ଜାଣନ୍ତୁ କେମିତି ତିଆରି ହୁଏ ଡ୍ରାଏଫ୍ରୁଟ୍‌ ଚକୋଲେଟ୍‌ ବର୍ଫି

ଆବଶ୍ୟକ ସାମଗ୍ରୀ: ଘିଅ,  ଖୁଆ, ମିଲ୍କ ଚକୋଲେଟ୍‌, ରୋଷ୍ଟେଡ୍‌ ଆଲମଣ୍ଡ,  ଅଖରୋଟ୍‌,  ଚିନି ପାଉଡର,  ବ୍ରେଡ୍‌ କ୍ରମ୍ବସ୍‌,  କୋକୋନଟ୍‌ ପାଉଡର, କଟା ସପୁରୀ,  ରୋଷ୍ଟେଡ୍‌ କାଜୁ, ଅଳେଇଚ ଗୁଣ୍ଡ, ପିସ୍ତା ବାଦାମ, ଗୋଲାପ ଜଳ ଓ କେୱରା ଏସେନ୍ସ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ଘିଅ, ବ୍ରେଡ୍‌ କ୍ରମ୍ବସ୍‌, କୋକୋନଟ୍‌ ପାଉଡର ଓ ମିଲ୍କ ଚକୋଲେଟ୍‌କୁ ଏକ ପାତ୍ରରେ ଭଲ ଭାବେ ମିଶାନ୍ତୁ। ଏଥିରେ ସପୁରୀ, ବାଦାମ, ଅଖରୋଟ୍‌, ପିସ୍ତା ଓ କାଜୁ ପକାନ୍ତୁ। ଏବେ ଏଥିରେ ଚିନି ପାଉଡର, […]

burfii

Chinmayee Roy
  • Published: Thursday, 27 June 2019
  • , Updated: 27 June 2019, 02:13 PM IST

ଆବଶ୍ୟକ ସାମଗ୍ରୀ: ଘିଅ,  ଖୁଆ, ମିଲ୍କ ଚକୋଲେଟ୍‌, ରୋଷ୍ଟେଡ୍‌ ଆଲମଣ୍ଡ,  ଅଖରୋଟ୍‌,  ଚିନି ପାଉଡର,  ବ୍ରେଡ୍‌ କ୍ରମ୍ବସ୍‌,  କୋକୋନଟ୍‌ ପାଉଡର, କଟା ସପୁରୀ,  ରୋଷ୍ଟେଡ୍‌ କାଜୁ, ଅଳେଇଚ ଗୁଣ୍ଡ, ପିସ୍ତା ବାଦାମ, ଗୋଲାପ ଜଳ ଓ କେୱରା ଏସେନ୍ସ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ଘିଅ, ବ୍ରେଡ୍‌ କ୍ରମ୍ବସ୍‌, କୋକୋନଟ୍‌ ପାଉଡର ଓ ମିଲ୍କ ଚକୋଲେଟ୍‌କୁ ଏକ ପାତ୍ରରେ ଭଲ ଭାବେ ମିଶାନ୍ତୁ। ଏଥିରେ ସପୁରୀ, ବାଦାମ, ଅଖରୋଟ୍‌, ପିସ୍ତା ଓ କାଜୁ ପକାନ୍ତୁ। ଏବେ ଏଥିରେ ଚିନି ପାଉଡର, ଅଳେଇଚ ଗୁଣ୍ଡ, ଗୋଲାପ ଜଳ ଓ କେୱରା ଏସେନ୍ସ ମିଶାନ୍ତୁ। ଏହି ମିଶ୍ରଣକୁ ବେକିଂ ଟ୍ରେରେ ରଖି  ଓଭାନରେ ୧୫ ମିନିଟ୍‌ ଯାଏ ରଖନ୍ତୁ। ପରେ ଏହାକୁ ବାହାର କରି ଟାଣ ହେବାକୁ ଖୋଲା ଛାଡ଼ି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଚକୋଲେଟ୍‌ ଡ୍ରାଏଫ୍ରୁଟ୍‌ ବର୍ଫି। ଏହାକୁ ମନ ପସନ୍ଦର ଆକାରରେ କାଟି ଉପରେ ଡ୍ରାଏଫ୍ରୁଟ୍ସ ସଜାଇ ସର୍ଭ କରନ୍ତୁ।

Related story