତଃ ହିନ୍ଦୁ ଧର୍ମରେ ଜ୍ୟେଷ୍ଠ ମାସର ପୂର୍ଣ୍ଣିମାକୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଇଥାଏ। ଆଜି ହେଉଛି ସେହି ପବିତ୍ର ଦିନ। ଏହି ପବିତ୍ର ଦିନରେ ସମସ୍ତଙ୍କ ମନ କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଆସନ୍ତୁ ଜାଣିବା ଆଜିର ଏହି ପବିତ୍ର ଦିନରେ କେଉଁ କାମ କଲେ ଆପଣଙ୍କ ଉପରେ ମା’ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ପଡ଼ିବ। *  ଏହି ଦିନ ସକାଳେ ଉଠି ପ୍ରଥମେ ଗଙ୍ଗା ସ୍ନାନ କରିବା ପରେ ମହାଲକ୍ଷ୍ମୀଙ୍କୁ ଆରଧନା କରି […]

purnima

Rakesh Mallick
  • Published: Friday, 09 June 2017
  • , Updated: 09 June 2017, 10:32 AM IST

ସାଧାରଣତଃ ହିନ୍ଦୁ ଧର୍ମରେ ଜ୍ୟେଷ୍ଠ ମାସର ପୂର୍ଣ୍ଣିମାକୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଇଥାଏ। ଆଜି ହେଉଛି ସେହି ପବିତ୍ର ଦିନ। ଏହି ପବିତ୍ର ଦିନରେ ସମସ୍ତଙ୍କ ମନ କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଆସନ୍ତୁ ଜାଣିବା ଆଜିର ଏହି ପବିତ୍ର ଦିନରେ କେଉଁ କାମ କଲେ ଆପଣଙ୍କ ଉପରେ ମା’ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ପଡ଼ିବ।

*  ଏହି ଦିନ ସକାଳେ ଉଠି ପ୍ରଥମେ ଗଙ୍ଗା ସ୍ନାନ କରିବା ପରେ ମହାଲକ୍ଷ୍ମୀଙ୍କୁ ଆରଧନା କରି ମିଠା ଦ୍ରବ୍ୟର ଭୋଗ ଚଢ଼ାନ୍ତୁ।

* ଲକ୍ଷ୍ମୀଙ୍କ ମହାମନ୍ତ୍ର ଜପ କରନ୍ତୁ। ଫଳରେ ମା’ ପ୍ରସନ୍ନ ହେବା ସହ ଆପଣଙ୍କ ମନକାମନା ପୂର୍ଣ୍ଣ କରିଥାନ୍ତି।

*ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଯେ କୌଣସି ମନ୍ଦିରକୁ  ଝାଡୁ ଦାନ କରିବା ଶୁଭ ବୋଲି କୁହାଯାଏ। ହିନ୍ଦୁ ଧର୍ମରେ ଝାଡ଼ୁକୁ ଲୋକେ ମା’ ଲକ୍ଷ୍ମୀଙ୍କ ସହିତ ଯୋଡ଼ି ଦେଖନ୍ତି।

* ଏହି ପବିତ୍ର ଦିନରେ ଶିବ ଲିଙ୍ଗରେ ଦୁଗ୍ଧ ଅର୍ପଣ କରିବା ଦ୍ୱାରା ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ।

ରିପୋର୍ଟ ଓ ଫଟୋ- ଦୈନିକ ଜାଗରଣ

Related story