ହାତରେଖା କହିବ,ପୁଅ ହେବ ନା ଝିଅ

କେଉଁ ଆବହମାନ କାଳରୁ ହସ୍ତରେଖା ଉପରେ ଲୋକଙ୍କ ବିଶ୍ୱାସ ରହିଛି। ଲୋକେ ନିଜର ହସ୍ତରେଖା ଦେଖି ଭବିଷ୍ୟତ ଓ ବ୍ୟକ୍ତିତ୍ୱ ଜାଣିଥାନ୍ତି। କିନ୍ତୁ ଜାଣିଛନ୍ତି କି, ଆମ ହସ୍ତରେ ଏପରି କିଛି ରେଖା ଅଛି, ଯାହା ଦେଖି ଆମର ସନ୍ତାନ ଓ ତା’ର ଲିଙ୍ଗ ବିଷୟରେ ଜାଣିପାରିବା। ଆସନ୍ତୁ ଜାଣିବା ଏପରି ରେଖା ସଂପର୍କରେ। ହାତ ପାପୁଲିର କନିଷ୍ଠ ଆଙ୍ଗୁଳି ବା ଛୋଟ ଆଙ୍ଗୁଳିର ସିଧାରେ ବା ବୈବାହିକ ରେଖା ଉପରେ ସନ୍ତାନ ରେଖା ରହିଥାଏ। ଏହାଦ୍ୱାରା […]

number-of-child

Rakesh Mallick
  • Published: Sunday, 25 June 2017
  • , Updated: 25 June 2017, 10:58 AM IST

କେଉଁ ଆବହମାନ କାଳରୁ ହସ୍ତରେଖା ଉପରେ ଲୋକଙ୍କ ବିଶ୍ୱାସ ରହିଛି। ଲୋକେ ନିଜର ହସ୍ତରେଖା ଦେଖି ଭବିଷ୍ୟତ ଓ ବ୍ୟକ୍ତିତ୍ୱ ଜାଣିଥାନ୍ତି। କିନ୍ତୁ ଜାଣିଛନ୍ତି କି, ଆମ ହସ୍ତରେ ଏପରି କିଛି ରେଖା ଅଛି, ଯାହା ଦେଖି ଆମର ସନ୍ତାନ ଓ ତା’ର ଲିଙ୍ଗ ବିଷୟରେ ଜାଣିପାରିବା। ଆସନ୍ତୁ ଜାଣିବା ଏପରି ରେଖା ସଂପର୍କରେ।

ହାତ ପାପୁଲିର କନିଷ୍ଠ ଆଙ୍ଗୁଳି ବା ଛୋଟ ଆଙ୍ଗୁଳିର ସିଧାରେ ବା ବୈବାହିକ ରେଖା ଉପରେ ସନ୍ତାନ ରେଖା ରହିଥାଏ। ଏହାଦ୍ୱାରା ସନ୍ତାନ ଓ ସନ୍ତତି ବିଷୟରେ ଜାଣିପାରିଥାଉ ।

୧-ଯେଉଁ ବ୍ୟକ୍ତିର ହାତ ପାପୁଲିରେ ଥିବା ସନ୍ତାନ ରେଖା ବିଭାଜିତ ହୋଇଥାଏ। ସେମାନଙ୍କର ଯାଆଁଳା ସନ୍ତାନ ହେବାର ସମ୍ଭାବନା ଥାଏ।

୨- ଜ୍ୟୋତିବିଜ୍ଞାନ କହୁଛି, ଯେଉଁ ବ୍ୟକ୍ତିର ସନ୍ତାନ ରେଖା ସ୍ପଷ୍ଟ ଭାବରେ ଦେଖାଯାଏ। ସେମାନଙ୍କର ପୁତ୍ର ସନ୍ତାନ ଜନ୍ମ ହୋଇଥାଏ।

୩- ଯେଉଁମାନଙ୍କ ସନ୍ତାନ ରେଖା ପତଳା ହୋଇଥାଏ। ସେମାନଙ୍କର କନ୍ୟା ସନ୍ତାନ ଜନ୍ମ ହୁଏ।

୪- ଯେଉଁ ବ୍ୟକ୍ତିର ସନ୍ତାନ ରେଖା ଆରମ୍ଭରୁ ମୋଡି ମୋଡି ହୋଇଥାଏ। ସେମାନଙ୍କର ଦୁର୍ବଳ ସନ୍ତାନ ଜନ୍ମ ହୋଇଥାନ୍ତି। ଜନ୍ମ ହେବା ଦିନ ଠାରୁ  ବହୁତଥର ରୋଗରେ ପଡ଼ିଥାନ୍ତି।

ସୌଜନ୍ୟ -ୟଙ୍ଗିସ୍ତାନ

ଫଟୋ-ୟଙ୍ଗିସ୍ତାନ

 

 

 

Related story