ନିଦ୍ରା ବଢାଇ ପାରେ ଚିରନିଦ୍ରାର ଆଶଙ୍କା:ସାଂଘାତିକ ତଥ୍ୟ, ଛୁଟିଦିନରେ ଶୋଇଲେ ହୃଦଘାତ ହୋଇପାରେ

ନୂଆଦିଲ୍ଲୀ: ଛୁଟିଦିନରେ ଅଧତ୍କ ସମୟ ପର୍ଯ୍ୟନ୍ତ ଶୋଇବା ପସନ୍ଦ କରୁଛନ୍ତି କି ? ତେବେ ସାବଧାନ। ଏହି ଅଭ୍ୟାସ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି କ୍ଷତି ହୋଇପାରେ। ନିକଟରେ ହୋଇଥିବା ଏକ ଗବେଷଣା ଅନୁସାରେ ଅଧତ୍କ ଶୋଇଲେ ହୃତଜନିତ ସମସ୍ୟା ଦେଖା ଯାଇଥାଏ। ଏହି ଗବେଷଣାରୁ ଜଣାଯାଇଛି  ଯେ ଅନ୍ୟଦିନ ଅପେକ୍ଷା ଛୁଟି ଦିନରେ ଅଧତ୍କ ଶୋଇବା ଦ୍ୱାରା ୧୧ପ୍ରତିଶତ ଅଧତ୍କ  ହୃଦ୍‌ଘାତ ହେବାର ଆଶଙ୍କା ରହିଛି। ଏହି ସମସ୍ୟାକୁ ସୋସଲ ଜେଟ ଲେଗ୍ ନାମ ଦିଆଯାଇଛି। ଏହାଦ୍ୱାରା […]

sleeping

Rakesh Mallick
  • Published: Tuesday, 06 June 2017
  • , Updated: 06 June 2017, 04:34 PM IST

ନୂଆଦିଲ୍ଲୀ: ଛୁଟିଦିନରେ ଅଧତ୍କ ସମୟ ପର୍ଯ୍ୟନ୍ତ ଶୋଇବା ପସନ୍ଦ କରୁଛନ୍ତି କି ? ତେବେ ସାବଧାନ। ଏହି ଅଭ୍ୟାସ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି କ୍ଷତି ହୋଇପାରେ। ନିକଟରେ ହୋଇଥିବା ଏକ ଗବେଷଣା ଅନୁସାରେ ଅଧତ୍କ ଶୋଇଲେ ହୃତଜନିତ ସମସ୍ୟା ଦେଖା ଯାଇଥାଏ। ଏହି ଗବେଷଣାରୁ ଜଣାଯାଇଛି  ଯେ ଅନ୍ୟଦିନ ଅପେକ୍ଷା ଛୁଟି ଦିନରେ ଅଧତ୍କ ଶୋଇବା ଦ୍ୱାରା ୧୧ପ୍ରତିଶତ ଅଧତ୍କ  ହୃଦ୍‌ଘାତ ହେବାର ଆଶଙ୍କା ରହିଛି। ଏହି ସମସ୍ୟାକୁ ସୋସଲ ଜେଟ ଲେଗ୍ ନାମ ଦିଆଯାଇଛି। ଏହାଦ୍ୱାରା ମୁଡ୍ ଖରାପ ହେବା ସହ ଅନିଦ୍ରା, ଥକ୍କାପଣ ଓ ସ୍ୱାସ୍ଥ୍ୟ ଖରାପ  ହୋଇଥାଏ।

ଆମେରିକା ଏକାଡେମୀ ଅଫ୍ ସ୍ଲିପ୍ ମେଡିସିନ୍‌ଙ୍କ ମତରେ ସୁସ୍ଥ ରହିବା ପାଇଁ ପ୍ରତିଦିନ ୭ରୁ ୮ ଘଣ୍ଟା ଶୋଇବା ଜରୁରୀ। ସ୍ଲିପ୍ ଜର୍ନଲ ନାମକ ପତ୍ରିକାରେ ପ୍ରକାଶ ପାଇଥିବା ଅନ୍ୟ ଏକ ଗବେଷଣାରୁ ଜଣାପଡିଛି  ଯେ ଅଧତ୍କ ଶୋଇବା ଦ୍ୱାରା ହୃଦଘାତ ଓ ସ୍ୱାସ୍ଥ୍ୟଜନିତ ସମସ୍ୟା ହୋଇଥାଏ।

Related story