ମୃତ ବ୍ୟକ୍ତିଙ୍କ ନାକ ଓ କାନରେ କାହିଁକି ତୁଳା ଦିଆଯାଏ?

ଆପଣ ଦେଖିଥିବେ ମୃତ ବ୍ୟକ୍ତିଙ୍କର ନାକ ଓ କାନରେ ତୁଳା ଦିଆଯାଇଥାଏ।  ଆପଣ ଭାବୁଥିବେ ଏମିତି କାହିଁକି ହୁଏ? ଏହାର କାରଣ କ’ଣ? ଏହା ପଛରେ ଧାର୍ମିକ ଏବଂ ବୈଜ୍ଞାନିକ କାରଣ ରହିଛି। ସେଇଟା କ’ଣ ଆସନ୍ତୁ ଜାଣିବା। ୧)ମୃତ ଶରୀରକୁ ଗାଧୋଇ ଦେବାପରେ ନାକ ଓ କାନରେ ତୁଳା ଦିଆଯାଏ ଯାହାଦ୍ୱାରା ନାକ ଓ କାନପଟେ ଯେମିତି କୌଣସି କିଟାଣୁ ଯାଇ ପାରିବ ନାହିଁ। ୨) ଏଥିସହ ମୃତ ଶରୀରରୁ ଏକ ପାଣି ଜାତୀୟ ଦ୍ରବ୍ୟ […]

j-11

Rakesh Mallick
  • Published: Wednesday, 18 April 2018
  • , Updated: 18 April 2018, 08:30 PM IST

ଆପଣ ଦେଖିଥିବେ ମୃତ ବ୍ୟକ୍ତିଙ୍କର ନାକ ଓ କାନରେ ତୁଳା ଦିଆଯାଇଥାଏ।  ଆପଣ ଭାବୁଥିବେ ଏମିତି କାହିଁକି ହୁଏ? ଏହାର କାରଣ କ'ଣ? ଏହା ପଛରେ ଧାର୍ମିକ ଏବଂ ବୈଜ୍ଞାନିକ କାରଣ ରହିଛି। ସେଇଟା କ'ଣ ଆସନ୍ତୁ ଜାଣିବା।

୧)ମୃତ ଶରୀରକୁ ଗାଧୋଇ ଦେବାପରେ ନାକ ଓ କାନରେ ତୁଳା ଦିଆଯାଏ ଯାହାଦ୍ୱାରା ନାକ ଓ କାନପଟେ ଯେମିତି କୌଣସି କିଟାଣୁ ଯାଇ ପାରିବ ନାହିଁ। ୨) ଏଥିସହ ମୃତ ଶରୀରରୁ ଏକ ପାଣି ଜାତୀୟ ଦ୍ରବ୍ୟ ବାହାରେ ଯାହାକୁ ରୋକିବା ପାଇଁ ନାକରେ ତୁଳା ଦିଆଯାଏ।

୩)ଧାର୍ମିକ ଗ୍ରନ୍ଥ ଅନୁଯାୟୀ ମୃତ ଶରୀରର ଖୋଲା ଅଂଶରେ ସୁନା ରଖିଲେ ଶୁଭ ହୋଇଥାଏ। ତେଣୁ କିଛି ଲୋକ କାନ ଓ ନାକରେ ସୁନା ରଖି ତୁଳା ଦିଅନ୍ତି।

୪) ମୃତ ଶରୀରରେ ସୁନା ରଖିବା ପବିତ୍ର ମଧ୍ୟ, ଏହା ଶରୀର ଓ ମନକୁ ଶାନ୍ତି ଦିଏ।

Related story