୨୧ ଜୁଲାଇ, ଶୁକ୍ରବାର: କେମିତି କଟିବ ଆଜିର ଦିନ

ମେଷ- ମାନସମ୍ନାନ ମିଳିବ। ବ୍ୟବସାୟରେ ଲାଭ ମିଳିବ। ଯାନବାହନ କିଣିବାର ଯୋଗ ରହିଛି। ବୃଷ- ସନ୍ତାନ ପ୍ରାପ୍ତିର ଯୋଗ ରହିଛି। ରୋଜଗାରରେ ସଫଳତା ମିଳିବ। ଆର୍ଥିକ ଲାଭ ମିଳିପାରେ। ମିଥୁନ- ଚାକିରିରେ ପରିବର୍ତ୍ତନ ହୋଇପାରେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। କର୍କଟ- ଜୀବନସାଥୀଙ୍କ ଉନ୍ନତି ହେବ। ସଂପତ୍ତିଲାଭ ଯୋଗ ରହିଛି। ଧନଲାଭ ହେବ। ସିଂହ- ବାଦବିବାଦରୁ ଦୂରେଇ ରୁହନ୍ତୁ। କର୍ମକ୍ଷେତ୍ରରେ ଉଚ୍ଚପଦାଧିକାରୀଙ୍କ ସହ ଯୁକ୍ତିତର୍କ ହୋଇପାରେ। ସନ୍ତାନସନ୍ତତିଙ୍କ ଆଡୁ କିଛି […]

zodaic

Rakesh Mallick
  • Published: Friday, 21 July 2017
  • , Updated: 21 July 2017, 08:31 AM IST

ମେଷ- ମାନସମ୍ନାନ ମିଳିବ। ବ୍ୟବସାୟରେ ଲାଭ ମିଳିବ। ଯାନବାହନ କିଣିବାର ଯୋଗ ରହିଛି।

ବୃଷ- ସନ୍ତାନ ପ୍ରାପ୍ତିର ଯୋଗ ରହିଛି। ରୋଜଗାରରେ ସଫଳତା ମିଳିବ। ଆର୍ଥିକ ଲାଭ ମିଳିପାରେ।

ମିଥୁନ- ଚାକିରିରେ ପରିବର୍ତ୍ତନ ହୋଇପାରେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

କର୍କଟ- ଜୀବନସାଥୀଙ୍କ ଉନ୍ନତି ହେବ। ସଂପତ୍ତିଲାଭ ଯୋଗ ରହିଛି। ଧନଲାଭ ହେବ।

ସିଂହ- ବାଦବିବାଦରୁ ଦୂରେଇ ରୁହନ୍ତୁ। କର୍ମକ୍ଷେତ୍ରରେ ଉଚ୍ଚପଦାଧିକାରୀଙ୍କ ସହ ଯୁକ୍ତିତର୍କ ହୋଇପାରେ। ସନ୍ତାନସନ୍ତତିଙ୍କ ଆଡୁ କିଛି ଲାଭ ମିଳିପାରେ।

କନ୍ୟା- ଦୂର ସ୍ଥାନକୁ ଯାତ୍ରା କରିବାର ଯୋଗ ରହିଛି। ଚାକିରିରେ ପରିବର୍ତ୍ତନ ଯୋଗ ରହିଛି। ଅଚାନକ ଧନଲାଭ ହୋଇପାରେ।

ତୁଳା- କଳା ଓ ଫିଲ୍ମ କ୍ଷେତ୍ରରେ କାମ କରୁଥିବା ଲୋକେ ଫାଇଦାରେ ରହିବେ। କୌଣସି ବନ୍ଧୁଙ୍କ ସହିତ ସାକ୍ଷାତ ହୋଇପାରେ। ସଂପତ୍ତି କିଣି ପାରନ୍ତି।

ବିଛା- ମାଲିମକଦମାରେ ବିଜୟୀ ହେବେ। ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ମନ ଦିଅନ୍ତୁ। ଦୁର୍ଘଟଣା ଘଟିପାରେ। ତେଣୁ ରାସ୍ତାରେ ଯିବାଆସିବା ବେଳେ ସତର୍କତା ଅବଲମ୍ବନ କରନ୍ତୁ।

ଧନୁ- ପ୍ରେମ ସମ୍ବନ୍ଧରେ ମନୋମାଳିନ୍ୟ ଦେଖାଯାଇପାରେ। ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ନିଜ ମାନସମ୍ମାନ ପ୍ରତି ଧ୍ୟାନ ଦିଅନ୍ତୁ।

ମକର- ଜୀବନରେ ବଡ଼ ପରିବର୍ତ୍ତନ ହୋଇପାରେ। ମାଲିମକଦମାରେ ସମସ୍ୟା ଯୋଗ ରହିଛି। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି।

କୁମ୍ଭ- ଆୟ ବଢ଼ିବ। ଉପହାର ମିଳିପାରେ। ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ।

ମୀନ- ଅଟକି ଯାଇଥିବା ଅର୍ଥ ମିଳିବ। ସମ୍ମାନିତ ହୋଇପାରନ୍ତି। ସ୍ୱାସ୍ଥ୍ୟରେ ସୁଧାର ଆସିବ।

Related story