ଜାଣନ୍ତୁ କେଉଁ ଦିନ ଚୁଟି କାଟିବା ମନା

Ordigital Desk
  • Published: Thursday, 02 November 2017
  • , Updated: 02 November 2017, 12:44 PM IST
<p>ଭୁବନେଶ୍ୱବ (ଓଡ଼ିଶା ରିପୋର୍ଟର): ଚୁଟି କାଟିବା ସମୟରେ ଆମେ କିଛି ମାନୁନା। ସାଧାରଣତଃ ଝିଅମାନେ ଗୁରୁବାର ଦିନ ଲକ୍ଷ୍ମୀଙ୍କ ବାର ମାନି ଚୁଟି କିମ୍ବା ନଖ କାଟନ୍ତିନି। ହେଲେ ପୁରୁଷମାନେ ଏସବୁ କିଛି ମାନନ୍ତିନାହିଁ। କିନ୍ତୁ ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ପୁରୁଷ ହେଉ ଅବା ମହିଳା ସମସ୍ତଙ୍କୁ ଚୁଟି କାଟିବା କ୍ଷେତ୍ରରେ କିଛିଟା ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଏମିତି କିଛି ନିର୍ଦ୍ଦିଷ୍ଟ ଦିନ ରହିଛି ଯେଉଁ ଦିନମାନଙ୍କରେ ଚୁଟି କାଟିବା ଅନୁଚିତ। ପୂର୍ଣ୍ଣିମା, ଅମାବାସ୍ୟା, ସଂକ୍ରାନ୍ତି,ଏକାଦଶୀ, ନିଜ ଜନ୍ମଦିନ ଓ ପିତୃ ପୁରୁଷଙ୍କୁ ପିଣ୍ଡଦାନ କରୁଥିବା ଦିନ ଚୁଟି କାଟିବା ଅନୁଚିତ। ଏହି ଦିନମାନଙ୍କରେ ଚୁଟି କାଟିବାଦ୍ୱାରା ଅଶୁଭ ହୋଇଥାଏ।</p>

Related story