ଆବଶ୍ୟକ ସାମଗ୍ରୀ: ଆମ୍ବ, ଛେନା, ଗୋଲାପ ଏସେନ୍ସ, ଚିନି, ପେସ୍ତା ବାଦାମ ଓ ଆଲ୍ମଣ୍ଡ୍
ଆବଶ୍ୟକ ସାମଗ୍ରୀ: ଆମ୍ବ, ଛେନା, ଗୋଲାପ ଏସେନ୍ସ, ଚିନି, ପେସ୍ତା ବାଦାମ ଓ ଆଲ୍ମଣ୍ଡ୍ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ଛେନା, ଚିନି ଓ ଗୋଲାପ ଏସେନ୍ସ ମିଶାଇ ଭଲ ଭାବେ ଚକଟି ଦିଅନ୍ତୁ। ବର୍ତ୍ତମାନ ଆମ୍ବକୁ ଛେଲି ସେଥିରେ ଅଳ୍ପ ପାଣି ଦେଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହା ପରେ ଛେନା ମିଶ୍ରଣକୁ ଏକ ପ୍ଲେଟ୍ ଉପରେ ଖେଳାଇ ପକାନ୍ତୁ। ଏହା ଉପରେ ଆମ୍ବ ମିଶ୍ରଣକୁ ବି ଖେଳାଇ ପକାନ୍ତୁ। ତା’ ଉପରେ […]
mango
ଆବଶ୍ୟକ ସାମଗ୍ରୀ: ଆମ୍ବ, ଛେନା, ଗୋଲାପ ଏସେନ୍ସ, ଚିନି, ପେସ୍ତା ବାଦାମ ଓ ଆଲ୍ମଣ୍ଡ୍