ଆପଣଙ୍କ ପିଲା ଆଙ୍ଗୁଳି ପାଟିରେ ପୁରାଉଚି କି : ବେଳୁ ହୁଅନ୍ତୁ ସାବଧାନ

ଛୋଟପିଲାଙ୍କର ଆଙ୍ଗୁଳିକୁ ପାଟିରେ ପୁରାଇବାର ଏକ ବଦ ଅଭ୍ୟାସ ରହିଥାଏ। ଆଉ ମା ବାପା ତାଙ୍କ ପିଲାର ଏହି ବଦଅଭ୍ୟାସ ଉପରେ ଏତେ ଗୁରୁତ୍ୱ ଦିଅନ୍ତି ନାହିଁ। ପିଲା ବଡ ହେବାପରେ ଏହି ଅଭ୍ୟାସ ଚାଲିଯିବ ବୋଲି ସେ ଭାବନ୍ତି। କିନ୍ତୁ ଏହି ଅଭ୍ୟସକୁ ପ୍ରଥମରୁ ନଛଡାଇଲେ ପରେ ଏହା ପିଲାପାଇଁ ବହୁତ କ୍ଷତିକାରକ ହୋଇଥାଏ। ଆଙ୍ଗୁଳି ଚୁଚୁମିବା ଦ୍ୱାରା  ସାଧାରଣତଃ ଦାନ୍ତ ବାହାରକୁ ବାହାରିଯାଇଥାଏ। ଏହା ଦ୍ୱାରା ପିଲାର ଦାନ୍ତ ଅଙ୍କାବଙ୍କା ହୋଇଯାଇଥାଏ ଓ ଦାନ୍ତ […]

child...

Rakesh Mallick
  • Published: Sunday, 16 July 2017
  • , Updated: 16 July 2017, 05:01 PM IST

ଛୋଟପିଲାଙ୍କର ଆଙ୍ଗୁଳିକୁ ପାଟିରେ ପୁରାଇବାର ଏକ ବଦ ଅଭ୍ୟାସ ରହିଥାଏ। ଆଉ ମା ବାପା ତାଙ୍କ ପିଲାର ଏହି ବଦଅଭ୍ୟାସ ଉପରେ ଏତେ ଗୁରୁତ୍ୱ ଦିଅନ୍ତି ନାହିଁ। ପିଲା ବଡ ହେବାପରେ ଏହି ଅଭ୍ୟାସ ଚାଲିଯିବ ବୋଲି ସେ ଭାବନ୍ତି। କିନ୍ତୁ ଏହି ଅଭ୍ୟସକୁ ପ୍ରଥମରୁ ନଛଡାଇଲେ ପରେ ଏହା ପିଲାପାଇଁ ବହୁତ କ୍ଷତିକାରକ ହୋଇଥାଏ। ଆଙ୍ଗୁଳି ଚୁଚୁମିବା ଦ୍ୱାରା  ସାଧାରଣତଃ ଦାନ୍ତ ବାହାରକୁ ବାହାରିଯାଇଥାଏ। ଏହା ଦ୍ୱାରା ପିଲାର ଦାନ୍ତ ଅଙ୍କାବଙ୍କା ହୋଇଯାଇଥାଏ ଓ ଦାନ୍ତ ଦାନ୍ତ ମଧ୍ୟରେ ଫାଙ୍କା ଆସିଯାଇଥାଏ। ଯାହା ଦ୍ୱାରା ଖାଦ୍ୟଗ୍ରହଣ କରିବା ସମୟରେ ଅସୁବିଧା ଦେଖାଦେଇଥାଏ। ଏଥିସହ ହାତ ପାଟିରେ ପୁରାଇବା ଦ୍ୱାରା ପିଲାକୁ ଇନ୍ଫେକେସନ ହୋଇଥାଏ ଓ ନିଶ୍ୱାସ ନେବାର ମଧ୍ୟ ସମସ୍ୟା ଦେଖାଦେଇଥାଏ।

Related story