ମେଷ : ଯେ କୌଣସି କାର୍ଯ୍ୟ ଲାଗି କରିଥିବା ଉଦ୍ୟମରେ ସଫଳ ହେବେ ।ସମାଜରେ ମାନ-ସମ୍ମାନ ପାଇବେ। ଆର୍ଥିକ ସ୍ଥିତି ସ୍ୱଛଳ ରହିବ। ନିଜ ଗୁରୁଙ୍କ ପ୍ରତି ଆସ୍ଥା ବଢିବ।
ବୃଷ : କାର୍ଯ୍ୟ ବ୍ୟସ୍ତରେ ରହିବେ। ପରିଶ୍ରମ ଅନୁପାତରେ ଲାଭ କମ୍ ପାଇବେ। ଆପଣଙ୍କ ମଧ୍ୟରେ ମାନସିକ ଅଶାନ୍ତି ବଢିବ। ବ୍ୟବହାରରେ ଶାଳୀନତା ରଖନ୍ତୁ ।
ମିଥୁନ : ମାନସିକ ଶାରୀରିକ ଦୃଷ୍ଟିରୁ ସୁସ୍ଥ ଅନୁଭବ କରିବେ। ସାମାଜିକ କାର୍ଯ୍ୟରେ ସମୟ ଦେବେ। ଜନସମର୍ଥନ ପାଇବା ଦ୍ୱାରା ଖୁସି ରହିବେ।
କର୍କଟ : ବେପାର ବୃତ୍ତିରୁ ଲାଭ କମ୍ ପାଇବେ। ବନ୍ଧୁ ବିଶ୍ୱାସଘାତକତା କରିବେ। ଲାଗିରହିଥିବା ବିବାଦ ଜଟିଳ ହେବ ।
ସିଂହ : ରାଜନୀତିରେ ପ୍ରତିଷ୍ଠା ବଢିବ। ବହୁ ଦିନର ଆଶା ପୂରଣ ହେବ ।ବାକିଆ ଅର୍ଥ ଫେରିପାଇବେ। ଦୂର ଯାତ୍ରା କରିପାରନ୍ତି ।
କନ୍ୟା : ଚାକିରି ବୃତ୍ତିରେ ଶୃଙ୍ଖଳା ଦେଖାଦବ।ବେତନ ବୃଦ୍ଧି ଓ ପଦେ।ନ୍ନତିର ପୂର୍ବଭାସ ପାଇବେ । ସମାଜରେ ପତିଆରା ବଢିବ ।
ତୁଳା : ଧର୍ମ କର୍ମରେ ବିଘ୍ନ ଘଟିପାରେ। ସଫଳତାର ପାହାଚ ଚଢିବା ପାଇଁ ଭାବି ଚିନ୍ତି କାମ କରନ୍ତୁ ।
ବିଛା : ପରିବାର ମଧ୍ୟରେ କେ।ଣଷି ଅଘଟଣ ଘଟିପାରେ । ଆପଣଙ୍କ ମଧ୍ୟରେ ମାନସିକ ଚିନ୍ତା ବଢିବ । ପ୍ରଗତିର ଗତିରେ।ଧ ହେବ ।
ଧନୁ : କାର୍ଯ୍ୟ ଓ ବ୍ୟବସାୟରୁ ଆଶାତୀତ ଲାଭ ପାଇବେ । ବଂଧୁ ମିଳନ ହେ।ଇପାରେ।
ମକର : କର୍ମ କ୍ଷେତ୍ରରେ ସଫଳତା ପାଇବେ । ଆର୍ଥକ ମଜଭୂତ ହେବ। ଶତ୍ରୁ ବଢିପାରେ।
କୁମ୍ଭ : ସୁସ୍ଥ ମସ୍ତିଷ୍କ ଓ ସ୍ଥିର ଚିତ୍ତରେ କାମ କରନ୍ତୁ। କାହାର ଉପରେ ଆବଶ୍ୟକତା ଠାରୁ ଅଧିକ ଭରଷା କରନ୍ତୁ ନ।ହିଁ । ଅଯଥା ଖର୍ଚ୍ଚର ସମ୍ଭାବନା ରହିଛି । ମୀନ ବେପାରରୁ ଲାଭ କମ୍ ପାଇବେ । ଅଯଥା କଳହରୁ ନିବୃତ ରୁହନ୍ତୁ । ବିପଦପୂର୍ଣ୍ଣ କାମ କରନ୍ତୁ ନାହିଁ ।