ଆବଶ୍ୟକ ସାମଗ୍ରୀ: ଚିକେନ, ଗୋଟା ଧନିଆ , କଞ୍ଚା ଲଙ୍କା, ଅଦା-ରସୁଣ ବଟା, ପିଆଜ କଟା, ତେଲ, ଭୃସଙ୍ଗ ପତ୍ର, ଧନିଆ ଗୁଣ୍ଡ, ହଳଦୀ ଗୁଣ୍ଡ, ନଡିଆ ରସ, ଲେମ୍ବୁ ରସ ଓ ଲୁଣ।
ଆବଶ୍ୟକ ସାମଗ୍ରୀ: ଚିକେନ, ଗୋଟା ଧନିଆ , କଞ୍ଚା ଲଙ୍କା, ଅଦା-ରସୁଣ ବଟା, ପିଆଜ କଟା, ତେଲ, ଭୃସଙ୍ଗ ପତ୍ର, ଧନିଆ ଗୁଣ୍ଡ, ହଳଦୀ ଗୁଣ୍ଡ, ନଡିଆ ରସ, ଲେମ୍ବୁ ରସ ଓ ଲୁଣ। ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ଚିକେନ୍କୁ ଭଲଭାବେ ପରିଷ୍କାର କରି ଧୋଇ ଲୁଣ ଓ ଲେମ୍ବୁରସ ଗୋଳେଇ କିଛି ସମୟ ରଖିଦିଅନ୍ତୁ। ଏବେ ଏକ କଡ଼େଇରେ ତେଲ ଗରମ କରି ସେଥିରେ ଭୃସୁଙ୍ଗ ପତ୍ର, କଞ୍ଚାଲଙ୍କା, ଧନିଆ ପକାଇ ଭାଜନ୍ତୁ। ଏବେ ଏଥିରେ କଟା ପିଆଜ […]
CHKN
ଆବଶ୍ୟକ ସାମଗ୍ରୀ: ଚିକେନ, ଗୋଟା ଧନିଆ , କଞ୍ଚା ଲଙ୍କା, ଅଦା-ରସୁଣ ବଟା, ପିଆଜ କଟା, ତେଲ, ଭୃସଙ୍ଗ ପତ୍ର, ଧନିଆ ଗୁଣ୍ଡ, ହଳଦୀ ଗୁଣ୍ଡ, ନଡିଆ ରସ, ଲେମ୍ବୁ ରସ ଓ ଲୁଣ।